୬୨ ବର୍ଷୀୟ ଅନିଲଙ୍କ ୨୧ତମ ଜନ୍ମଦିନ ପାଳିଲେ ଝିଅ-ଜ୍ୱାଇଁ

ବମ୍ବେ: ବଲିଉଡ୍‌ର ଏଭରୟଙ୍ଗ୍‌ ଅଭିନେତା ଅନିଲ କପୁର ମଙ୍ଗଳବାର ୬୩ତମ ଜନ୍ମଦିନ ପାଳିଛନ୍ତି। ସ୍ତ୍ରୀ ସୁନିତାଙ୍କଠାରୁ ଆରମ୍ଭ କରି ଦୁଇ ଝିଅ, ଜ୍ୱାଇଁ ଏବଂ ପୁଅ ତାଙ୍କୁ ଜନ୍ମଦିନରେ ନିଆରା ଶୁଭେଚ୍ଛା ଜଣାଇଛନ୍ତି। ସୁଦୂର ଲଣ୍ଡନରେ ଏହି ଦିନଟିକୁ ପାଳନ କରାଯାଉଥିବା ସମୟର ଅନେକ ଫଟୋ ସୁନିତା ଏବଂ ସୋନମ୍‌ ଶେୟାର କରିଛନ୍ତି, ଯାହାକି ଏବେ ଭାଇରାଲ ହେବାରେ ଲାଗିଛି।

ଫଟୋକୁ ଶେୟାର କରିବା ବେଳେ ସୁନିତା ଲେଖିଛନ୍ତି, ହାପି ବାର୍ଥ ଡେ ହଜ୍‌ବ୍ୟାଣ୍ଡ। ଯେତେବେଳ ପର୍ଯ୍ୟନ୍ତ ତୁମକୁ କେତେ ଭଲପାଏ ନ କୁହେ, ମୋ ଦିନ କଟେ ନାହିଁ। ଏ ଫଟୋ ଶେୟାର କରିବା ସମୟରେ ଖୁସି ଲାଗୁଛି। ସେହିଭଳି ସୋନମ୍‌ ମଧ୍ୟ ‘ଲଭ୍‌ ୟୁ ଡାଡି’ ଲେଖି ଅନିଲଙ୍କ ଫଟୋ ପୋଷ୍ଟ କରିଛନ୍ତି। ଏସବୁ ମଧ୍ୟରେ ସୋଫା ଉପରେ ଥିବା ଏକ ଲେଖା ଦୃଷ୍ଟି ଆକର୍ଷଣ କରୁଛି। ଏଥିରେ ଅନିଲଙ୍କ ୨୧ତମ ଜନ୍ମଦିନ ବୋଲି ଲେଖାହୋଇଛି। ଏହାପରେ ଖାଇବାରେ ଥିବା ବିଭିନ୍ନ ବ୍ୟଞ୍ଜନର ନାମ ମଧ୍ୟ ଲେଖାଯାଇଛି।

ଅପରପକ୍ଷେ ଏହି ଖାସ ଦିନରେ ଅନିଲଙ୍କ ଆଗାମୀ ଫିଲ୍ମ ‘ମଲଙ୍ଗ’ର ଲୁକ୍‌ ସାମ୍ନାକୁ ଆସିଛି। ସେ ନିଜେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଲାଗି ଏହାକୁ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ୍ ହେଲା ‘ଥାର’ର ଧମାକାଦାର ଟ୍ରେଲର

ମୁମ୍ବାଇ: ଅନିଲ କପୁର ଓ ହର୍ଷ ବର୍ଦ୍ଧନ କପୁରଙ୍କ ଅଭିନୀତ ଫିଲ୍ମ ‘ଥାର’ ସମ୍ପର୍କରେ ଯେବେଠାରୁ ଘୋଷଣା କରାଗଲାଣି ସେବେଠାରୁ ଏହି ମୁଭିକୁ ନେଇ ଦର୍ଶକଙ୍କ...

ଝୁମି ଉଠିଲେ ଅନୁଷ୍କା

ଟି-୨୦ ବିଶ୍ୱକପର ଏକ ରୋମାଞ୍ଚକର ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୪ ଉଇକେଟରେ ପରାସ୍ତ କରି ଦେଶବାସୀଙ୍କୁ ଏକ ଚମତ୍କାର ଦୀପାବଳି ଉପହାର ଦେଇଛି। ଭାରତର...

୭୫ହଜାର ଅସହାୟଙ୍କୁ ଖାଦ୍ୟ ଦେଲେ ପ୍ରଣୀତା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସବୁଆଡେ ବନ୍ଦ ଥିବାରୁ ଗରିବ, ଅସହାୟମାନଙ୍କ ପାଖରେ କାମ ଧନ୍ଦା ନ...

ସକାଳେ ସୂର୍ଯ୍ୟ ନମସ୍କାର, ପ୍ରାଣାୟାମ

ନିଜର ୟୁନିକ୍‌ ଭଏସ୍‌ ପାଇଁ କଣ୍ଠଶିଳ୍ପୀ ସତ୍ୟଜିତ୍‌ ପ୍ରଧାନ ଓଲିଉଡ ଜଗତରେ ବେଶ ପରିଚିତ। ଗତ କିଛିବର୍ଷ ହେବ ତାଙ୍କର ଅନେକ ଗୀତକୁ ଶ୍ରୋତା ପସନ୍ଦ...

ଦୀପାବଳିରେ ଆସୁଛନ୍ତି କ୍ରିତି ଓ ରାଜକୁମାର

ନୂଆଦିଲ୍ଲୀ: ଫିଲ୍ମ ମିମିର ସଫଳତା ପରେ ରାଜକୁମାରଙ୍କ ସହ ଦର୍ଶକଙ୍କ ସାମ୍ନାକୁ ଆସିବେ କ୍ରିତି ସାନନ୍‌। ‘ହମ୍‌ ଦୋ ହମାରେ ଦୋ’ ଫିଲ୍ମର ୫୦ ସେକେଣ୍ଡର...

ମର୍ଡର ମିଶନ ଅନ୍ତରାଳେ

‘ହଁ.. ହଁ.. ମୁଁ ଅବିନାଶ, ମୋର ଆରମ୍ଭ ନାହିଁ କି ନାହିଁ ଶେଷ। ମୁଁ ଖୁସି ଥିଲେ ବିନ୍‌ଦାସ ବିଗିଡି ଗଲେ ଖଲାସ..।’ ଏପରି ଏକ...

ମଜାରେ ମଜାରେ

ଦୀପିକା କେତେ ରାଗି ତାହା ନିକଟରେ ଦେଖିବାକୁ ମିଳିଥିଲା। ଗୋଟିଏ କଥାକୁ ନେଇ ସେ ହଠାତ୍‌ ରାଗିଗଲେ, ଆଉ ଯେତେବେଳେ ପ୍ରକୃତ ଘଟଣା କ’ଣ ତାହା...

ପରଲୋକରେ ଏହି ଲୋକପ୍ରିୟ ଅଭିନେତ୍ରୀ

ବ୍ରିଟିସର ଲୋକପ୍ରିୟ ଅଭିନେତ୍ରୀ ଡାଏନା ରିଗଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା। କର୍କଟ ରୋଗରେ ପୀଡିତ ଯୋଗୁ ତାଙ୍କର ମୃତ୍ୟୁ...

Advertisement
Archives

Model This Week