Posted inଜାତୀୟ

୩ମାସ ବୃଦ୍ଧି ହେଲା ଫାରୁକ ଅବଦୁଲାଙ୍କ ନଜରବନ୍ଦୀ ଅବଧି

ନୂଆଦିଲ୍ଲୀ,୧୪।୧୨: ଜମ୍ମୁ-କଶ୍ମୀରର ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲାଙ୍କ ନଜରବନ୍ଦୀ ଅବଧିକୁ ଆଉ ୩ ମାସ ବୃଦ୍ଧି କରାଯାଇଛି। ଗତ ପ୍ରାୟ ୧୩୨ ଦିନ ହେବ ସେ ନଜରବନ୍ଦୀ ରହିଛନ୍ତି। ଜନ ସୁରକ୍ଷା ଆଇନ ଆଧାରରେ ତାଙ୍କର ଏହି ନଜରବନ୍ଦୀ ଅବଧିକୁ ବୃଦ୍ଧି କରାଯାଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଫାରୁକ ଅବଦୁଲାଙ୍କ ସମେତ ଅନ୍ୟ କେତେଜଣ ନେତାଙ୍କୁ ନଜରବନ୍ଦୀ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ବିରୋଧରେ କହିଲେ ପିଠିରେ ମାଡ଼ ଖାଇବାକୁ ପ୍ରସ୍ତୁତ ରୁହ, ଟିଏମ୍‌ସି ଏମ୍‌ପିଙ୍କ ବିବାଦୀୟ ମନ୍ତବ୍ୟ…

କୋଲକାତା,୪।୯ : ତୃଣମୂଳ କଂଗ୍ରେସ(ଟିଏମସି) ଏମ୍‌ପି ସୌଗତ ରାୟ ପୁଣି ଥରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଦଳର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା...

ପାକିସ୍ତାନ ଉପରେ ପୁଣିଥରେ ବର୍ଷିଲେ ରାଜନାଥ

ପାଟନା,୫ ।୧୧: ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ନିର୍ବାଚନ ସଭାରେ ଯୋଗ ଦେଇଛନ୍ତି...

ପରିସିମନ୍‌ କମିଶନ ବିରୋଧରେ ପିଟିଶନ ଦାଖଲ…

ନୂଆଦିଲ୍ଲୀ, ୨୯।୩ : କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ-କଶ୍ମୀରରେ ବିଧାନସଭା ଆସନ ସଂଖ୍ୟାକୁ ୮୩ ରୁ ୯୦ କୁ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ୨୪ ଆସନ...

ଚାଇନା ଛାଡୁଥିବା କମ୍ପାନୀଙ୍କ ନେଇ ମତ ରଖିଲେ ଅଭିଜିତ

ନୂଆଦିଲ୍ଲୀ,୧୩।୫: ଚାଇନା ଛାଡୁଥିବା କମ୍ପାନୀ ଭାରତ ଆସିଲେ ଏହାର ଲାଭ ଭାରତକୁ ହେବ କି ନାହିଁ ସେ ନେଇ ନିଶ୍ଚିତ ନୁହେଁ ବୋଲି ନୋବେଲ ବିଜେତା...

ଶଶିକଳାଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା

ବେଙ୍ଗାଲୁରୁ,୮ ।୨: ଏଆଇଏଡିଏମ୍‌କେରୁ ବହିସ୍କୃତ ହୋଇଥିବା ନେତ୍ରୀ ଶଶିକଳା ସୋମବାର ବେଙ୍ଗାଲୁରୁରୁ ତାମିଲନାଡୁ ଫେରୁଛନ୍ତି । ଏଥିପାଇଁ ହୋସୁରର କର୍ନାଟକ-ତାମିଲନାଡୁ ସୀମାରେ କଡା ସୁରକ୍ଷା ବ୍ୟବସ୍ଥା...

ଚାଇଲ୍ଡ ପୋର୍ନୋଗ୍ରାଫି, ବଳାତ୍କାର ଭିଡିଓ ପୋଷ୍ଟ କରିବାରୁ ୨୩ ଟୁଇଟର ଆକାଉଣ୍ଟ ବ୍ଲକ

ନୂଆଦିଲ୍ଲୀ,୨୯ ।୯: ଟୁଇଟରରେ ଶିଶୁଙ୍କ ସହ ଜଡିତ ଅଶ୍ଳିଳ ଭିଡିଓ ପୋଷ୍ଟ କରିଥିବା ଘଟଣାରେ ଦିଲ୍ଲୀ ପୋଲିସର ସାଇବାର କ୍ରାଇମ ୟୁନିଟ ୨ ଟୁଇଟର ଆକାଉଣ୍ଟକୁ...

ଲଖିମପୁର ହିଂସାର ରିପୋର୍ଟରେ ବିଳମ୍ବ ନେଇ ସୁପ୍ରିମ୍‌କୋର୍ଟଙ୍କ ଯୋଗୀ ସରକାରଙ୍କୁ ଭର୍ସନା…

ନୂଆଦିଲ୍ଲୀ,୨୦।୧୦: ଉତ୍ତରପ୍ରଦେଶ ଲଖିମପୁର ହିଂସାର ରିପୋର୍ଟରେ ବିଳମ୍ବ ନେଇ ବୁଧବାର ସୁପ୍ରିମ୍‌କୋର୍ଟ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଭର୍ସନା କରିଛନ୍ତି। ରାଜ୍ୟ ସରକାରଙ୍କ ଆଇନନଜୀବୀ...

ସାଇବର ଅପରାଧରେ ୫ ପ୍ରତିଶତ ବୃଦ୍ଧି, ଆଗରେ ତେଲେଙ୍ଗାନା-ୟୁପି-କର୍ନାଟକ…

ନୂଆଦିଲ୍ଲୀ, ୩୧।୮ : ଗତ ବର୍ଷ ଦେଶରେ ସାଇବର ଅପରାଧ ମାମଲାରେ ପାଞ୍ଚ ପ୍ରତିଶତ ବୃଦ୍ଧି ଘଟିଛି। ଚିନ୍ତାଜନକ ବିଷୟ ହେଉଛି, ଏହି ସମ୍ବନ୍ଧୀୟ ମାମଲାଗୁଡ଼ିକର...

Advertisement
Archives

Model This Week