୫ ବର୍ଷ ପରେ ବଜାରରେ ମିଳିବ କୃତ୍ରିମ କିଡ୍‌ନୀ…

ଏବେ କିଡ୍‌ନୀ ସମସ୍ୟା ଦେଖାଗଲେ ଆଉ ଭୟ କରିବାର ନାହିଁ। କାରଣ ୫ ବର୍ଷ ପରେ ବଜାରରେ କୃତ୍ରିମ କିଡ୍‌ନୀ ମିଳିବ। ଆମେରିକାରେ ଗବେଷକ ଏଭଳି କିଡ୍‌ନୀ ତିଆରି କରିସାରିଛନ୍ତି। ଆଗାମୀ ୨ ବର୍ଷ ମଧ୍ୟରେ ଏନେଇ ଅଧ୍ୟୟନ ଶେଷ ହେବାର ସମ୍ଭାବନା ରହିଛି। ଅଧିକ ପରୀକ୍ଷା ନିରୀକ୍ଷା କରାଯିବାପରେ ଏହି କିଡ୍‌ନୀକୁ ବଜାରରେ ବିକ୍ରି ପାଇଁ ଛଡ଼ାଯିବ। ଏହାର ପ୍ରତିରୋପଣ କରିବା ଦ୍ୱାରା ସାଧାରଣ ଭାବେ ଜଣେ ବଞ୍ଚିପାରିବ। ଫଳରେ କିଡ୍‌ନୀ ସମସ୍ୟା କ୍ଷେତ୍ରରେ ଆଉ ଡାଏଲିସିସ୍‌ର ଆବଶ୍ୟକତା ରହିବ ନାହିଁ। ଭାରତରେ ଏହା ୧୫ରୁ ୨୦ ଲକ୍ଷ ଟଙ୍କାରେ ବିକ୍ରି ହେବ ବୋଲି ଗ୍ରେଟର ନୋଏଡ଼ାରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଖ୍ୟାତି ସମ୍ପନ୍ନ ୟୁରୋଲୋଜିଷ୍ଟ ଡାକ୍ତର ସଞ୍ଜୟ ଗର୍ଗ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ପ୍ରବଳ ବର୍ଷା: ୭ ମୃତ

ଇସଲାମାବାଦ୍‌,୨୯।୭: ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଉପରମୁଣ୍ଡରେ ବର୍ଷା ହେବାରୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ଏଥିରେ ୭ ଜଣଙ୍କ...

ଶ୍ରୀଲଙ୍କାରେ ପେଟ୍ରୋଲଠାରୁ ମହଙ୍ଗା ହେଲା କ୍ଷୀର

କଲମ୍ବୋ,୨ ।୪: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାର ଅବସ୍ଥା ବେଳକୁ ବେଳ ଖରାପ ହେବାରେ ଲାଗିଛି । ସେଠାରେ ଏବେ ହସ୍ପିଟାଲରେ ଔଷଧ ମିଳୁନାହିଁ ।...

ସୁସ୍ଥ ରହିବାକୁ ଚାହୁଁଥିଲେ ଚାଣକ୍ୟଙ୍କ ଏସବୁ କଥାକୁ ଦିଅନ୍ତୁ ଧ୍ୟାନ

ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନଶୈଳୀକୁ ନେଇ ଅନେକ କିଛି କହିଛନ୍ତି। ଚାଣକ୍ୟ ତାଙ୍କ ପୁସ୍ତକ ଚାଣକ୍ୟ ନୀତିରେ ଜୀବନର...

କଶ୍ମୀରକୁ ନେଇ ମଧ୍ୟସ୍ଥତା କରିବନି ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୮: କଶ୍ମୀର ମାମଲାକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିବା ପ୍ରକାଶ କରିଛନ୍ତି ଭାରତର...

ଏସବୁ ରୋଗ ଲାଗି ବରଦାନ ସଦୃଶ ତେଜପତ୍ର

ମସଲା ରୂପରେ ବ୍ୟବହାର କରାଯାଉଥିବା ତେଜପତ୍ର ଯେ, କେବଳ ଖାଦ୍ୟକୁ ସ୍ବାଦିଷ୍ଟ କରାଇଥାଏ ତାହା ନୁହେଁ ବରଂ ଏହା ଅନେକ  ରୋଗରୁ ରକ୍ଷା କରିଥାଏ। ଏଥିରେ...

ଦେବାଳିଆ ପାକିସ୍ତାନ ପାଇଁ ଅମଲାତନ୍ତ୍ର-ସେନା-ନେତା ଦାୟୀ…

ଇସଲାମାବାଦ,୧୯।୨ :ପୂର୍ବରୁ ଆଥର୍ର୍ିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବର୍ତ୍ତମାନ ଦେବାଳିଆ ହୋଇଯାଇଥିବା ସ୍ବୀକାର କରିଛି। ଏହାକୁ ନିଶ୍ଚିତ କରି ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା...

ଷଡ଼ଯନ୍ତ୍ର ନା ବାଧ୍ୟବାଧ୍ୟକତା: ରୁଷିଆ ଅସ୍ତ୍ରଶସ୍ତ୍ରର ବିିକଳ୍ପ ପାଇଁ ଭାରତର ସହାୟତା ଲୋଡୁଛିି ଆମେରିକା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୧ : ୟୁକ୍ରେନ ଉପରେ ଲଗାତାର ରୁଷିଆ ଆକ୍ରମଣରେ ଅସୁବିଧା ଭୋଗୁଥିବା ଆମେରିକା ଏବେ ଆଶା ସହିତ ଭାରତ ଆଡକୁ ଚାହିଁଛି। ଯଦିଓ ଏହି ଆଶାରେ...

ଡବ୍ଲୁଏଚ୍‌ଓ ଟିମ୍‌କୁ ଭେଟିବାକୁ ଚାହୁଁଛନ୍ତି ଜଣେ ଚାଇନା ଯୁବକ

ବେଜିଂ,୨୭।୧: କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ପୁଅ ଚାଇନାର ଉହାନ ସହରରେ ପହଞ୍ଚିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଦଳକୁ ଭେଟିବାକୁ ଚେଷ୍ଟା...

Advertisement
Archives

Model This Week