Posted inଫୁରସତ

କ୍ୟୁଆର୍‌ କୋଡ୍‌ ସ୍କାନ୍‌ କଲେ ଖୋଲେ ଏୟାରପୋର୍ଟର ବିଶ୍ରାମକକ୍ଷ : ଆରାମଚେୟାର ସହିତ ରହିଛି ଇଣ୍ଟରନେଟ୍‌ ସୁବିଧା, ଜାଣନ୍ତୁ କେଉଁଠି…

ଏୟାରପୋର୍ଟରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଏମିତି ବିଶ୍ରାମକକ୍ଷ ନିର୍ମାଣ କରାଯାଇଛି ଯେଉଁଠି ସମସ୍ତ ସୁବିଧା ଉପଲବ୍ଧ। ଆରାମରେ ବସିବା ସହିତ ଇଣ୍ଟରନେଟ୍‌ ସୁବିଧା ମଧ୍ୟ ରହିଛି। ଏମିତି ଆରାମଦାୟକ ବିଶ୍ରାମକକ୍ଷ ନିର୍ମାଣ କରାଯାଇଛି ଚାଇନାର ଜୋଝିୟାଙ୍ଗସ୍ଥିତ ହଙ୍ଗଝୋହୁ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ। ଏହା ବେଶୀ ବଡ଼ ମଧ୍ୟ ନୁହେଁ। ଏଠାରେ କ୍ୟାପସୁଲ ସଦୃଶ ୮ଟି ବିଶ୍ରାମକକ୍ଷ ରହିଛି। ଏୟାରପୋର୍ଟର ଅଧିକାରୀ କୁହନ୍ତି, ଗୋଟିଏ ବିଶ୍ରାମକକ୍ଷ ୩ ମିଟର ବର୍ଗର ନିର୍ମାଣ କରାଯାଇଛି। କ୍ୟୁଆର କୋଡ୍‌ ସ୍କାନ୍‌ କଲେ ଏହାର ଗେଟ୍‌ ଖୋଲିଥାଏ। ଏଠାରେ ଯାତ୍ରୀମାନେ ବସିବା ପାଇଁ ଏକ ଆରାମଦାୟକ ଚେୟାର ରହିଛି।

ଖାଲି ସେତିକି ନୁହେଁ, ଏକ ବଟନ୍‌ ଦବାଇଲେ ଚେୟାରଟି ବେଡ୍‌ ପରି ହୋଇଯାଇଥାଏ। ଏଥିରେ ମୋବାଇଲ, ଲାପଟପ୍‌ ଚାର୍ଜ ହେବା ସହିତ ଇଣ୍ଟରନେଟ୍‌ର ମଧ୍ୟ ସୁବିଧା ରହିଛି। ଏହି ବିଶ୍ରାମକକ୍ଷରେ ଲଗେଜ୍‌ ରଖିବାରେ କୌଣସି ଅସୁବିଧା ହେବ ନାହିଁ। ଏହାବ୍ୟତୀତ ଫ୍ଲାଇଟ୍‌ ସମ୍ପର୍କରେ ଜାଣିବା ପାଇଁ ବାହାରକୁ ଯିବାକୁ ପଡ଼ିବନି। ନେଟ୍‌ ବ୍ୟବହାର କରିବା ସମୟରେ ଫ୍ଲାଇଟ୍‌ ସମ୍ପର୍କରେ ସମସ୍ତ ଅପ୍‌ଡେଟ୍‌ ଏହା ଭିତରେ ଜଣାପଡ଼ିଯିବ। ଏହି ବିଶ୍ରାମକକ୍ଷରେ ହାଇସ୍ପିଡ୍‌ ଓ୍ବାଇଫାଇ ସହିତ ଏୟାର ଫ୍ରେଶନର, ଏୟାର କଣ୍ଡିଶନର ଏବଂ ପାଓ୍ବାର ସକେଟ୍‌ ସୁବିଧା ମଧ୍ୟ ଉପଲବ୍ଧ।

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଏହି ୩ ରାଶିଙ୍କ ଉପରେ ପଡିଲା କେତୁଙ୍କ ଶୁଭ ଦୃଷ୍ଟି: ୯୦ ଦିନ ଯାଏ ରହିଛି ଗୋଲ୍ଡେନ ଟାଇମ, ପ୍ରତି କାମରେ ମିଳିବ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ କେତୁଙ୍କୁ ମୋକ୍ଷ, ଆଧ୍ୟାତ୍ମିକତା ଓ ଅନ୍ତର୍ଜ୍ଞାନର କାରକ ଗ୍ରହ ବୋଲି ମନେ କରାଯାଏ। ବର୍ତ୍ତମାନ କେତୁ ସିଂହ ରାଶିରେ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି।…

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ ହେବ ଅକ୍ଟୋବର ୩: ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ପାଇଁ ଆସନ୍ତା ୩ ଅକ୍ଟୋବର ଏକ ଐତିହାସିକ ଦିନ ହୋଇପାରେ। ଯଦି ଟିମ ଇଣ୍ଡିଆ ୨୦୨୬ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟରେ ଗୋଲ୍ଡ…

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

୧୮୬ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରେ ଘଟିଲା…

ନୂଆଦିଲ୍ଲୀ,୭।୯: ସୋମବାର କୁଆଲାଲମ୍ପୁରରୁ ଜେଦ୍ଦା ଯାଉଥିବା ମାଲେସିଆ ଏୟାରଲାଇନ୍ସର ଏକ ବିମାନର ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ଚେନ୍ନାଇ ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ବିମାନରେ ୧୮୬…

ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାଇ, କୋର୍ଟ ଶୁଣାଇଲେ କଠୋର ଦଣ୍ଡ

କେନ୍ଦୁଝର,୭ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ବେହେରା ସୋମବାର ଏକ ହତ୍ୟା ମାମଲାରେ ଶୁଣାଣି କରି ଅଭିଯୁକ୍ତ ପ୍ରସନ୍ନ ବାରିକଙ୍କୁ ଆଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri