ମାଆ ହେବାକୁ ଚାହାନ୍ତିନି ଏହି ଅଭିନେତ୍ରୀ

ଛୋଟପରଦାରେ ‘ଚନ୍ଦ୍ରମୁଖୀ ଚୌଟାଲା’ ନାମରେ ପରିଚିତ ଅଭିନେତ୍ରୀ କବିତା କୌଶିକ୍‌ ବିବାହ କରିଥିଲେ ମଧ୍ୟ କେବେ ମାଆ ହେବାକୁ ଚାହାନ୍ତିନି। ୨୦୧୭ରେ ରୋନିତ୍‌ ବିଶ୍ୱାସଙ୍କୁ ବିବାହ କରିଥିବା ୩୮ ବର୍ଷୀୟା କବିତା ବିବାହର ୨ ବର୍ଷ ପରେ ମଧ୍ୟ ମାଆ ହେବାକୁ ଚାହୁଁନାହାନ୍ତି। ଏକଥା କବିତା କହି ଫ୍ୟାନ୍‌ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ୩୦ ବର୍ଷ ଟପିଗଲେ ଦମ୍ପତି ଚାହାନ୍ତି କେମିତି ମାତାପିତା ହେବେ। ଏପରିକି ସରୋଗେସୀ ମାଧ୍ୟମରେ ମଧ୍ୟ ଏହି ସୌଭାଗ୍ୟ ଲାଭ କରିବାକୁ ଚାହିଁଥାନ୍ତି।

ମାତ୍ର କବିତା ଏବଂ ରୋନିତ ଦୁଇଜଣ ନିଷ୍ପତ୍ତି ନେଇଛନ୍ତି କେବେ ମାତାପିତା ହେବେନାହିଁ। ଏକ ସାକ୍ଷାତକାରରେ କବିତା କହିଛନ୍ତି,  ମୁଁ ପିଲାଙ୍କ ସହିତ ଅନ୍ୟାୟ କରିବାକୁ ଚାହେଁନାହିଁ। ଯଦି  ମୁଁ ୪୦ ବର୍ଷରେ ମାଆ ହେବି ତେବେ ମୋ ପିଲା ୨୦ ବର୍ଷର ହେଲାବେଳକୁ ବୁଢ଼ୀ ହୋଇଯାଇଥିବି। ମୁଁ ଚାହୁଁନି ୨୦ ବର୍ଷର ପିଲା ବୁଢ଼ା ମାତାପିତାଙ୍କ ଦେଖାଶୁଣା କରୁ ବୋଲି। କବିତା ‘କ।ହାନୀ ଘର ଘର କୀ’,‘କୁମ୍‌କୁମ୍‌’ ଏବଂ ରିମିକ୍ସରେ କାମ କରି ଘରେ ଘରେ ପରିଚିତ ହୋଇସାରିଛନ୍ତି। ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କଠାରୁ ଏମିତି କଥା ଶୁଣି ଫ୍ୟାନମାନେ ବିଶ୍ୱାସ କରିପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

କମାଲ କଲେ ସନ୍ନି-ପ୍ରୀତି ଯୋଡ଼ି: ଦର୍ଶକଙ୍କୁ ଲୁହରେ ଭିଜାଇଲା ବିଭାଜନର ଯନ୍ତ୍ରଣା

ସ୍ବାଧୀନତା ଦିବସର ବିଶେଷ ଅବସରରେ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଣ୍ଟୱାରା ୧୯୪୭’ ସିନେମା ଘରେ ମୁକ୍ତିଲାଭ କରିଛି। ଭାରତ ବିଭାଜନର କଷ୍ଟକର ଏବଂ…

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri