୩୭ ବର୍ଷର ପରମ୍ପରା ଭାଙ୍ଗିଲେ ବିଗ୍‌ ବି: ରବିବାର ସନ୍ଧ୍ୟାରେ ଜଲ୍‌ସାରେ ଭେଟିବେନି ଲୋକଙ୍କୁ

ମୁମ୍ବାଇ: ବିଗ୍‌ ବି ପ୍ରତି ରବିବାର ଘର ବାହାରେ ସନ୍ଧ୍ୟାରେ ଲୋକଙ୍କୁ ଭେଟିଥାନ୍ତି। ଏହି ପରମ୍ପରା ୩୭ ବର୍ଷ ଧରି ୧୯୮୨ଠାରୁ ଜାରି ରହିଥିଲା। ତେବେ କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ବିଗ୍‌ ବି ଚଳିତ ରବିବାର ଦିନ ଏଭଳି ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ସେ ଟୁଇଟ୍‌ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଲୋକଙ୍କ ତାଙ୍କ ବାସଭବନ ଜଲ୍‌ସା ନିକଟରେ ସନ୍ଧ୍ୟାରେ ଭିଡ଼ ନ ଜମାଇବା ଲାଗି ପରାମର୍ଶ ଦେଇଛନ୍ତି। ଭିଡ଼ରୁ ଦୂରେଇ ରହି ସୁରକ୍ଷିତ ରହିବାକୁ ସେ ଲୋକଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଉଥ୍‌ ସୁପରଷ୍ଟାର ରବି ତେଜାଙ୍କ ପ୍ରକୃତ ନାମ କ’ଣ ଜାଣନ୍ତି

ସାଉଥ୍‌ ସୁପରଷ୍ଟାର ରବି ତେଜା ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି।ସେ ତିନି ଦଶନ୍ଧି ଧରି ଟଲିଉଡ ଇଣ୍ଡଷ୍ଟ୍ରିରେ ରାଜ୍‌ କରୁଛନ୍ତି। ସେ ଆକ୍ସନ ଏବଂ...

ପରଦାରେ ‘ଛିଛୋରେ’: ପସନ୍ଦ ଆସୁଛି ସୁଶାନ୍ତ-ଶ୍ରଦ୍ଧାଙ୍କ କଲେଜ ଦିନର କାହାଣୀ

ମୁମ୍ବାଇ: ପରଦାରେ ସୁଶାନ୍ତ ସିଂ ରାଜପୁତ ଏବଂ ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ ‘ଛିଛୋରେ’। ଆମିର ଖାନ୍‌ଙ୍କ ‘ଥ୍ରି ଇଡିଅଟ୍‌ସ’ ଭଳି ଏଥିରେ ରହିଛି କଲେଜ...

ନୂଆବର୍ଷ ଉପଲକ୍ଷେ ରୋମାଣ୍ଟିକ୍‌ ହେଲେ ସୋନମ୍‌-ଆନନ୍ଦ, ଭିଡିଓ ଭାଇରାଲ

ବମ୍ବେ: ନୂଆବର୍ଷକୁ ରୋମାଣ୍ଟିକ୍‌ ଭାବେ ପାଳନ କରିଛନ୍ତି ଅନିଲ କପୁର ଲଳନା ସୋନମ୍‌ କପୁର। ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ସୁଦୂର ରୋମରେ ଏବେ ଛୁଟି...

ସୁସ୍ଥ ହୋଇ ଘରକୁ ଫେରିଛନ୍ତି ମହେଶ

ମୁମ୍ବାଇ,୨୩।୮: ବଲିଉଡ୍‌ ଅଭିନେତା ତଥା ଫିଲ୍ମ ନିର୍ମାତା ମହେଶ ମଞ୍ଜରେକର ୟୁରିନାରୀ ବ୍ଲାଡର କ୍ୟାନ୍ସରରେ(କର୍କଟ ରୋଗ) ଆକ୍ରାନ୍ତ । କିଛି ଦିନ ତଳେ ମୁମ୍ବାଇର ଏକ...

‘ବେସରମ ରଙ୍ଗ’ରେ ଦୀପିକା ପିନ୍ଧିଥିବା ବିକିନର ଦାମ ଶୁଣିଲେ ଚକିତ ହେବେ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ତାଙ୍କ ଅପକିମଂ ଫିଲ୍ମ ‘ପଠାନ’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମର ଏକ ଗୀତ ‘ବେସରମ ରଙ୍ଗ’ରେ...

ମହୁମାଛି କଥା ମନେ ପଡ଼େ

ଶୁଟିଂ ସମୟରେ ଅନେକ ଘଟଣା କଳାକାରଙ୍କ ମନରେ ସ୍ମୃତି ହୋଇ ରହିଥାଏ। ସେଭଳି କେତୋଟି ଘଟଣାକୁ ସ୍ମରଣ କରନ୍ତି ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ସିନେମା...

ହଜାରେ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇଲେ ସ୍ବରା

ମୁମ୍ବାଇ: କରୋନା ମହାମାରୀ ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ ଯୋଗୁ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେଣି। ଗୋଟିଏ ପଟେ...

ଅଭିନେତ୍ରୀ ନୁହେଁ, ବୈଜ୍ଞାନିକ ହେବାକୁ ଇଚ୍ଛା ଥିଲା

ମୁମ୍ବାଇ: ଆଜି ଅର୍ଥାତ୍‌ ଜୁନ୍‌ ୧୩ରେ ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀଙ୍କ ଜନ୍ମଦିନ। ଦିଶା ୧୯୯୨ରେ ଉତ୍ତରପ୍ରଦେଶର ବରେଲିରେ ଜନ୍ମଗ୍ରହଣ କରିଥିଲେ। ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ...

Advertisement
Archives

Model This Week