କୋଲେଷ୍ଟରଲ କମାଏ ଏହି ରସ…

ସକାଳେ ଚାମୁଚେ ଅଁଳାରସ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରିବା ସହିତ କୋଲେଷ୍ଟରଲ ସ୍ତର ହ୍ରାସ କରେ। ଫଳରେ ରକ୍ତଚାପରୁ ମିଳିଥାଏ ମୁକ୍ତି। ପିପ୍‌ପଳୀ ସହିତ ସୈନ୍ଧବ ଲୁଣ ଏକତ୍ର ଚୂର୍ଣ୍ଣ କରି ସେଥିରେ ଅଁଳାରସ ମିଶାଇ ଉଷୁମ ଜଳ ସହିତ ସେବନ କଲେ ବଦହଜମି, ଅମ୍ଳ, ହାକୁଟି, ପେଟଫମ୍ପା ଆଦି ଭଲ ହୁଏ। ନିୟମିତ ଏହାକୁ ପିଇଲେ ଥଣ୍ଡାରୁ ମୁକ୍ତି ମିଳିଥାଏ। ଏହା ପାଚନ କ୍ରିୟାକୁ ସ୍ବାଭାବିକ କରିଥାଏ। ଅଁଳାରସରେ ମହୁ ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଇଲେ ହୃଦ୍‌ରୋଗ ଭଲ ହୁଏ। ଅଁଳାରସ ପିଇଲେ ନପୁଂଷକତା ସମସ୍ୟା ଦୂର ହୁଏ। ଅଁଳାରସ ସହିତ ନିମ୍ବପତ୍ର ଚୂର୍ଣ୍ଣ ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ଖାଇଲେ ୩ ରୁ ୪ ମାସରେ କୁଷ୍ଠରୋଗ ଭଲ ହୋଇଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଗମ୍ଭୀର ରୋଗରେ ପୀଡିତ ଥିଲେ କୋହଲି, କ’ଣ ସେହି ରୋଗ, ଯେଉଁଥିରେ ୭୦% ଲୋକ ଶିକାର

ନୂଆଦିଲ୍ଲୀ,୨୦।୫: ବିଶ୍ୱର ସବୁଠାରୁ ସଫଳ ଖେଳାଳିମାନଙ୍କ ମଧ୍ୟରେ ଗଣାଯାଉଥିବା ବିରାଟ କୋହଲି ଅନେକ ସାକ୍ଷାତକାରରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, କ୍ୟାରିୟରର ଏକ…

ବୁଧ ଗୋଚର ବଢାଇବ ଏହି ୪ ରାଶି ପାଇଁ ସମସ୍ୟା, ହୋଇଯାଆନ୍ତୁ ସାବଧାନ!

ବୁଦ୍ଧି, ବ୍ୟବସାୟ, ଯୋଗାଯୋଗ ପାଇଁ ଦାୟୀ ଗ୍ରହ ବୁଧ, ଆଜି, ମଙ୍ଗଳବାର, ମେ ୧୯ ତାରିଖ ଦିନ ଅପରାହ୍ନ ୨:୩୭ରେ ରୋହିଣୀ ନକ୍ଷତ୍ରରେ ଗମନ କରିଛନ୍ତି। ଚନ୍ଦ୍ରର…

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

ଯାନ୍ତ୍ରିକ ମାୟାଜାଲ

ଆଧୁନିକ ସଭ୍ୟତାର ଏକ କ୍ଷୁଦ୍ର ଯନ୍ତ୍ର ଆଜି ମାନବ ସମାଜର ଜୀବନଶୈଳୀକୁ ଏମିତି ବଦଳାଇ ଦେଇଛି ଯେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଆମର ପ୍ରତିଟି ପଦକ୍ଷେପ ମୋବାଇଲ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ଏହି ୫ ରାଶି ଉପରେ ପଡିବ ଶନିଙ୍କ କୃପା, ହେବେ ମାଲାମାଲ!

୧୭ ମେ ୨୦୨୬ରେ ଶନିଙ୍କ ରେବତୀ ନକ୍ଷତ୍ରରେ ପ୍ରବେଶ ନୂତନ କ୍ୟାରିଅର ଏବଂ ଆର୍ଥିକ ସୁଯୋଗ ଆଣିପାରେ। ଶନିଙ୍କ ବୁଧଙ୍କ ନକ୍ଷତ୍ରରେ ପ୍ରବେଶ ଚାକିରି, ବ୍ୟବସାୟ ଏବଂ…

୨୦୨୬ରେ ଆଶ୍ଚର୍ଯ୍ୟଜନକ କଥା: ୧୨ ମାସ ବଦଳରେ ହେବ ୧୩ ମାସ! ଜାଣନ୍ତୁ କାରଣ

ଇଂରାଜୀ କ୍ୟାଲେଣ୍ଡର ଅନୁସାରେ, ନୂତନ ବର୍ଷ ଜାନୁଆରୀ ମାସର ପ୍ରଥମ ଦିନ ଅର୍ଥାତ୍‌ ଜାନୁଆରୀ ୧ ତାରିଖରେ ଆରମ୍ଭ ହୁଏ। ତଥାପି, ହିନ୍ଦୁ ଧର୍ମରେ ବିକ୍ରମ ସମ୍ବତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri