Posted inଖେଳ

୨୭୫ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ପୁଣେ,୧୨।୧୦- ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକା ୨୭୫ ରନ୍‌ରେ ସୀମିତ ରହିଛି। ଫଳରେ ପ୍ରଥମ ଇନିଂସରେ ୬୦୧ ରନ୍‌ କରିଥିବା ଭାରତ ୩୨୬ ରନ୍‌ର ଅଗ୍ରଣୀ ହାସଲ କରିଛି। ପୂର୍ବ ଦିନ ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୫/୩ରୁ ବ୍ୟାଟିଂ ଆରମ୍ଭ କରିଥିବା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇବା ଜାରି ରଖିଥିଲା। ଏଥିଯୋଗୁ ଦଳ ୧୬୨ ରନ୍‌ରେ ୮ ଉଇକେଟ ହରାଇ ସାରିଥିଲା। ଏଣୁ ଦଳ ଶୀଘ୍ର ଅଲଆଉଟ୍‌ ହୋଇଯିବା ନେଇ ସମ୍ଭାବନା ସୃଷ୍ଟି ହୋଇଥିଲା। ହେଲେ ଭନର୍ନ ଫିଲାଣ୍ଡର ଓ କେଶବ ମହାରାଜ ୯ମ ଉିଇକେଟ ପାଇଁ ୮୯ ରନ୍‌ ଯୋଡ଼ିବାରୁ ଦଳ ୨୭୫ ରନ୍‌ରେ ପହଞ୍ଚତ୍ ପାରିଥିଲା। ଦଳ ପାଇଁ ମହାରାଜ ୭୨, ଅଧିନାୟକ ଫାଫ ଡୁପ୍ଲେସି ୬୪ ଓ ଫିଲାଣ୍ଡର ୪୪* ରନ୍‌ କରିଥିଲେ। ଘରୋଇ ଦଳ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ୪, ଉମେଶ ଯାଦବ ୩, ମହମ୍ମଦ ସାମି ୨ ଓ ରବୀନ୍ଦ୍ର ଜାଡେଜା ୧ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭର୍ଷ୍ଟାପେନ୍‌ଙ୍କୁ ପୋଲ୍‌ ପୋଜିଶନ

ୟାସ୍‌ ଆଇଲାଣ୍ଡ, ୧୩ା୧୨-ସିଜନ ଶେଷ ଫର୍ମୁଲା ଓ୍ବାନ୍‌ ମୋଟର ରେସ୍‌ ଆବୁଧାବି ଗ୍ରାଁ ପ୍ରି ପାଇଁ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ପୋଲ୍‌ ପୋଜିଶନ ହାସଲ କରିଛନ୍ତି।...

ସିଡ୍‌ନୀ ସିକ୍ସର୍ସ ଜିତିଲା ବିବିଏଲ୍‌ ଟାଇଟଲ୍‌

ସିଡ୍‌ନୀ,୮।୨(ଏଏଫ୍‌ପି): ଅଷ୍ଟ୍ରେଲିଆର ଘରୋଇ ଟି୨୦ ଟୁର୍ନାମେଣ୍ଟ ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ର ଚଳିତ ସଂସ୍କରଣରେ ସିଡ୍‌ନୀ ସିକ୍ସର୍ସ ଚାମ୍ପିୟନ ହୋଇଛି। ଶନିବାର ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ...

ଭାରତକୁ ପଛରେ ପକାଇଲା ପାକିସ୍ତାନ

ନୂଆଦିଲ୍ଲୀ,୩୦।୧୧: ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ପାକିସ୍ତାନ ଭାରତକୁ ପଛରେ ପକାଇ ଦେଇଛି। ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ଶ୍ରୀଲଙ୍କା ଦଳ ଶୀର୍ଷ ସ୍ଥାନ ବଜାୟ ରଖିଛି।...

ଚମତ୍କାର କ୍ୟାଚ୍‌ ଧରିଲେ ଏହି କ୍ରିକେଟର୍‌, ସମସ୍ତେ ଦେଖି ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ଆଣ୍ଟିଗୁଆ,୨।୨: ୱେଷ୍ଟଇଣ୍ଡିଜରେ ଖେଳାଯାଉଥିବା ଅଣ୍ଡର -୧୯ ବିଶ୍ୱକପରେ ଅନେକ ମହାନ ମ୍ୟାଚ ଦେଖିବାକୁ ମିଳିଥିଲା। ଟୁର୍ନାମେଣ୍ଟ ବର୍ତ୍ତମାନ ଶେଷ ହେବାକୁ ଯାଉଛି ଏବଂ ମଙ୍ଗଳବାରଠାରୁ ସେମିଫାଇନାଲ...

କେକେଆରର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ କରୋନା

ବେଙ୍ଗାଲୁରୁ, ୯ା୫ (ପି.ଟି.)-କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ପେସ୍‌ ବୋଲର ପ୍ରସିଦ୍ଧ କ୍ରିଷ୍ଣା କରୋନା ସଂକ୍ରମିତ ହୋଇଥିବା କୋଭିଡ୍‌ ଟେଷ୍ଟରୁ ଜଣାପଡ଼ିଛି। ସେ ତାଙ୍କ ହୋମ୍‌...

ମୋଦିଙ୍କୁ ଭେଟିଲେ ସିନ୍ଧୁ

ନୂଆଦିଲ୍ଲୀ,୨୭।୮:ବିଡବ୍ଲୁଏଫ ବିଶ୍ୱ ଚାମ୍ପିୟନଶିପରେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର୍‌ ପିଭି ସିନ୍ଧୁ ଐତିହାସିକ ସ୍ବର୍ଣ୍ଣ ପଦକ ଜିତି ଘରକୁ ଫେରିଛନ୍ତି। ମଙ୍ଗଳବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ଭାରତର ସହଜ ବିଜୟ

ଭାରତର ସହଜ ବିଜୟଲିଡ୍ସ, ୬।୭(ପି.ଟି.)- ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଶତକ ସହାୟତାରେ ଚଳିତ ବିଶ୍ୱକପ୍‌ରେ ଭାରତ ତା’ର ଅନ୍ତିମ ଲିଗ୍‌...

ଭାରତୀୟ ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ, ୪।୧: ରାଣୀ ରାମପାଲଙ୍କ ନେତୃତ୍ୱରେ ଭାରତୀୟ ମହିଳା ହକି ଦଳ ରବିବାର ଆର୍ଜେଣ୍ଟିନା ଗସ୍ତ କରିଛି। ହକି ଇଣ୍ଡିଆ ପକ୍ଷରୁ ଘୋଷିତ ୨୫ ଜଣିଆ...

Advertisement
Archives

Model This Week