୭ ବଛର ହେଲା ଇନ୍ଦିରା ଆବସ ତିଆରିବାର: ବକିଆ ବିଲ୍‌ ଲାଗି ହିତାଧିକାରୀ ହଟ୍‌ହଟା

ଭବାନୀପାଟଣା/ପର୍ଲା,୨୩।୮(ଡି.ଏନ୍‌.ଏ.): ବଛ୍‌ରେ ନେଇସେ ୭ ବଛର ହେଲା ପଁଚେତ୍‌ରୁ ବ୍ଲକ ତକ୍‌ ନରଦି ନରଦି ନିହାଲ ହେଇଗଲୁଁନ, ହେଲେ ଘରବନା ପଏସା ନେଇମିଲୁଛେ। ଇ ଦୁଖର କଥା ବଖାନିଛନ୍‌ କଳାହାଣି ଜଲା କୋକସରା ବ୍ଲକରେ ନୂତନ୍‌ ହିସାବେ ଗଠିତ୍‌ ସୋନପୋଡ଼ାଗୁଡ଼ା ପଁଚେତ୍‌ ନେଗିଗୁଡ଼ା ଗଁାର ଦୁଇଝନ୍‌ ହିତାଧିକାରୀ।
ସୂଚନା ଅନ୍‌ସାରେ ସୋନପୋଡ଼ାଗୁଡ଼ା ପଁଚେତ୍‌ ଅଧୀନ ନେଗିଗୁଡ଼ା ଗଁାର କ୍ଷୀର ଦେଇ ଆର କ୍ଷୀର ସୁନା ଅକ୍ଟୋବର ୨୬, ୨୦୧୨ରେ ଇନ୍ଦିରା ଆବାସ ତିଆରି ଲାଗି କାର୍ଯ୍ୟାଦେଶ ପାଇଥିଲେ। ଘର ୩ ମାସ ଭିତରେ ତିଆର କରବାର ଲାଗି ବି ନିରଦେଶ ରହିଥିଲା। ସେ ହିସାବେ ଦୁଇ ହିତାଧିକାରୀ ଧାର ଉଧାର କରି ଘର ତିଆରି କଲେ। କ୍ଷୀର ସୁନା ୨ଟା କିସ୍‌ତିରେ ୨୬ ହଜାର ଟଁକା ପାଇଥିଲାବେଲେ କ୍ଷୀର ଦେଇକୁଁ ଗୁଟେ କିସ୍‌ତିରେ ୫ ହଜାର ଟଁକା ନ ମିଲିଥିଲା। ହେଲେ ୨୦୧୨-୧୩ ସାଲେ ଇନ୍ଦିରା ଆବାସ ବାବ୍‌ଦେ ସରକାର ୪୮ ହଜାର ୫ଶହ ଟଁକାକେ ୪ଟା କିସ୍‌ତିରେ ଦେଉଥିଲେ। ସେନ୍‌ତା ସରକାରୀ ନିୟମ ହିସାବେ ପହେଲା କିସ୍‌ତିରେ ୧୫ ହଜାର ଟଁକା, ଦୁତିଅ କିସ୍‌ତିରେ ୧୦ ହଜାର ୫ଶହ, ତୁରତିଅରେ ୧୨ ହଜାର ଆର ଚତୁରଥ କିସ୍‌ତିରେ ୧୧ ହଜାର ଟଁକା ଦେବାର ବେବସ୍‌ତା ରହିଥିଲା। ହେଲେ ଝନେ ହିତାଧିକାରୀ ୨ଟା କିସ୍‌ତିରେ ୨୬ ହଜାର ଟଁକା ପାଇଥିଲାବେଲେ ଆରଝନେ ଗୁଟେ କିସ୍‌ତିରେ ୫ ହଜାର ଟଁକା ନ ପାଇଛନ୍‌। ଇଥ୍‌ରୁ ଫଟିକ ବୁଝାପଡ଼ୁଛେ ଯେ ସରକାରୀ ନୀତି ନିୟମକେ ବେଖାତିର କରାଯାଇଛେ। ଆଏଜ୍‌କେ ୭ ବଛର ହେଲା ଦୁଇ ହିତାଧିକାରୀ ବକିଆ ବିଲ୍‌ ପାଏବାର ଲାଗି ପଁଚେତ୍‌ନୁ ବ୍ଲକ ତକ୍‌ ଦଉଡି ଦଉଡି ନିରାଶ ହେଇଛନ୍‌। ଶେଷେ ଦୁଇ ହିତାଧିକାରୀ ଗହନାଗଁାଠି, ବାସନକୁସନ ବିକି ଦରଖଁଡ଼ିଆ ଘରକେ ପୂରା କରିଥିବାର କହିଛନ୍‌। ଇ ବାବ୍‌ଦେ କୋକସରା ବିଡିଓ ବସନ୍ତ କୁମାର ସେଠିକୁଁ ପଚରାଲାରୁ ଫାଇଲ ଦେଖ୍‌ଲେ ଜନାପଡ଼ବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ପୁରୀ ଅଫିସ,୫।୩:  ଫାଲଗୁନ ଶୁକ୍ଳ ଦ୍ୱାଦଶୀ ତିଥି ଶନିବାର ଅବସରରେ ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ ମହାପ୍ରଭୁଙ୍କ ଚତୁର୍ଥ ବେଣ୍ଟ ନୀତି ଶ୍ରଜଗନ୍ନାଥ ବଲ୍ଲଭ ପରିସରରେ ଥିବା...

ରୋଗୀ ମୃତ୍ୟୁ ନେଇ ନର୍ସିଂହୋମ୍‌ରେ ଉତ୍ତେଜନା

ଅନୁଗୋଳ ଅଫିସ, ୨୨ା୫: ଅନୁଗୋଳ ସହର ଶିମିଳିପଡ଼ା ନିକଟରେ ଥିବା ଏକ ନର୍ସିଂହୋମରେ ରୋଗୀ ମୃତ୍ୟୁକୁ ନେଇ ଶନିବାର ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ମୃତକଙ୍କ...

ଚିକିତ୍ସା ଅଭାବରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ: ଅଭିଯୋଗ ଆଣିଲେ ପରିବାର ଲୋକେ

ବାରିପଦା ଅଫିସ,୧୪।୧୨: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସା ଅବହେଳା ଯୋଗୁ ଜଣେ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଥିବା ପରିବାର...

୨ଟି ମତରେ ଶ୍ୟାମ୍‌ ଷ୍ଟିଲ୍‌ ସାମଗ୍ରୀ: ଆପତ୍ତି ଉଠାଇଥିଲା ପ୍ରକଳ୍ପର ଅଥରିଟି ଇଞ୍ଜିନିୟର୍ସ

ଯାଜପୁର ଅଫିସ,୮।୬: ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାରେ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓଏମ୍‌ବିଏଡିସି) ପାଣ୍ଠିରେ କାର୍ଯ୍ୟକାରୀ ହେଉଥିବା ମେଗା ପାଇପ୍‌ ଜଳ...

ମାଓବାଦୀ ପ୍ରଥମ କରି ପାଦ ଥାପିଥିବା ଗାଁ ମସିଣା

ଲାଠୋର,୨୬ା୧୧(ଡ଼ି.ଏନ.ଏ.) ଭୁବନେଶ୍ୱର ବାରିକ: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ପଞ୍ଚାୟତର ବଣ ପାହାଡ଼ ଘେରା ମସିଣା ଏକ ଆଦିବାସୀ ବହୁଳ ଗ୍ରାମ। ଗ୍ରାମର ଉତ୍ତର...

ପ୍ରକଳ୍ପ ଅଛି, ପାଣି ମିଳୁନି

ବିଞ୍ଝାରପୁର,୨୦ା୩(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଅଧୀନ ଉତ୍ତରକୂଳ ପଞ୍ଚାୟତ ପାରିପଦା ଗ୍ରାମରେ ଜଳ ସଙ୍କଟ ଦେଖାଦେଇଛି। ଉକ୍ତ ପଞ୍ଚାୟତରେ ବସୁଧା ପାନୀୟ ଜଳ ପ୍ରକଳ୍ପ ଅଛି, ହେଲେ...

ଜରାସିଂହା ପାଟଖଣ୍ଡା ଯାତ୍ରା ସମ୍ପନ୍ନ

ଦେଓଗାଁ,୧୨।୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହାରେ ବିଜୟା ଦଶମୀରୁ ୫ଦିନ ଧରି ଚାଲିଥିବା ମା’ ପାଟଖଣ୍ଡା ଯାତ୍ରା ଶୁକ୍ରବାର ସମ୍ପନ୍ନ ହୋଇଯାଇଛି। ଅପରାହ୍ନରେ ପାଟଖଣ୍ଡାଙ୍କ...

ଗୋଆରେ ଓଡ଼ିଆ ମହିଳା ଶ୍ରମିକଙ୍କୁ ହତ୍ୟା

ପାଟପୁର,୨୧ା୨- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ବୁରେଇପାହାଡ଼ ଗ୍ରାମର ଜଣେ ମହିଳା ଶ୍ରମିକଙ୍କୁ ଗତ ୭ ତାରିଖରେ ଗୋଆରେ ହତ୍ୟା କରାଯାଇଛି। ସେ...

Advertisement
Archives

Model This Week