ସରକାରୀ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ

ପର୍ଲା, ୨୪।୨ (ଡି.ଏନ୍‌.ଏ.)- ସରକାର ଦିବ୍ୟାଙ୍ଗମାନକୁ ଭତା, ଆବସ ଯୋଜନାରେ ଘର, ସରକାରୀ ପୋରଛାହନ୍‌ ଆଦି ଯୁଗେଇ ଦେଇ ସମାଜର ମୁଖିଆ ଧାରରେ ସାମିଲ କରୁଛନ୍‌। ହେଲେ ସରକାରୀ ଅଧ୍‌କାରୀ, କରମ୍‌ଚାରୀକର ଅନ୍‌ଦେଖା ଲାଗି ଅନେକ ଜାଗାରେ ଦିବ୍ୟାଙ୍ଗମାନେ ସରକାରୀ ସୁବିଧା ସୁଯୋଗ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲର ଛଞ୍ଚାଣବାହାଲି ପଁଚେତ୍‌ ବେହେରାଗୁଡ଼ା ଗଁାରେ।
ସୂଚନା ହିସାବେ ବେହେରାଗୁଡ଼ା ଗଁାର ବିକ୍ରମ ଛତରିଆକଁର ପୁଓ ଗୁଣବନ୍ତ ଛତରିଆ(୧୦)। ସେ ଜନ୍‌ମୁ ଅଁଧ୍‌ ଆଏ। ଡାକ୍‌ତର ତାହାକୁ ଶହେ ପରତିଶତ ଦିବ୍ୟାଙ୍ଗ ପରମାନପତର ବି ଦେଇଛନ୍‌। ବିକ୍ରମ ପୁଓ ଭିନେ ଭିନେ ସରକାରୀ ଯୋଜନାର ସାହାଯ୍‌ ପାଏବା ବଲି ଦରକାରୀ କାଗଜପତର ଦେଇ ପଁଚେତ୍‌ରୁ ବ୍ଲକ ତକ୍‌ ଆବେଦନ କରିଛନ୍‌। ଇଆଡ଼େ ଦିବ୍ୟାଙ୍ଗମାନକୁ ଗୁରୁତ୍‌ ଦେଇ ଭତା, ଆବାସ ଯୋଜନାରେ ଘର, ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ମାସିକ ୩୫ କେ.ଜି. ଚାଉଲ ଆଦି ଯୁଗେଇ ଦେବାର ସରକାରୀ ନିୟମ ରହିଛେ। ହେଲେ ଦୁଖର କଥା ଗୁଣବନ୍ତ ଲେଖେଁ ଝନେ ଜନମ୍‌ ଅଁଧ୍‌ ପିଲା ଆଏଜ୍‌ତକ ସବୁ ପରକାର ସରକାରୀ ସାହାଯ୍‌ରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ଗୁଣବନ୍ତ ଏହେଦେ ନିଜକୁ ଝନେ କଳାକାର ହିସାବେ ଗଢ଼ିଛନ୍‌। ୫ ବଛର ବଏସ୍‌ରୁ ସେ ଟିନ୍‌ ଡବା, ଛାତିରେ ବଜା ବଜାବାର ବଏସିରା କରି ଏହେଦେ ସେ ଝନେ ମୁର୍‌ଦୁଁଗିଆ ପାଲଟିଯାଇଛନ୍‌। ଏହେଦେ ସେ ଅଂଚଲରେ ଅନେକ ନାଚ୍‌ଗୀତ୍‌ରେ ମୁର୍‌ଦୁଁଗ୍‌ ବଜେଇ ଦେଖନ୍‌ହାରିକଁର ମନ୍‌ମୁହୁଛନ୍‌। ଗଲା ନିରବାଚନ ଆଗରୁ ଭିନେ ଭିନେ ପଁଚେତ୍‌ମାନକେ ପିଠା କାଯ୍‌କରମ ଜରିଆରେ କଳାକାର ଚିନ୍‌ହଁଟ କରାଯାଇ କଳାକାରମାନକୁ ଭତା, ସରକାରୀ ପୋରଛାହନ୍‌ ଯୁଗେଇ ଦିଆଯାଉଛେ। ହେଲେ ଗୁଣବନ୍ତ ଝନେ ଦିବ୍ୟାଙ୍ଗ ଶିଶୁ କଳାକାର ହେଇଥିଲେ ବି ସରକାରୀ ପୋରଛାହନ୍‌ ପାଏବାରୁ ବଁଚିତ୍‌ ହେବାରଟା ସମ୍‌କୁ ଆଶିରିଯ୍‌ କରିଛେ। ଜିଲା ଆର ବ୍ଲକ ପରଶାସନ ଶହେ ପରତିଶତ ଦିବ୍ୟାଙ୍ଗ ଗୁଣବନ୍ତକଁର ଉପରେ ଦୁରୁଷ୍‌ଟି ଦେଇ ତାହାକୁ ସବୁପରକାର ସରକାରୀ ଯୋଜନାରେ ସାମିଲ କରବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଧର୍ମଗଡ଼ ବିଡିଓ ଗୋପାଳ କୃଷ୍ଣ ମିଶ୍ରକୁଁ ପଚ୍‌ରାଲାରୁ ଇ ବାବ୍‌ଦେ ମୋର ପାସେ ଖବର ନାଇଁଥାଇ। ବ୍ଲକକେ ଆସି ମୋତେ ଭେଟ୍‌ଲେ ସବୁପରକାର ସାହାଯ୍‌ ସହଯୋଗ ଯୁଗେଇ ଦେବାର ବେବସ୍‌ତା କରମି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri