ସ୍ମାର୍ଟ କିଚେନ ଟିପ୍ସ

ବ୍ୟସ୍ତବହୁଳ ଜୀବନରେ କିପରିଭାବେ ଶୀଘ୍ର ରୋଷେଇ ଘର କାମ ସାରିବେ ସେଇ ଲକ୍ଷ୍ୟରେ ସମସ୍ତେ କାମ କରିଥାନ୍ତି। ଏକ୍ଷେତ୍ରରେ ଆପଣଙ୍କୁ ସ୍ମାର୍ଟ କିଚେନ ଟିପ୍ସ ସମ୍ପର୍କରେ ଜାଣି ରଖନ୍ତୁ…

ଅଟା ଚକଟି ସାରିବା ପରେ ହାତରେ କିଛି ରଫାଇନ୍‌ ତେଲ କିମ୍ବା ଦେଶୀ ଘିଅ ନେଇ ଚକଟା ଅଟାରେ ଲଗାଇ ଦିଅନ୍ତୁ। ଏହାଫଳରେ ଅଟା ଶୁଖିବ ନାହିଁ ଏବଂ ନରମ ରହିବ।
ଅଦାକୁ କଟରରେ କୋରି ଦେଇ ଦୁଇ ତିନି ଦିନ ଖରାରେ ଶୁଖାଇ ଡବାରେ ବନ୍ଦ କରି ରଖି ଦିଅନ୍ତୁ। ଏହାକୁ ଆପଣ ପରେ ଚା କିମ୍ବା ବିଭିନ୍ନ ତରକାରୀରେ ବ୍ୟବହାର କରିପାରିବେ।
ହେଙ୍ଗୁକୁ ଆପଣ କେବେ ହେଲେ ଛୁଙ୍କ କରିବା ସମୟରେ ପକାନ୍ତୁ ନାହିଁ। ଏହା ପୋଡ଼ିଯିବ। ତେଣୁ ତରକାରୀ ହୋଇ ସାରିବ ପରେ ହିଁ ହେଙ୍ଗୁ ପକାନ୍ତୁ। ସ୍ବାଦ ବଢ଼ିବା ସହିତ ହଜମ ଶକ୍ତି ବୃଦ୍ଧି ପାଇବ।
ପନିରକୁ ଠିକ୍‌ ସାଇଜରେ କାଟିବା ପାଇଁ ହେଲେ ତାକୁ କିଛି ସମୟ ଫ୍ରିଜରେ ରଖି ଦିଅନ୍ତୁ। ଏପରି କରିବା ଫଳରେ ଠିକ୍‌ ସେପରେ କଟିବ।
ଅଣ୍ଡାକୁ ସିଝାଇବାର ପରେ ସଙ୍ଗେ ସଙ୍ଗେ ଛଡାଇ ଦିଅନ୍ତୁ। କାରଣ ଅଣ୍ଡା ସିଝିବା ପରେ ବେଶୀ ସମୟ ଖୋଲାରେ ରହିଲେ ତାହା ସୁଖି ଯାଇଥାଏ ଓ ଛଡାିବା ପାଇଁ ଅସୁବିଧା ହୋଇଥାଏ।
ତରକାରୀ ତିଆରି କରିବା ସମୟରେ ଯଦି ଟମାଟୋ ପ୍ୟୁରୀ ବଳକା ରହିଥାଏ ତେବେ ତାକୁ ଆଇସ୍‌ ଟ୍ରେରେ ରଖି ଦିଅନ୍ତୁ। ପୁଣି ଥରେ ଅନ୍ୟ ତରକାରୀ କରିବାବେଳେ କାମରେ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri