Posted inଜାତୀୟ

୯ ବର୍ଷର କୁକୁର ‘ଡଚ୍‌’ର ମୃତ୍ୟୁରେ ଶୋକ ପ୍ରକାଶ କଲା ସେନା

ନୂଆଦିଲ୍ଲୀ,୧୪।୯: ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡ ଶନିବାର ୯ ବର୍ଷର କୁକୁର ‘ଡଚ୍‌’ର ମୃତ୍ୟୁରେ ଶୋକ ପ୍ରକାଶ କରିଛି। ଇଷ୍ଟର୍ଣ୍ଣ କମାଣ୍ଡରେ କାର୍ଯ୍ୟରତ ଥିବା ଏହି କୁକୁର ବିଭିନ୍ନ ପ୍ରକାର ଅପରେଶନ ସମୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ରାଷ୍ଟ୍ରର ସେବାରେ ତା’ର ଅବଦାନକୁ ମନେ ପକାଇ ଶୋକ କରିଥିଲା ଇଷ୍ଟର୍ଣ୍ଣ କମାଣ୍ଡ। ଅନେକ ଥର ଆଇଇଡି ଖୋଜିବାରେ ସେନାକୁ ସାହାଯ୍ୟ କରିଥିବା ‘ଡଚ’ ପ୍ରକୃତରେ ଦେଶପାଇଁ ରିୟଲ ହିରୋ ଥିବା ଆଲୋଚନା ହେଉଛି। ସେଥିପାଇଁ ସେନା ତାକୁ ସାଲ୍ୟୁଟ ଦେଇ ବିଦାୟ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରମୁଳାରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୨୨।୬: ଜମ୍ମୁ-କଶ୍ମୀର ବାରମୁଳା ଜିଲାରେ ଶନିବାର ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ବୋନିୟାର ଜଙ୍ଗଲଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର...

ଆରମ୍ଭ ହେବ ‘କ୍ୟାଚ୍‌ ଦି ରେନ୍‌’

ନୂଆଦିଲ୍ଲୀ, ୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମନ୍‌ କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଜଳଶକ୍ତି ମନ୍ତ୍ରଣାଳୟ...

ଚଳନ୍ତା ଟ୍ରେନ୍‌ରୁ ଖସିପଡିଲେ ୩ ଯାତ୍ରୀ

ମୁମ୍ବାଇ, ୩।୭: ମୁମ୍ବାଇ ଲୋକାଲ୍‌ ଟ୍ରେନରେ ଏକ ଦୁର୍ଘଟଣା ଘଟିଛି। ଚଳନ୍ତା ଟେନରୁ ଖସି ପଡି ୩ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ...

ଦେଶର ୨୬ ସଡ଼କରେ ବିମାନ ଅବତରଣ ସୁବିଧା, ଅଟୋମବୋଇଲ କ୍ଷେତ୍ରରେ ୪.୫ ଲକ୍ଷ ନିଯୁକ୍ତି ସୁଯୋଗ…

ନୂଆଦିଲ୍ଲୀ,୬।୨ : ଦେଶର ବିକାଶ ପାଇଁ ଜଳ ଶକ୍ତି, ପରିବହନ, ଭିତ୍ତିଭୂମି ଏବଂ ଯୋଗାଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ରୋଜଗାର ବୃଦ୍ଧି କରିବ ଏବଂ ଅମୃତକାଳରେ...

ଏଫ୍‌ପିଆଇ ମାଲିକାନା ୧୯.୫%କୁ ହ୍ରାସ

ନୂଆଦିଲ୍ଲୀ,୯ା୫: ଘରୋଇ ଶେୟାର ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ)ର ମାଲିକାନା ଗତ ମାର୍ଚ୍ଚରେ ୧୯.୫%କୁ ହ୍ରାସ ପାଇ ୬୧୯ ବିଲିୟନ ଡଲାରରେ ପହଞ୍ଚିଛି। ନ୍ୟାଶନାଲ୍‌...

ମୃତ୍ୟୁର ୨ ବର୍ଷ ପରେ ବି ଶିକ୍ଷକଙ୍କୁ ମିଳୁଥିଲା ଦରମା: ଶିକ୍ଷା ବିଭାଗର ଅକଲ ଗୁଡୁମ୍‌

ଲକ୍ଷ୍ନୌ, ୧୨।୮: ଉତ୍ତରପ୍ରଦେଶ ସରକାର ଶିକ୍ଷା ବିଭାଗକୁ ସଜାଡ଼ିବାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ତେବେ ବି ବିଭାଗରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇପଡ଼ିଛି। ସ୍ଥାନୀୟ...

ଉଦ୍ଧବଙ୍କୁ ଝଟ୍‌କା, ବିଧାୟକଙ୍କ ଅଯୋଗ୍ୟତା ଶୁଣାଣି ଶୀଘ୍ର ହୋଇପାରିବ ନାହିଁ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧।୭ : ମହାରାଷ୍ଟ୍ରରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସୁପ୍ରିମ୍‌କୋର୍ଟରେ ବଡ଼ ଝଟ୍‌କା ଲାଗିଛି। ବିଧାୟକଙ୍କ ଅଯୋଗ୍ୟତା ଶୁଣାଣି ଶୀଘ୍ର ହୋଇପାରିବ ନାହିଁ ବୋଲି...

ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ପେଟ୍ରୋଲ ବୋମା ଆକ୍ରମଣ

ଶିଲୋଙ୍ଗ,୧୬।୮: ମେଘାଳୟର ମୁଖ୍ୟମନ୍ତ୍ରୀ କୋରାଡ ସାଙ୍ଗମାଙ୍କ ବାସଭବନରେ ପେଟ୍ରୋଲ ବୋମା ଆକ୍ରମଣ ହୋଇଛି। ତେବେ ଘରଟି ସମ୍ପୂର୍ଣ୍ଣ ଖାଲି ଥିବାରୁ ଏଥିରେ କୌଣସି କ୍ଷତି ନାହିଁ।...

Advertisement
Archives

Model This Week