ସ୍ବାସ୍ଥ୍ୟ ସମସ୍ୟା ଦୂର କରେ ଗୁଜୁରାତି

ଗୁଜୁରାତି ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଥାଏ। ଖାଦ୍ୟକୁ ସ୍ବାଦିଷ୍ଟ ଏବଂ ସୁଗନ୍ଧିତ କରିବା ପାଇଁ ଗୁଜୁରାତିର ବ୍ୟବହାର କରାଯାଇଥାଏ। ଏହା ମୁଖ ଦୁର୍ଗନ୍ଧ ମଧ୍ୟ ଦୂର କରେ। ଏଥିସହିତ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିଥାଏ। ଜାଣନ୍ତୁ ଏ ସମ୍ପର୍କରେ…

କୋଲେଷ୍ଟରଲ : ଗୁଜୁରାତି ଖାଲି ମସଲା ନୁହେଁ ଏଥିରେ ଔଷଧୀୟ ଗୁଣ ଭରିରହିଛି। କୋଲେଷ୍ଟରଲ ସମସ୍ୟା ଥିଲେ ଏହାକୁ ପ୍ରତିଦିନ ଚା’ ପିଇବା ସମୟରେ ବ୍ୟବହାର କରନ୍ତୁ। ଏହା ଶରୀରରୁ କୋଲେଷ୍ଟରଲ କମାଇବାରେ ସହାୟକ ହେବ।

 

ବାନ୍ତି : ଗୁଜୁରାତିକୁ ପାଣିରେ ଭିଜାଇ ସେହି ପାଣି ଫୁଟାଇ ପିଇଲେ ବାନ୍ତି ଭଲ ହୋଇଥାଏ। ଗର୍ଭାବସ୍ଥା ସମୟରେ ବାରମ୍ବାର ଆସୁଥିବା ବାନ୍ତିକୁ ମଧ୍ୟ ଗୁଜୁରାତି ରୋକିଥାଏ।  ଗାଡ଼ିମୋଟରରେ ଯିବା ସମୟରେ ବାନ୍ତି ହେଉଥିଲେ ସାଥୀରେ ଗୁଜୁରାତି ପାଣି ନେଇ କି ଯାଆନ୍ତୁ। ଏହାକୁ ପିଇଲେ ବାନ୍ତି ବନ୍ଦ ହୋଇଥାଏ।

ମୁଖବ୍ରଣ : ମୁହଁରେ ବ୍ରଣ ହେଉଥିଲେ ଗୁଜୁରାତିକୁ ଗୁଣ୍ଡ କରି ଏହାର ପେଷ୍ଟ ଲଗାଇଲେ ବ୍ରଣ ଦୂର ହୋଇଥାଏ।

ଚର୍ମରୋଗ : ମେଡିସିନ ଖାଇଲା ପରେ ଯଦି ଚର୍ମରୋଗ ଭଲ ହେଉନାହିଁ ତେବେ ଗୁଜୁରାତିକୁ ଗୁଣ୍ଡ କରି ଏହାର ପାଣି ଶରୀରରେ ସ୍ପ୍ରେ କରନ୍ତୁ। ତୁରନ୍ତ ଚର୍ମରୋଗ ସମସ୍ୟା ଦୂରେଇ ଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରୁଟିରେ ଘିଅ ଲଗାଇ ଖାଇଲେ ଭଲ ହୁଏ ଏହି ରୋଗ! ଜାଣନ୍ତୁ ଏହାର ୫ଟି ବଡ଼ ଫାଇଦା

ଭାରତୀୟ ଘରେ ଶତାବ୍ଦୀ ଧରି ରୁଟିରେ ଘିଅ ଲଗାଇ ଖାଇବାର ପରମ୍ପରା ରହିଆସିଛି। ଦାଦୀ-ନାନୀମାନେ ମଧ୍ୟ ରୁଟିରେ ଘିଅ ଲଗାଇ ଖାଇଲେ ଶରୀର ମଜବୁତ ରହିବା ସହ…

ଶନି-ମଙ୍ଗଳଙ୍କ ଦୁର୍ଲଭ ସଂଯୋଗ, ୪ ରାଶିଙ୍କୁ ମିଳିବ ବଡ଼ ସଫଳତା, ଯାଚିକି ଟଙ୍କା ଦେବେ…

ବର୍ତ୍ତମାନ, ମଙ୍ଗଳ ମିଥୁନ ରାଶିରେ ଏବଂ ଶନି ମୀନ ରାଶିରେ ଅଛନ୍ତି । ଦୁଇଟି ଗ୍ରହ ପରସ୍ପର ସହ ଏକ ୯୦-ଡିଗ୍ରୀ କୋଣ ଗଠନ କରିଥାନ୍ତି ।…

