୪ ନିର୍ଦ୍ଦୋଷ ଯୁବକଙ୍କୁ ମାଡ଼ ଅଭିଯୋଗ: ସିମେଣ୍ଟ କାରଖାନା ସମ୍ମୁଖରେ ଉତ୍ତେଜନା

ବରଗଡ଼ ଅଫିସ,୮।୧: ବରଗଡ଼ ସିମେଣ୍ଟ କାରଖାନାର କେତେକ କର୍ମଚାରୀ ବିଶାଲଟିକ୍ରା ଗ୍ରାମର ୪ ନିର୍ଦ୍ଦୋଷ ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବୁଧବାର କାରଖାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ଶତାଧିକ ଗ୍ରାମବାସୀ କାରଖାନା ନିକଟକୁ ଆସି ଦାଦାଗିରିର ପ୍ରତିବାଦ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ରବିବାର ରାତିରେ ବିଶାଲଟିକ୍ରାର ୪ଯୁବକ ନିଆଁ ପୁଉଁଥିବା ସମୟରେ କାରଖାନାର ସୁରକ୍ଷା କର୍ମଚାରୀମାନେ ସେଠାରୁ ସେମାନଙ୍କୁ କାରଖାନା ଭିତରକୁ ଉଠାଇ ନେଇଥିଲେ। କାରଖାନା ଭିତରେ ନିସ୍ତୁକ ମାଡ଼ ମାରି ପୋଲିସରେ ଜିମା ଦେଇଥିଲେ। ପରେ ପୋଲିସ ସେମାନଙ୍କୁ ଛାଡ଼ି ଦେଇଥିଲା। ସିମେଣ୍ଟ କାରଖାନା ସୁରକ୍ଷା କର୍ମଚାରୀଙ୍କ ସେଭଳି ଦାଦାଗିରି ଲୋକଲୋଚନକୁ ଆସିବା ପରେ ଉତ୍ତେଜନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଙ୍କ୍‌ଫେଷ୍ଟ ପଞ୍ଚମ ସନ୍ଧ୍ୟାର ଚତୁର୍ଥ କଥାଚକ୍ର: ବୟନ ଶିଳ୍ପ ଦେଇଛି ପରିଚୟ, ରୋଜଗାର

ସୋନପୁର,୨୧।୧(ନି.ପ୍ର.) – ବୟନ ଶିଳ୍ପ ହିଁ ସୁବର୍ଣ୍ଣପୁର ଜିଲାକୁ ଦେଶ ବିଦେଶରେ ପରିଚିତ କରିଛି। ଏଠାକାର କୁଶଳୀ ବୁଣାକାର ହସ୍ତତନ୍ତ ଓ ବୟନ କଳାକୁ ବିଶ୍ୱସ୍ତରରେ...

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଜବତ

ନନ୍ଦପୁର,୨୯।୩(ଡି.ଏନ୍‌.ଏ.):  କୋରାପୁଟ ଜିଲା ନନ୍ଦପୁର ଥାନା ଥୁବା ପଞ୍ଚାୟତ ପରଟା ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଗାଁ ନିକଟ ରେଳ ଧାରଣାରୁ ମିଳିଛି। ମୃତକ ହେଲେ...

ବିନିକାରେ କାଳବୈଶାଖୀ: ଗଛ ଉପୁଜିଲା, ଛପର ଉଡିଲା

ବିନିକା,୬ା୫(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକାରେ ମଙ୍ଗଳବାର ରାତିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ଝଡତୋଫାନ, ବର୍ଷା ଓ କୁଆପଥର ମାଡରେ ବ୍ଲକ ଅଞ୍ଚଳଳରେ ବ୍ୟାପକ କ୍ଷୟକ୍ଷତି...

ସହାୟତା ପାଇଁ ହାଇକୋର୍ଟରେ ମାମଲା: ବର୍ଷେ ଯାଏ ଆଇନଜୀବୀଙ୍କୁ ମିଳୁ ମାସିକ ୨୫ ହଜାର

କଟକ ଅଫିସ,୧୬ା୭: କରୋନା ଯୋଗୁ ଗତ ମାର୍ଚ୍ଚ ୨୨ତାରିଖ ପରଠୁ କୋର୍ଟଗୁଡ଼ିକର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଫଳରେ ଆଇନ୍‌ଜୀବୀମାନେ ରୋଜଗାର ହରାଇଛନ୍ତି। ଏଣୁ ଆସନ୍ତା ଏକ...

ପିଟିପିଟି ଯୁବକଙ୍କୁ ହତ୍ୟା

ଭଦ୍ରକ ଅଫିସ୍‌, ୨୦-୯: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଉତରାଗଡ଼ିଆ ପାଟଣାରେ ଜଣେ ଯୁବକଙ୍କୁ ଲୁହା ରଡ୍‌ରେ ପିଟି ହତ୍ୟା କରାଯାଇଛି। ମୃତକ ହେଲେ ଉକ୍ତ...

ଡ୍ରିମ୍ସ ଇଞ୍ଜିନିୟରିଂ କଲେଜରେ ହେବ ସ୍ବତନ୍ତ୍ର କରୋନା ହସ୍ପିଟାଲ

କଟକ ଅଫିସ,୨୮ା୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ମଧ୍ୟ ଗୁରୁବାର ତୃତୀୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା...

କଟକରେ ବଢ଼ୁଛି କରୋନା କାୟା: ଚିହ୍ନଟ ହେଲେ ନୂଆ ୧୧ ଆକ୍ରାନ୍ତ

କଟକ ଅଫିସ,୯।୭: କଟକ ସହରରେ ଶୁକ୍ରବାର ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ କେସ୍‌, ୪ ହୋମ୍‌...

ହାଟଡିହୀ ପଞ୍ଚାୟତର ବିଜେଡି ସଭାପତି ଭାବେ କାମପାଳ ନାୟକ ନିର୍ବାଚିତ

ହାଟଡିହୀ,୧୨।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାଟଡିହୀ ପଞ୍ଚାୟତର ବିଜେଡି ସଭାପତି ଭାବେ ବରିଷ୍ଠ କର୍ମୀ କାମପାଳ ନାୟକ ନିର୍ବାଚିତ ହୋଇଛନ୍ତି । ରବିବାର ବଞ୍ଚୋ...

Advertisement

BGU

Archives

Model This Week

Why Dharitri