Posted inଜାତୀୟ

୯ ଦୃଷ୍ଟିବାଧିତ ତିଆରି କଲେ ୬୬ ଫୁଟ ଲମ୍ବ ଝୋଟ ବ୍ୟାଗ୍‌

କୋଇମ୍ବାଟୁର,୧।୯: କୌଣସି ଶାରୀରିକ ଅକ୍ଷମତା ଇଛା ଶକ୍ତି ଆଗରେ ହାର୍‌ ମାନିଥାଏ। ଏହା ଉଦାହରଣ ପାଲଟିଛନ୍ତି ତାମିଲ୍‌ନାଡୁ କୋଇମ୍ବାଟୁର ଜିଲାର ୯ ଜଣ ଦୃଷ୍ଟିବାଧିତ। ସେମାନେ ପ୍ଲାଷ୍ଟିକ ବ୍ୟବହାର ନ କରିବା ଲାଗି ସଚେତନତା ସୃଷ୍ଟି ଲାଗି ୬୬ ଫୁଟ ଲମ୍ବ ଏବଂ ୩୩ ଫୁଟ ଚୌଡ଼ା ଏକ ହ୍ୟାଣ୍ଡେଲ୍‌ ନ ଥିବା ଝୋଟ ବ୍ୟାଗ୍‌ ତିଆରି କରିଛନ୍ତି। ୫ ଘଣ୍ଟା ପରିଶ୍ରମ କରି ସେମାନେ ଏହା ତିଆରି କରିଛନ୍ତି। ଏହାକୁ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ଦେବାକୁ ପ୍ରୟାସ କରାଯାଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଡିଏକୁ ବହୁମତ

ନୂଆଦିଲ୍ଲୀ,୨୦।୫(ଆଇଏଏନ୍‌ଏସ୍‌): ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି। ଏହି କ୍ଷମତାସୀନ ମେଣ୍ଟକୁ...

କଂଗ୍ରେସ ବିଧାୟକ ଦଳର ନେତା ହେଲେ ବାଲାସାହେବ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର କଂଗ୍ରେସ ବିଧାୟକ ଦଳର ନେତାଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ବାଲାସାହେବ ଥୋରାଟ। ମଙ୍ଗଳବାର ମୁମ୍ବାଇର ଏକ ହୋଟେଲରେ ଅନୁଷ୍ଠିତ ବୈଠକରେ...

ଟିଏମ୍‌ସି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୧୫।୯: ପଶ୍ଚିମବଙ୍ଗର ମାଲଦା ଜିଲାରେ ତୃଣମୂଳ କଂଗ୍ରେସ (ଟିଏମସି) କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣକ ସୁବୋଧ ପରମାଣିକ। ସେ କାଠ ବ୍ୟବସାୟ କରୁଥିଲେ...

ବିବାହ ଭୋଜିରେ ହୋଇଥିଲା ଜ୍ୟୋତିରାଦିତ୍ୟଙ୍କୁ ଭାଜପାରେ ସାମିଲ କରିବା ଯୋଜନା

ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶ ଯୁବ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭାଜପାରେ ସାମିଲ କରିବା ପାଇଁ ଏକ ବିବାହ ଭୋଜିରେ ଯୋଜନା ହୋଇଥିଲା। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ...

ଟିକେଟ ଦେଲାନି ଭାଜପା, ସ୍ବାଧୀନ ଭାବେ ଲଢ଼ିବେ ପାରିକରଙ୍କ ପୁଅ ଉତ୍ପଳ

ପାଣାଜୀ,୨୧।୧: ଗୋଆ  ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ବିଧାନସଭା ନିର୍ବାଚନ ଲଢ଼ିବେ। ଭାଜପା ତାଙ୍କୁ ସ୍ବର୍ଗତ ପାରିକରଙ୍କ ଗଡ଼ ଭାବେ...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ୧୫ ଦିନ ମଧ୍ୟରେ ଘରେ ପହଞ୍ଚିବେ ସମସ୍ତ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୫।୬: ପ୍ରବାସୀ ଶ୍ରମିକଙ୍କ ଘର ବାହୁଡାକୁ ନେଇ ସୁପ୍ରିକୋର୍ଟରେ ଶୁକ୍ରବାର ଶୁଣାଣି କରାଯାଇଛି। କୋର୍ଟ କହିଛନ୍ତି ରାଜ୍ୟ ବାହାରେ ଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଘରେ...

ବିଚାରପତିଙ୍କ ସ୍ବାସ୍ଥ୍ୟ ଭଲ ନାହିଁ, ଅପେକ୍ଷା କର, ହିଜାବ୍‌ ମାମଲାରେ ସିଜେଆଇଙ୍କ ଜବାବ…

ନୂଆଦିଲ୍ଲୀ, ୨।୮ : ସୁପ୍ରିମକୋର୍ଟରେ କର୍ନାଟକ ହିଜାବ ମାମଲାରେ ଶୀଘ୍ର ଶୁଣାଣି କରିବାକୁ ସେ ଏକ ବେଞ୍ଚ ଗଠନ କରିବେ ବୋଲି ସିଜେଆଇ ଏନ.ଭି. ରମନା...

ମୋଦିଙ୍କ ସହ ସେନାଙ୍କ ନିକଟକୁ ହାତ ତିଆରି ରାକ୍ଷୀ ପଠାଇଲେ ଅଜିଭିକା ଏଜୁକେଶନର ମହିଳା

ଡେରାଡୁନ,୧୧।୮: ଉତ୍ତରାଖଣ୍ଡର ଡେରାଡୁନରେ ଥିବା ଅଜିଭିକା ଏଜୁକେଶନର ମହିଳାମାନେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେତେଜଣ କ୍ୟାବିନେଟ ମନ୍ତ୍ରୀ ଓ ସୀମାରେ ଥିବା...

Advertisement
Archives

Model This Week