ସ୍ଲିମ୍‌ ହେବା ପାଇଁ ଆପଣାନ୍ତୁ ଏହି ଉପାୟ…

ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଅଭ୍ୟାସ କରି ପ୍ରତିଦିନ ସକାଳୁ ଖାଲି ପେଟରେ ଦୁଇ କୋଲା ରସୁଣ ଚୋବାଇ ଖାଇଲେ ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟଲର ପରିମାଣ ହ୍ରାସ ପାଏ। ଅନାବଶ୍ୟକ ଚର୍ବି ତଳି ପେଟରୁ ବାହାରି ଯାଇଥାଏ। ରସୁଣରେ ଭିଟାମିନ୍‌-‘ଏ’, ‘ବି’, ‘ସି’, ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାଲସିୟମ୍‌, ଜିଙ୍କ୍‌, ଲୌହ, ମ୍ୟାଗ୍ନେସିୟମ୍‌, ଫସଫରସ୍‌ ପ୍ରଭୃତି ରହିଥାଏ। ହାର୍ଟ ଆଟାକ୍‌ ରେ ଏହା ମହୌଷଧୀ ଭଳି କାମ କରେ। ନିୟମିତ ୨ଟି ରସୁଣ କୋଲାକୁ ପାଣିରେ ଫୁଟାଇ ଛାଣି ଏହାକୁ ଚା’ପରି ପିଇଲେ ଉଚ୍ଚ ରକ୍ତଚାପ, ମାନସିକ ଚାପ, କର୍କଟ, ହାର୍ଟ ଆଟାକ୍‌ ଆଦିରୁ ସହଜରେ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ରେ ମାଲାମାଲ୍‌ ହେବେ ୫ ରାଶି! ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ

ପ୍ରସିଦ୍ଧ ବାବା ଭେଙ୍ଗାଙ୍କ ଦ୍ୱାରା କରାଯାଇଥିବା ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି। ବାବା ଭେଙ୍ଗା ତାଙ୍କ ଭବିଷ୍ୟବାଣୀ ଯୋଗୁଁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ତେବେ ନିକଟରେ…

ମେ ୧ରୁ ଆରମ୍ଭ ହେବାକୁ ଯାଉଛି ଖପ୍ପର ଯୋଗ, ଏହି ୪ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିବ…

ଜ୍ୟୋତିଷ ଶାସ୍ତ୍ରର ନୀତି ଅନୁସାରେ, ୨୦୨୬ ମଇ ମାସର ଆରମ୍ଭ କିଛି ରାଶି ପାଇଁ ଉତ୍ଥାନ-ପତନ ସହିତ ଆରମ୍ଭ ହେବାର ଆଶା କରାଯାଉଛି। ୧ ମଇ ଠାରୁ…

ସୃଷ୍ଟି ହେବ ପଞ୍ଚ ମହାପୁରୁଷ ଯୋଗ: ଏହି ଦିନଠୁ ୩ ରାଶିର ଭଲ ଦିନ ଆରମ୍ଭ, ପୂରଣ ହେବ ସବୁ ଇଚ୍ଛା

ଗ୍ରହମାନଙ୍କର ରାଜକୁମାର ବୁଧ ଗ୍ରହ ଜ୍ୟୋତିଷ ଶାସ୍ତ୍ରରେ ବିଶେଷ ଗୁରୁତ୍ୱ ରଖେ, କାରଣ ଏହାର ଗୋଚର ସମୟ ସମୟରେ ଶୁଭ ଏବଂ ଅଶୁଭ ଯୋଗ ସୃଷ୍ଟି କରେ।…

ଜ୍ୱର-ପେଟ ଯନ୍ତ୍ରଣା ସମସ୍ୟା ଦେଖାଯାଉଛି କି? ଜାଣନ୍ତୁ ଏହାର କାରଣ

ବର୍ଷର ଏହି ସମୟରେ, ଖାଦ୍ୟ ଏବଂ ଜଳଜନିତ ରୋଗ ବୃଦ୍ଧି ପାଏ। ଏହା କେବଳ ଏକ ସଂଯୋଗ ନୁହେଁ ବରଂ, ପାଗ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା…

୨୦୩୨ ପର୍ଯ୍ୟନ୍ତ ଏହି ରାଶିକୁ କଲବଲ କରିବେ ଶନି! ଆଉ ୨ ରାଶି ହେବେ ପ୍ରଭାବିତ, ଜାଣି ନିଅନ୍ତୁ…

ନ୍ୟାୟର ଦେବତା ହେଉଛନ୍ତି ଶନି । ସାଡେ ସତୀ ସମୟରେ କିଛି ରାଶି ଉପରେ ତାଙ୍କର କଠୋର ଦୃଷ୍ଟି ପକାଇଥାନ୍ତି। ବର୍ତ୍ତମାନ ତିନୋଟି ରାଶି ଶନି ସାଡେ…

ସାଢେ ସାତୀ ପ୍ରଭାବ ରହିବା ସତ୍ତ୍ୱେ ଆଜିଠୁ ଏହି ରାଶିର ଭଲ ଦିନ ଆରମ୍ଭ: ମିଳିବ…

ଆର୍ଥିକ ଦୃଷ୍ଟିରୁ, ଏପ୍ରିଲ ମାସ କୁମ୍ଭ ରାଶି ପାଇଁ ଲାଭ ଏବଂ କ୍ଷତିର ମାସ ହୋଇପାରେ। ମାସର ଆରମ୍ଭରେ ବୃହସ୍ପତିଙ୍କ ଉନ୍ନତ ସ୍ଥିତି ଆପଣଙ୍କୁ ଲାଭ ଆଣିବ।…

ପଣା ସଂକ୍ରାନ୍ତିରେ ଖୋଲିବ ୩ରାଶିର ଭାଗ୍ୟର ଦ୍ବାର, ହେବ ଧନବର୍ଷା!

୧୪ ଏପ୍ରିଲ୍ ୨୦୨୬, ନୂତନ ଆରମ୍ଭ ପାଇଁ ସଂକଳ୍ପ ଏବଂ ଗମ୍ଭୀର ଦାୟିତ୍ୱ ପୂରଣ ପାଇଁ ଉତ୍ସର୍ଗୀକୃତ ଏକ ଦିନ। ସୂର୍ଯ୍ୟଙ୍କ ମେଷ ରାଶିରେ ପ୍ରବେଶ ସହିତ,…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri