ମୁହଁରୁ ବ୍ରଣ ଦୂର କରିବା ପାଇଁ ଜାଣନ୍ତୁ ଉପଚାର

କେବଳ ତେଲିଆ ତ୍ୱଚାପାଇଁ ମୁହଁରେ ନାଲି ବ୍ରଣ ହୋଇଥାଏ ବୋଲି ଅନେକଙ୍କ ଧାରଣା। ମାତ୍ର ଏହା ଭୁଲ। କୌଣସି କାରଣରୁ ଏହିପରି ହୋଇଥାଇପାରେ। ତେବେ ଆପଣଙ୍କଠାରେ ଯଦି ଏହି ସମସ୍ୟା ଦେଖାଯାଉଛି ତେବେ କିଛି ପ୍ରମୁଖ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।

– ମୁହଁକୁ ବାରମ୍ବାର ଧୋଇବା ଫଳରେ ଏହା ଭଲ ହୋଇଯାଇଥାଏ ବୋଲି ଅନେକେ କହିଥାନ୍ତି। ତେବେ ଏହା ଏକ ପ୍ରକାର ମନଗଢ଼ା କଥା। ମାତ୍ର ଏହାର ମାନେ ନୁହେଁ ମୁହଁ ଧୋଇବା ଉଚିତ ନୁହେଁ। ତେବେ ମୁହଁଙ୍କୁ ୨ ଥର ଭଲ ଫେସ୍‌ଓ୍ବାଶରେ ଧୋଇବା ଜରୁରୀ।

ଏହାର କୌଣସି ଚିକିତ୍ସା ନ ଥାଏ ବୋଲି ଅନେକେ ଭାବନ୍ତି । ମାତ୍ର ଆପଣ ଯଦି ଠିକ୍‌ ଭାବେ ଏହାର ଉପଚାର କରିବେ, ସଠିକ୍‌ ଜୀବନଶୈଳୀ ଆପଣାଇବେ ତେବେ ଏହା ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଏ।

ଯଦି କୌଣସି ଉପଚାର ପରେ ମଧ୍ୟ ଏହା କମ୍‌ ହୋଇ ନ ଥାଏ ଆସ୍ଥା ହରାଇ ଚିକିତ୍ସା ବନ୍ଦ କରନ୍ତୁ ନାହିଁ। ଅନ୍ୟ ଡାକ୍ତରଙ୍କଠାରୁ ପରାମର୍ଶ ନିଅନ୍ତୁ।

କିଛି ଲୋକ ଏଥିରୁ ମୁକ୍ତିପାଇବା ପାଇଁ ମୁହଁରେ ଟୁଥ୍‌ପେଷ୍ଟ ଲଗାଇ ଥାନ୍ତି ମାତ୍ର ଏହା ତା’ର ସଠିକ୍‌ ଉପଚାର ନୁହେଁ।
ଅନେକେ ଭାବିଥାନ୍ତି ବ୍ରଣ ହୋଇଥିବା ଲୋକେ ମଶ୍ଚରାଇଜର ବ୍ୟବହାର କରିବା ଉଚିତ ହୋଇ ନ ଥାଏ । ମାତ୍ର ବାସ୍ତବରେ ତାହା ଅଧିକ ଲାଭବାନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri