Posted inଫୁରସତ

୩୦ବର୍ଷ ହେଲା ସାପ ବିଷକୁ ଶରୀରକୁ ପ୍ରବେଶ କରାଉଛନ୍ତି ଏହି ବ୍ୟକ୍ତି

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସମ୍ପୂର୍ଣ୍ଣ ସତ। ରକ୍‌ ସିଙ୍ଗର୍‌ ଷ୍ଟିଭ୍‌ ଲୁଡ୍‌ୱିନ୍‌ ବିଷାକ୍ତ ସାପ ବିଷକୁ ଶରୀରରେ ପ୍ରବେଶ କରାଇ ମଧ୍ୟ ଜୀବିତ ଅଛନ୍ତି। ଆଜିକୁ ୩୦ବର୍ଷ ହେବ ସେ ଏହି କାର୍ଯ୍ୟରେ ଲିପ୍ତ। କିନ୍ତୁ ଆଶ୍ଚର୍ଯ୍ୟ, ତାଙ୍କ ସ୍ବାସ୍ଥ୍ୟରେ କୌଣସି ପ୍ରକାର ଅସୁବିଧା ପରିଲକ୍ଷିତ ହେଉନାହଁି। ପିଲାଦିନେ ସେ ଶୁଣିବାକୁ ପାଇଥିଲେ ଶରୀରରେ ସାପ ବିଷ ଇଞ୍ଜେକସନ୍‌ ମାଧ୍ୟମରେ ଦେବା ଦ୍ୱାରା ଫାଇଦା ମିଳିଥାଏ। ମାତ୍ର ୧୭ ବର୍ଷ ବୟସରେ ସେ ଏହି ଯନ୍ତ୍ରଣାଦାୟକ ପ୍ରକ୍ରିୟାକୁ ନିଜ ଉପରେ ପରୀକ୍ଷଣ କଲେ। ପ୍ରଥମେ ଶରୀର ଉପରେ ବୁନ୍ଦାଏ ବିଷକୁ ରଖି ତାକୁ ଇଞ୍ଜେକସନ୍‌ ମାଧ୍ୟମରେ ଶରୀରକୁ ପ୍ରବେଶ କରାଇଥାନ୍ତି। ଏହା ଏତେ ବିଷାକ୍ତ ଯେ, ଶରୀରରେ ପ୍ରବେଶ କରିବା ମାତ୍ରେ ଲାଲ ରକ୍ତକଣିକାକୁ ନଷ୍ଟ କରିଦିଏ। ଏମିତିକି ରକ୍ତ ସଞ୍ଚାଳନ ବନ୍ଦ ହୋଇ କେଇ ମିନିଟ୍‌ ମଧ୍ୟରେ ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦିଏ ଏବଂ ମଣିଷ ମୃତ୍ୟୁମୁଖକୁ ଚାଲିଯାଏ। କିନ୍ତୁ ଷ୍ଟିଭ୍‌ଙ୍କଠାରେ ସେମିତି କୌଣସି ପ୍ରଭାବ ଦେଖିବାକୁ ମିଳିନାହଁି। ଡାକ୍ତରମାନେ ବି ଷ୍ଟିଭ୍‌ଙ୍କ କୌଶଳକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଇଞ୍ଜିନ ଗରମ ହୋଇଯିବାରୁ ଡ୍ରାଇଭର କଲେ ଏମିତି, ଜାଣିଲେ…

ପୁରୁଣା କାର୍‌ ଇଞ୍ଜିନ ଗରମ ହୋଇଯିବାରୁ ଜଣେ ଡ୍ରାଇଭର ଏମିତି କରିଛନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସାଧାରଣତଃ ଗାଡ଼ି ଅଧିକ ବାଟ ଯିବା ପରେ...

ଏବେ ଅଲୋଡ଼ା…

ନାଟକ ଦର୍ଶକଙ୍କୁ କେବଳ ମନୋରଞ୍ଜନ ଦିଏ ତା’ନୁହେଁ ବରଂ ସମାଜର ନିଚ୍ଛକ ଛବିକୁ ପ୍ରତିଫଳିତ କରିଥାଏ। ଗୋଷ୍ଠୀଗତ ଜୀବନରେ ଖୁବ୍‌ ପ୍ରଭାବ ପକାଇବା ସହ ଜନଜାଗରଣର...

ମାସ୍କ ପିନ୍ଧି ଖାଇବା ଅର୍ଡର କଲେ ଦେବାକୁ ପଡ଼ିବ ଜରିମାନା

କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବାରୁ ଅନେକ ଲୋକଙ୍କ ଜୀବନ ଯାଇଛି। ବହୁ ଲୋକ ଏଥିରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ...

କ୍ୟାନସର୍‌ ପୀଡ଼ିତ ସ୍ତ୍ରୀଙ୍କ ସହ ଫଟୋଶୁଟ୍‌ କରି ଚର୍ଚ୍ଚାରେ ସ୍ବାମୀ

କୁହାଯାଏ, ବିବାହ ବନ୍ଧନ ସାତ ଜନ୍ମ ପାଇଁ ହୋଇଥାଏ। କିନ୍ତୁ ଆଜିକାଲି ଗୋଟିଏ ଜନ୍ମ ସୁଖଶାନ୍ତିରେ କାଟିବା ଦମ୍ପତ୍ତିଙ୍କ ପାଇଁ କଷ୍ଟକର ହୋଇପଡିଛି। ମାତ୍ର ଲଣ୍ଡନର...

ମିସ ୟୁନିଭର୍ସ ବିଜେତାଙ୍କୁ ମିଳିଥାଏ ଏସବୁ ସୁବିଧା

ନୂଆଦିଲ୍ଲୀ,୧୩।୧୧: ଭାରତର ହର୍‌ନାଜ୍‌ ସାନ୍ଧୁ ମିସ ୟୁନିଭର୍ସ ୨୦୨୧ ମୁକୁଟ ପିନ୍ଧିଛନ୍ତ। ପଞ୍ଜାବର ହର୍‌ନାଜ୍‌ ୨୧ ବର୍ଷ ପରେ ମିସ ୟୁନିଭର୍ସ ଟାଇଟେଲ ଜିତିବାରେ ସଫଳ...

ପୋଷା କୁକୁରଙ୍କ ପାଇଁ ତିଆରି କଲେ ମହଲ

ଏମିତି ବି କେତେଜଣ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କର ସଉକ ହେଲା ଘରେ କୁକୁର, ବିଲେଇ ପାଳିବା। ସେମାନଙ୍କୁ ଭଲ ଖାଇବାକୁ ଦେବା ସହ ତାଙ୍କର ଯତ୍ନ...

ଜାଣନ୍ତି ହୋଲିରେ କାହିଁକି ପିନ୍ଧାଯାଏ ଧଳା ପୋଷାକ

ପ୍ରତ୍ୟେକ ବର୍ଷ ଫାଲ୍‌ଗୁନ ମାସରେ ହୋଲି ବେଶ୍‌ ଆନନ୍ଦ ଉତ୍ସାହର ସହ ପାଳନ କରାଯାଇଥାଏ। ଚଳିତବର୍ଷ କରୋନା କଟକଣା ଯୋଗୁ ଏହି ଉତ୍ସବ ଟିକେ ଫିକା...

ଆନ୍ତର୍ଜାତିକ ପର୍ବତ ଦିବସ: ପାହାଡ଼ ହିଁ ଜୀବନ

ବିଶ୍ୱରେ ପ୍ରତିବର୍ଷ ୧୧ ଡିସେମ୍ବରରେ ପାଳନ କରାଯାଉଛି ‘ଆନ୍ତର୍ଜାତିକ ପର୍ବତ ଦିବସ’। ଅନ୍ତଃରାଷ୍ଟ୍ରୀୟ ସମୁଦାୟ ପାର୍ବତୀୟ କ୍ଷେତ୍ରର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିବା...

Advertisement
Archives

Model This Week