ନେଲ୍‌ ଆର୍ଟ କରୁଛନ୍ତି କି? ହୋଇପାରେ ଏସବୁ ରୋଗ

ଝିଅମାନେ ପାଦ ଆଉ ହାତର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ନେଲ୍‌ପଲିସ ଲଗାଇଥାନ୍ତି। ଆଜିକାଲି ବଜାରରେ ବିଭିନ୍ନ ରଙ୍ଗର ନେଲ୍‌ପଲିସ ବି ମିଳୁଛି। ନେଲ୍‌ପଲିସ ଲଗାଇବା ସହ ନଖରେ ବିଭିନ୍ନ ଆର୍ଟ କରିବା ଏବେ ଟ୍ରେଣ୍ଡ ପାଲଟିଗଲାଣି। କିନ୍ତୁ ଜାଣିଛନ୍ତି କି ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କରୁଥିବା ନେଲ୍‌ ଆର୍ଟ ଘାତକ ହୋଇପାରେ ବୋଲି। ଆସନ୍ତୁ ଜାଣିବା ନେଲ୍‌ପଲିସ କ’ଣ କ୍ଷତି ଘଟାଇଥାଏ।

ବାରମ୍ବାର ନେଲ୍‌ପଲିସ ଲଗାଇବା ଦ୍ୱାରା ନଖ ଶୁଷ୍କ ହୋଇ ହଳଦିଆ ପଡ଼ିଯାଏ। ନେଲ୍‌ପଲିସରେ ଫର୍ମାଲଡିହାଇଡ୍‌, ଡେବ୍ୟୁଟିଲ ଫେଥଲେଟ୍‌ ଏବଂ ଟାଲ୍ୟୁଇନ୍‌ ପରି ରାସାୟନିକ ପଦାର୍ଥ ରହିଥାଏ। ଯାହା ସମସ୍ୟା ସୃଷ୍ଟି କରିଥାଏ। ନେଲ୍‌ପଲିସରେ ଥିବା ଟାଲ୍ୟୁଇନ୍‌ ସବୁଠୁ କ୍ଷତିକାରକ। ଏହା ଶିରା ପ୍ରଶିରାଠାରୁ ଆରମ୍ଭ କରି ମସ୍ତିଷ୍କ ପର୍ଯ୍ୟନ୍ତ କ୍ଷତି ପହଞ୍ଚାଇଥାଏ। ଟାଲ୍ୟୁଇନ୍‌ ପ୍ରଭାବରେ ଥଣ୍ଡା, ଦେହହାତ ଦରଜ, ମୁଣ୍ଡ ବୁଲାଇବା ଏବଂ ହାଲିଆ ଲାଗିଥାଏ।

ଖାଲି ଏତିକି ନୁହେଁ ଟାଲ୍ୟୁଇନ୍‌ କିଡ୍‌ନୀ, ଲିଭର ଏବଂ ପ୍ରଜନନ ପ୍ରତି କୁପ୍ରଭାବ ପକାଇଥାଏ।
ଫର୍ମାଲଡିହାଇଡ୍‌ ଏକ ରଙ୍ଗହୀନ ଗ୍ୟାସ। ଫଳରେ ନେଲ୍‌ପଲିସ ଦୀର୍ଘଦିନ ପର୍ଯ୍ୟନ୍ତ ନଖରୁ ଛାଡ଼େନାହିଁ। ଏହାକୁ ବ୍ୟବହାର କରିବା ଦ୍ୱାରା କ୍ୟାନସର ଏବଂ ଅନ୍ୟ ରୋଗ ମଧ୍ୟ ହୋଇଥାଏ।
କୌଣସି ପାର୍ଟିରେ ଯୋଗ ଦେବାର ଥିଲେ ଅଧିକାଂଶ ଝିଅ ଜଲ୍‌ଦି ନେଲ୍‌ପଲିସ ଛଡ଼ାଇବା ପାଇଁ ରିମୁଭର ବ୍ୟବହାର କରିଥାନ୍ତି। ଏପରି କରିବା ଦ୍ୱାରା ନଖର ମସୃଣ କମିବା ସହ ଶୀଘ୍ର ଭାଙ୍ଗିଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ଏହି ୫ଟି ରାଶିକୁ ଲାଗିପାରେ ବଡ଼ ଆର୍ଥିକ ଝଟ୍‌କା, ରହିବାକୁ ହେବ ସାବଧାନ!

ଜ୍ୟୋତିଷୀୟ ସଂଯୋଗ ଏବଂ ଗ୍ରହମାନଙ୍କ ଚଳନ ଯୋଗୁ ଅନେକ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି। ଏହି ଗ୍ରହ ସ୍ଥିତି ଯୋଗୁ…

ମସ୍ତିଷ୍କର ଭିନ୍ନ ଅଂଶରୁ ସୃଷ୍ଟି ହୁଏ ସ୍ବତଃସ୍ଫୂର୍ତ୍ତ, ଇଚ୍ଛାକୃତ ହସ

ନୂଆଦିଲ୍ଲୀ,୭।୭(ପି.ଟି.): ମଣିଷର ହସ ପଛରେ ଥିବା ରହସ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆମର ସ୍ବତଃସ୍ଫୂର୍ତ୍ତ (ଆବେଗିକ) ଏବଂ ଇଚ୍ଛାକୃତ ହସ ପାଇଁ ମସ୍ତିଷ୍କର…

ଶନିଙ୍କ ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ଜୁଲାଇ ୨୦ରୁ ଚମକିବ ଏହି ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ରାଶି ପରିବର୍ତ୍ତନ ସହିତ ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ନକ୍ଷତ୍ରରେ ପରିବର୍ତ୍ତନ ଗ୍ରହ ପ୍ରଭାବରେ ସୂକ୍ଷ୍ମ କିନ୍ତୁ…

ମଦ ନିଶା ଛାଡ଼ିବାର ସରଳ ଚିକିତ୍ସା

କିଛି ବର୍ଷ ମଧ୍ୟରେ ମଦ ନିଶା ଏକ ଗମ୍ଭୀର ସମସ୍ୟାରେ ପରିଣତ ହୋଇଯାଇଛି। ମଦ ନିଶା ଯୋଗୁ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ଖରାପ…

ରକ୍ତ ସଞ୍ଚାଳନକୁ ସକ୍ରିୟ କରେ ମହୁ, ଆହୁରି ଅନେକ ସମସ୍ୟା ଦୂର କରିବାରେ…

ମହୁରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଥଣ୍ଡା ସମସ୍ୟାରୁ ଉପଚାର ପାଇଁ ଏହା ବେଶ୍‌ ସହାୟକ ହୋଇଥାଏ। ତେବେ ଏଥିରେ ଏଭଳି ତତ୍ତ୍ୱ…

୪ ରାଶିଙ୍କ ଶୁଭ ସମୟ ଆରମ୍ଭ! ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ!

ନୂଆଦିଲ୍ଲୀ, ୫ା୭: ୧୯ ଜୁଲାଇରୁ ୪ ରାଶିଙ୍କ ଶୁଭ ସମୟ ଆରମ୍ଭ!ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ! ଦେବଗୁରୁ ବୃହସ୍ପତି ଜୁନ୍ ୧୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri