‘୨୦୨୧’ ଜନ୍ମଦିନର ସବୁଠାରୁ ବଡ ଉପହାର: ପରିଣିତି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପରିଣିତି ଚୋପ୍ରା ଶୁକ୍ରବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି । ଏଥର ସେ ୱାର୍କିଂ ବାର୍ଥ ଡେ ପାଳନ କରିଥିବା କହିଛନ୍ତି । ସେ କହିଛନ୍ତି ୨୦୨୧ ମୋ ପାଇଁ ସବୁଠାରୁ ବଡ ଉପହାର । ଗତ କିଛି ବର୍ଷ ହେବ ପରିଣିତିଙ୍କ ହାତରେ କିଛି ଅଫର ନ ଥିବା ବେଳେ ୨୦୨୧ରେ ତାଙ୍କ ହାତରେ କିଛି ଅଫର ରହିଛି । ତେଣୁ ଏଥର ଜନ୍ମଦିନକୁ ସେ ଶୁଟିଂ ସେଟ୍‌ରେ ଏନଜୟ କରିଛନ୍ତି । ଏବେ ସେ ନେପାଳରେ ସୁରଜ ବଡଜାତ୍ୟାଙ୍କ ଫିଲ୍ମ ‘ଉଂଚାଇ’ର ଶୁଟିଂରେ ବ୍ୟସ୍ତ ଥିବା ଜଣାପଡିଛି । ଆଗକୁ ମଧ୍ୟ ତାଙ୍କ ହାତରେ ଅଫର୍ ରହିଛି । ସେଥିପାଇଁ ପରିଣିତି କହିଛନ୍ତି ୨୦୨୧ର ଜନ୍ମଦିନ ଯେମିତି ହେବା କଥା ସେମିତି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ୍‌ ପୂର୍ବରୁ ବିବାଦରେ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’

ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ନିଜ ଆଗାମୀ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’କୁ ନେଇ ଏବେ ବିବାଦ ଦେଖାଦେଇଛି। ଫିଲ୍ମଟି ହିନ୍ଦୁ ଧାର୍ମିକ ଭାବନାକୁ ପ୍ରଭାବିତ କରୁଥିବା...

ବଲିଉଡ୍‌ରେ ଏଣ୍ଟ୍ରି କରିବେ ଦେଶୀ ଗର୍ଲଙ୍କ ଭାଇ

ମୁମ୍ବାଇ: ବଲିଉଡ୍‌ ତଥା ହଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଏମିତି ଏକ ପୋଷ୍ଟ କରିଛନ୍ତି...

ପିତାଙ୍କୁ ହରାଇଲେ ଅନୁପମା ଫେମ୍‌ ଏହି ଅଭିନେତା

ବମ୍ବେ: ଗୋଟିଏ ପଟେ କରୋନା ସଂକ୍ରମଣ, ଅନ୍ୟପକ୍ଷେ ପ୍ରିୟଜନଙ୍କୁ ହରାଇବାର ଦୁଃଖ। କିଛି ଏଭଳି ଘଟିଚାଲିଛି ଷ୍ଟାର୍‌ ପ୍ଲସର ଲୋକପ୍ରିୟ ରିଆଲିଟି ଶୋ’ର କଳାକାରଙ୍କ କ୍ଷେତ୍ରରେ।...

ଏହି ଶିଶୁ ଏବେ ବଲିଉଡ୍‌ର ସୁପରହିଟ୍‌ ଅଭିନେତା: ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ଅନେକ ସମୟରେ ବଲିଉଡ୍‌ ଅଭିନେତା ତଥା ଅଭିନେତ୍ରୀମାନଙ୍କ ପିଲାଦିନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ସେମାନଙ୍କ ମଧ୍ୟରୁ କିଛିଙ୍କୁ ଚିହ୍ନିବା ମୁସ୍କିଲ ହୋଇଯାଇଥାଏ।...

ଆମେରିକା ଉପରାଷ୍ଟ୍ରପତିଙ୍କ ସାକ୍ଷାତକାର ନେଲେ ପ୍ରିୟଙ୍କା

ବଲିଉଡ୍‌ ଦେଶୀଗର୍ଲ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ହ୍ବାଇଟ୍‌ହାଉସ୍‌ରେ ଭେଟି ତାଙ୍କ ସାକ୍ଷାତକାର ନେଇଛନ୍ତି। ପ୍ରିୟଙ୍କା ଡେମୋକ୍ରାଟିକ୍‌...

ଧୋନୀଙ୍କ ପାଇଁ ଚାକିରି କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

ଭାରତର ଭେଟେରାନ କ୍ରିକେଟର ଏମଏସ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବଲିଉଡ ଅଭିନେତା ରଣବୀର ସିଂ ଏକ ବଡ଼ ଖୁଲାସା କରିଛନ୍ତି। ସେ...

୬୭ ତମ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କଲେ ବିଜେତା

ନୂଆଦିଲ୍ଲୀ,୨୫।୧୦: ୬୭ ତମ ଚଳଚ୍ଚିତ୍ର ପୁରସ୍କାର ସୋମବାର ପ୍ରଦାନ କରାଯାଇଛି। ଆଜି ସକାଳ ୧୧ ଟାରେ ଭିଗାନ ଭବନରେ ପୁରସ୍କାର ବିତରଣ ସମାରୋହରେ ବିଜେତାମାନଙ୍କୁ ଜାତୀୟ...

ଆଲ୍ଲୁ ଅର୍ଜୁନଙ୍କ ଓଜନ ବୃଦ୍ଧିକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ କଲେ ପ୍ରଶଂସକ

ଚେନ୍ନାଇ: ସାଉଥ୍ ଷ୍ଟାର ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର କ୍ରେଜ୍ ଦେଶର କୋଣେ କୋଣେ ଦେଖିବାକୁ ମିଳିଥିଲା । ଦର୍ଶକେ ତାଙ୍କ ଦେଶୀ ଲୁକ୍ସ ଉପରେ...

Advertisement
Archives

Model This Week