Posted inଖେଳ

୮ ମହିଳା ରେସଲର ସସ୍‌ପେଣ୍ଡ

ନୂଆଦିଲ୍ଲୀ,୧୬।୧(ପି.ଟି.)- ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ୮ ଜଣ ମହିଳା ରେସଲରଙ୍କୁ ଗୋଟିଏ ବର୍ଷ ପାଇଁ ସସ୍‌ପେଣ୍ଡ କରିଛି। ଲକ୍ଷ୍ନୌରେ ଅନୁଷ୍ଠିତ ଜାତୀୟ କ୍ୟାମ୍ପରୁ ନିଜ ଇଚ୍ଛାରେ ଚାଲିଯିବା କାରଣରୁ ଡବ୍ଲ୍ୟୁଏଫ୍‌ଆଇ ଏହି ନିଷ୍ପତ୍ତି ଗ୍ରହଣ କରିଛି। କ୍ୟାମ୍ପରେ ଟ୍ରାଏଲ୍ସରେ ଯୋଗ ଦେବା ପରେ ରେସଲରମାନେ ନିଜ ଇଚ୍ଛାରେ ଚାଲିଯାଇ ଶୃଙ୍ଖଳା ଭଙ୍ଗ କରିଥିଲେ। ଫଳରେ ଡବ୍ଲ୍ୟୁଏଫ୍‌ଆଇର ଶୃଙ୍ଖଳାଗତ କମିଟି ଏହି ନିଷ୍ପତ୍ତି ନେଇଛି। ସସ୍‌ପେଣ୍ଡ ହୋଇଥିବା ରେସଲରମାନେ ହେଲେ ହରିୟାଣାର ଅଙ୍କୁଶ (୫୩ କେ.ଜି.), ରୌନକ (୬୪ କେ.ଜି.) ଓ ସୁମନ (୬୮ କେ.ଜି.) ଏବଂ ଦିଲ୍ଲୀର ବଣ୍ଟି (୫୫ କେ.ଜି.) ଓ ସୁଷମା ସୌକିନ (୫୭ କେ.ଜି.)। ସେହିପରି ରାଜସ୍ଥାନର ଶୀତଲ ତୋମାର (୫୦ କେ.ଜି.), ମହାରାଷ୍ଟ୍ରର ରେଶମା ମାନେ (୬୯ କେ.ଜି.) ଓ ରେଲଓ୍ବେର ନିକ୍କି (୭୯ କେ.ଜି.)ଙ୍କୁ ମଧ୍ୟ ବାସନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁମାକରଙ୍କ ପୁଅ ମିକ୍‌ ଫର୍ମୁଲା-୧ରେ ଡେବ୍ୟୁ କରିବେ

ସାଖିର,୩।୧୨(ଏପି): ଫର୍ମୁଲା-୧ କିମ୍ବଦନ୍ତୀ ମାଇକେଲ ସୁମାକରଙ୍କ ପୁଅ ମିକ୍‌ ସୁମାକର ଆଗାମୀ ସେସନ୍‌ରେ ଫର୍ମୁଲା-୧ରେ ପଦାର୍ପଣ କରିବେ। ସେ ହାସ୍‌ ଟିମ ତରଫରୁ ପ୍ରତିନିଧିତ୍ୱ କରିବେ।...

ଓ୍ବେଷ୍ଟଇଣ୍ଡିଜ୍‌କୁ ୩୦୯ ରନ୍‌ର ଟାର୍ଗେଟ

ପୋର୍ଟ ଅଫ୍‌ ସ୍ପେନ୍‌,୨୨।୭: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମୁକାବିଲାରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୩୦୮...

ଚିନ୍ତାରେ ଆର୍‌ସିବି; ଏହି ଷ୍ଟାର କ୍ରିକେଟରଙ୍କୁ ହେଲା କରୋନା, ଖେଳିବାକୁ ନେଇ…

ନୂଆଦିଲ୍ଲୀ,୪।୪: ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ପ୍ରଥମ ମ୍ୟାଚ୍‌ରେ ଆର୍‌ସିବି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଏହାପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର...

ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନ: ରୋହିତ୍‌, ସାମିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ, ୨୩।୧୨ (ପି.ଟି.)- କଟକ ଦିନିକିଆ ମ୍ୟାଚ୍‌ ସହ ୨୦୧୯ ବର୍ଷ ଲାଗି ଭାରତୀୟ କ୍ରିକେଟ୍‌ ଦଳର କାର୍ଯ୍ୟସୂଚୀ ସମାପ୍ତ ହୋଇଛି। ନୂଆବର୍ଷର ପ୍ରଥମ ସପ୍ତାହରୁ...

କ୍ରିକେଟର ପୃଥ୍ବୀ ଶ’ଙ୍କୁ ଆକ୍ରମଣ ମାମଲା: ୧୪ ଦିନିଆ ନ୍ୟାୟିକ ହେପାଜତରେ ଅନ୍ୟ ୩ ଅଭିଯୁକ୍ତ

ନୂଆଦିଲ୍ଲୀ,୨୦।୨: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କୁ ଆକ୍ରମଣ କରିବା ଘଟଣାରେ ମହିଳା ଅଭିଯୁକ୍ତ ସପ୍‌ନା ଗିଲଙ୍କୁ ପୋଲିସ ଦୁଇଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ଇତିମଧ୍ୟରେ...

କଳିଙ୍ଗରେ ଫିଫା ଓ୍ବାଲର୍‌ଡ ଟୁର୍‌ କ୍ୱାଲିଫାୟର

ଭୁବନେଶ୍ୱର,୨୯।୭(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୩ ଓ ୪ ତାରିଖରେ ଫିଫା ଓ୍ବାଲର୍‌ଡ ଟୁର କ୍ୱାଲିଫାୟର ରାଉଣ୍ଡ ଖେଳାଯିବ। ଦେଶର କ୍ରୀଡ଼ା ରାଜଧାନୀ...

ଚେନ୍ନାଇ ଛାଡ଼ିଲେ ଧୋନୀ

ଚେନ୍ନାଇ, ୧୫।୩- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ତ୍ରୟୋଦଶ ସଂସ୍କରଣ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାକୁ ଥିଲା। କିନ୍ତୁ ମାରାତ୍ମକ କରୋନା ଭାଇରସ୍‌ ଲାଗି...

ଶୁବମନ ଆହତ

ନୂଆଦିଲ୍ଲୀ, ୧।୭(ପି.ଟି.)- ଟିମ୍‌ ଇଣ୍ଡିଆ ଓପନର ଶୁବମନ ଗିଲ୍‌ ଆହତ ହୋଇଛନ୍ତି। ତେଣୁ ସେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଖେଳିବା ସମ୍ଭାବନା...

Advertisement
Archives

Model This Week