ଆଜି ନା କାଲି? କେବେ ପାଳନ କରାଯିବ କୃଷ୍ଣ ଜନ୍ମାଷ୍ଟମୀ, ଜାଣନ୍ତୁ ତାରିଖକୁ ନେଇ ଥିବା ଦ୍ୱନ୍ଦ୍ୱ…

କୃଷ୍ଣ ଜନ୍ମାଷ୍ଟମୀ ବା ଜନ୍ମବାର୍ଷିକୀ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି । ଏହାର ଅର୍ଥ ହେଉଛି ଜନ୍ମାଷ୍ଟମୀ ଶୁକ୍ରବାର ଅର୍ଥାତ୍ ସେପ୍ଟେମ୍ବର ୪…

ଆଜି ସକାଳୁ ବୃଷ ରାଶିରେ ପ୍ରବେଶ କଲେ ଚନ୍ଦ୍ର: ମେଷ ସମେତ ୪ ରାଶିଙ୍କ ଜୀବନରେ ଆସିବ ବଡ଼ ଖବର, ପଢନ୍ତୁ କ’ଣ ଘଟିବ…

ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଦେବଙ୍କୁ ମନ, ମାତା ଓ ଅର୍ଥର କାରକ ଭାବେ ବିବେଚନା କରାଯାଏ। ୩ ସେପ୍ଟେମ୍ବର ୨୦୨୬ରେ ଚନ୍ଦ୍ରମା ମେଷ ରାଶିରୁ ବାହାରି ନିଜର ଉଚ୍ଚ…

ରାଶି ପରିବର୍ତ୍ତନ କଲେ ଶୁକ୍ର; ବଢିବ ଆର୍ଥିକ ସଙ୍କଟ, ଅଯଥାରେ ଫଶିଯିବେ ଏହି ୩ ରାଶି…

ବୈଦିକ ଜ୍ୟୋତିଷରେ, ଶୁକ୍ରଙ୍କୁ ଆରାମ, ଧନ, ସମୃଦ୍ଧି, ପ୍ରେମ ଏବଂ ଭୌତିକ ସୁଖ ପାଇଁ ଦାୟୀ ଗ୍ରହ ଭାବରେ ବିବେଚନା କରାଯାଏ । ଯେତେବେଳେ ଶୁକ୍ର ତାଙ୍କ…

ଏହି ବର୍ଷ ଦ୍ୱାପର ଯୁଗ ଭଳି ଦୁର୍ଲଭ ସଂଯୋଗ! ଜନ୍ମାଷ୍ଟମୀଠାରୁ ଏହି ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ, ଦୂର ହେବ ସବୁ ସମସ୍ୟା

ଧାର୍ମିକ ଦୃଷ୍ଟିକୋଣରୁ ଏହି ଦିନର ବିଶେଷ ମହତ୍ତ୍ୱ ଥିବାବେଳେ, ଜ୍ୟୋତିଷ ଦୃଷ୍ଟିରୁ ମଧ୍ୟ ଏଥର ଜନ୍ମାଷ୍ଟମୀକୁ ବେଶ ଖାସ ବୋଲି କୁହାଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ଜନ୍ମାଷ୍ଟମୀର…

ସେପ୍ଟେମ୍ୱର ୩ର ଗ୍ରହ ଯୋଗରେ ୫ ରାଶିଙ୍କ ୩ଗୁଣା ବଢିବ ଇନକମ୍‌, ଅଟକି ରହିଥିବା କାମ ଆଗେଇବ…

୩ ସେପ୍ଟେମ୍ୱର ୨୦୨୬ ରେ ଭାଦ୍ରବ ମାସ କୃଷ୍ଣପକ୍ଷ ଷଷ୍ଠୀ ତିଥି ଏବଂ ଗୁରୁବାର। ଏହି ଦିନଟି ଦେବଗୁରୁ ବୃହସ୍ପତିଙ୍କୁ ସମର୍ପିତ, ଯିଏ ଜ୍ଞାନ, ଧନ, ବିବାହ…

ମୁହଁ ଉପରେ ହିଁ ଶୁଣାଇ ଦିଅନ୍ତି ଏହି ୩ ରାଶି; ହେଲେ ପଛରେ ଖେଳନ୍ତି ଭୟଙ୍କର ଗେମ୍‌

‘ମୁହଁରେ ରାମ, କାଖରେ ଛୁରୀ’ ଏହା କୌଣସି ନୂଆ ଢଗ ନୁହେଁ, ଏହାକୁ ଆମେ ସମସ୍ତେ ବହୁବାର ଶୁଣିଥିବା। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri