ଶୀଘ୍ର ବିଛଣା ଛାଡ଼ିଲେ ଦୂର ହୁଏ ଏସବୁ ସମସ୍ୟା

ଆଜିକାଲି ଦୈନନ୍ଦିନ ଜୀବନଶୈଳୀ ବଦଳିଗଲାଣି। ଏଇ ଯେମିତି କିଛି ଲୋକଙ୍କର ବିଳମ୍ବରେ ଶୋଇବା, ବିଳମ୍ବରେ ଉଠିବା ଅଭ୍ୟାସରେ ପରିଣତ ହୋଇଗଲାଣି । କିନ୍ତୁ ବିଳମ୍ବରେ ଉଠିଲେ ଅନେକ କ୍ଷତି ହୋଇଥାଏ। ସେଥିପାଇଁ ଶୀଘ୍ର ବିଛଣା ଛାଡ଼ିଲେ ଶାରୀରିକ ତଥା ମାନସିକ ଶାନ୍ତି ମିଳିବା ସହ ଅନେକ ରୋଗ ଦୂରେଇ ଯାଇଥାଏ। ଜାଣନ୍ତୁ ଏ ସମ୍ପର୍କରେ…

ଅବସାଦ ଦୂର ହୁଏ : ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଯେଉଁ ଲୋକ ଭୋର୍‌ରୁ ଉଠନ୍ତି। ସେମାନଙ୍କୁ ମାନସିକ ଶାନ୍ତି ମିଳିଥାଏ। ଏହା ବ୍ୟତୀତ ସିଜୋଫ୍ରେନିଆ ତଥା ଅବସାଦ ପରି ରୋଗ ଗ୍ରାସ କରି ନ ଥାଏ।

ମନ ପ୍ରଫୁଲ୍ଲ ରହେ : ଯେଉଁମାନେ ସକାଳୁ ଉଠନ୍ତି ସେମାନଙ୍କ ମନ ପ୍ରଫୁଲ୍ଲ ରହେ। ଦିନସାରା କୌଣସି କାମ କରିବାରେ ଆଦୌ ଥକ୍କା ଅନୁଭବ କରନ୍ତି ନାହିଁ।

ଶରୀର ସୁସ୍ଥ ରହେ : କୌଣସି କାରଣବଶତଃ ବିଳମ୍ବରେ ଶୋଇବାକୁ ଯାଉଥିଲେ ମଧ୍ୟ ସୂର୍ଯ୍ୟୋଦୟ ପୂର୍ବରୁ ଉଠିପଡ଼ିଲେ ଶରୀର ସୁସ୍ଥ ରହିବା ସହ କୌଣସି ରୋଗ ଏତେଶୀଘ୍ର ଗ୍ରାସ କରେ ନାହିଁ।
ଚିଡ଼ିଚିଡ଼ା ପଣ ଦୂର ହୁଏ : ଯେତେ ସମ୍ଭବ ଭୋର୍‌ରୁ ଉଠିବାକୁ ଚେଷ୍ଟା କରନ୍ତୁ। ଭୋର୍‌ରୁ ଉଠିଲେ ଚିଡ଼ିଚିଡ଼ା ପଣ ଦୂର ହେବା ସୁସ୍ଥ ଅନୁଭବ କରିବେ।

ଆଖି ସମସ୍ୟା ଦୂର ହୁଏ : ସକାଳୁ ଉଠି ସବୁଜ ବୃକ୍ଷଲତାକୁ ଚାହିଁଲେ ଆଖି ସମସ୍ୟା ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

ଖରାଦିନେ କେମିତି ନେବେ ତ୍ୱଚାର ଯତ୍ନ: ଆପଣାନ୍ତୁ ଏହି ଟିପ୍ସ

ଯଦି ଆପଣ ଖରାଦିନରେ କେଉଁଠିକି ବୁଲିବାକୁ ଯାଉଛନ୍ତି ତେବେ ସାଙ୍ଗରେ ଭଲ କ୍ଲିଞ୍ଜର,ଟୋନର,ମଶ୍ଚରାଇଜର ନେବାକୁ ଭୁଲନ୍ତୁ ନାହିଁ। ଏହାପରେ ସନ୍‌ସ୍କ୍ରିନ୍‌ ଲୋସନ୍‌ ବ୍ୟବହାର କରିପାରିବେ; ଯାହା...

ଫ୍ୟାମିଲି ଟ୍ରିପ୍‌ରେ ଯିବାକୁ ଚାହୁଁଛନ୍ତି କି? ଧ୍ୟାନରେ ରଖନ୍ତୁ ଏସବୁ କଥା

ଛୁଟି ହେଲେ ସମସ୍ତେ ବାହାର ସ୍ଥାନକୁ ବୁଲିଯିବାକୁ ପସନ୍ଦ କରନ୍ତି। ଟ୍ରିପ୍‌ ସମୟରେ କିଛି କଥାକୁ ଧ୍ୟାନରେ ନିହାତି ରଖିବା ଆବଶ୍ୟକ। ସେ ସମ୍ପର୍କରେ କିିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri