୩୭୦ ଉଚ୍ଛେଦ ଯୋଗୁ ଜାତୀୟ ପୁରସ୍କାର ଜିତିବା ଖବର ଜାଣି ନ ଥିଲେ ୮ ବର୍ଷର ଶିଶୁ କଳାକାର

୬୬ତମ ଜାତୀୟ ଚଳଚ୍ଚିତୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ଘୋଷଣା କରାଯାଇଛି। ଊର୍ଦ୍ଦୁ ଫିଲ୍ମ ‘ହମିଦ୍‌’ ପାଇଁ ୮ବର୍ଷୀୟ ତହ୍ଲା ଅରଶଦ ରେଶୀଙ୍କୁ ମିଳିଛି ସର୍ବଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର। ଏଭଳି ଖୁସି ଖବର କଶ୍ମୀରରେ ରହୁଥିବା ଏହି ଶିଶୁ କଳାକାର ଜଣଙ୍କ ପ୍ରଥମେ ଜାଣି ପାରି ନ ଥିଲେ। ଫିଲ୍ମର ନିର୍ଦ୍ଦେଶକ ଏଜାଜ ଖାନ୍‌ ତାଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ ମଧ୍ୟରେ ତାହା ସମ୍ଭ ହୋଇପାରି ନ ଥିଲା। କଶ୍ମୀରେ ୩୭୦ ଉଚ୍ଛେଦ ପରେ ସେଠାରେ ଫୋନ୍‌ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଫଳରେ ଯୋଗାଯୋଗ ସମ୍ଭବ ହୋଇପାରୁ ନାହିଁ। ଫିଲ୍ମ ‘ହମିଦ୍‌’ରେ ରେଶୀ ଲିଡ୍‌ ରୋଲରେ ନଜର ଆସିଥିଲେ। ତାଙ୍କ ଚରିତ୍ରର ନାଁ ଥିଲା ହମିଦ୍‌। ହଜିଯାଇଥିବା ପିତାଙ୍କୁ ଖୋଜିବା ପାଇଁ କଶ୍ମୀରର ଏଣେତେଣେ ବୁଲୁଥାଏ ହମିଦ୍‌। ଭୁଲରେ ସେ ଫୋନରେ ୭୮୬ ନମ୍ବର କଲ୍‌ ଲଗାଇଦିଏ। ଫୋନଟି ଜେଣ ସିଆରପିଏଫ୍‌ ଯବାନଙ୍କୁ ଲାଗିଯାଏ। ପରେ ଫିଲ୍ମର କାହାଣୀଟି ଗତିଶୀଳ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ବୋଲ୍ଡ ଲୁକ୍‌ରେ ଦେଶୀ ଗର୍ଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦେଶୀଗର୍ଲ ଭାବରେ ଜଣାଶୁଣା ପ୍ରିୟଙ୍କାଙ୍କ ବୋଲ୍ଡ ଏବଂ ଗ୍ଲାମରସ୍‌ ଲୁକ୍‌ ଏବେ ଚର୍ଚ୍ଚାରେ। ପିସି...

ସୁଶାନ୍ତଙ୍କ ଏକ୍ସଗର୍ଲଫ୍ରେଣ୍ଡଙ୍କ ବୟାନ ରେକର୍ଡ କଲା ପାଟନା ପୋଲିସ

ମୁମ୍ବାଇ,୨୯।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ମାସ ବିତିଯାଇଛି। ହେଲେ ଏଯାଏଁ ତାଙ୍କ ମୃତ୍ୟୁ ପଛର ରହସ୍ୟ ଉପରୁ ପର୍ଦ୍ଦା ଉଠାଇ ପାରିନ...

ଇନ୍‌ଷ୍ଟାଗ୍ରାମରେ କରୀନାଙ୍କ ନୂଆ ଲୁକ୍‌, ୨୪ ଘଣ୍ଟାରେ ୪୦ ଲକ୍ଷରୁ ଅଧିକ ଫଲୋଅର୍ସ

ମୁମ୍ବାଇ: ସୋସିଆଲ ପ୍ଲାଟ୍‌ଫର୍ମରୁ ଦୂରେଇ ରହୁଥିବା କରୀନା କପୁର ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। କରୀନା...

ପ୍ରଥମ ଫିଲ୍ମରେ ହିଟ୍‌ ହେଲେ ଦ୍ୱିତୀୟ ଫିଲ୍ମ ପରେ ଭାରତ ଛାଡିଲେ

ମୁମ୍ବାଇ: ବଲତଉଡ୍‌ରେ ଯିଏ ଥରେ ପାଦ ରଖିଛି ସେ ଆଉ ପଛକୁ ଫେରିବାକୁ ଚାହିଁନି। କିଏ ଏଠି ଅଳ୍ପ ସମୟ ମଧ୍ୟରେ ହିଟ୍‌ ହୋଇଛି ତ...

ଅଫର ପାଇଲେ ଚୁମ୍ବନ, ଅନ୍ତରଙ୍ଗ ସିନ୍‌ ଅଛି କି ପଚାରନ୍ତି ଏହି ଅଭିନେତ୍ରୀ; ଜାଣନ୍ତୁ କାହିଁକି

ଅଭିନେତ୍ରୀ ହିବା ନବାବ ସୋସିଆଲ ମିଡିଆରେ ବହୁତ ସକ୍ରିୟ ।ସେ ପ୍ରତିଦିନ ତାଙ୍କ ଫଟୋ ଶେୟାର୍‌ କରନ୍ତି। କରୋନା ପାଇଁ ସିରିଏଲ ଶୁଟିଂ ଅନିର୍ଦ୍ଦିଷ୍ଟ କାଳ...

ସାଜିଦଙ୍କ ବିରୋଧରେ ଥାନାକୁ ଗଲେ ଶର୍ଲିନ

ବମ୍ବେ: ବିଗବସ୍‌ରେ ପ୍ରତିଯୋଗୀ ଭାବେ ମନୋରଞ୍ଜନ କରି ଦର୍ଶକଙ୍କ ହୃଦୟ ଜିତିବେ ବୋଲି ଭାବିଥିଲେ ଫିଲ୍ମନିର୍ମାତା ସାଜିଦ୍‌ ଖାଁ। ହେଲେ ତାଙ୍କ ଆଶା ଏବେ ନିରାଶାରେ...

ଚର୍ଚ୍ଚାରେ ଶମିତା

ବଲିଉଡ୍‌ରେ ଭାଗ୍ୟ ଏବଂ ପରିଶ୍ରମ ଏକାସାଙ୍ଗରେ କାମ କରିଥାଏ। ସୁପରହିଟ୍‌ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ଭାଗ୍ୟ ବେଳେ ବେଳେ ସାଥ୍‌ ଦେଇ ନ...

ଧମକ ମିଳିବା ପରେ ମୁହଁ ଖୋଲିଲେ ସଲମାନ କହିଲେ, ମୁଁ ସମସ୍ତଙ୍କ ଭାଇ ନୁହେଁ…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ବୁଧବାର ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମୟରେ ସଲମାନ ପ୍ରଶ୍ନ କରାଯାଇଥିଲା କି ଆପଣ ଭାରତର...

Advertisement
Archives

Model This Week