Posted inଫୁରସତ

୨ବର୍ଷର ପିଲା ପାଇଁ ହାରୀ ପୋଟରଙ୍କ କାହାଣୀରେ ଥିବା ଘର ତିଆରି କଲେ ଅଭିଭାବକ

ପିଲାମାନଙ୍କୁ ଭଗବାନଙ୍କ ରୂପ କୁହାଯାଇଥାଏ। ପ୍ରାୟ ଅଧିକାଂଶ ଘରର ବୟୋଜ୍ୟେଷ୍ଠମାନେ ପିଲାମାନଙ୍କ ଇଚ୍ଛା ପୂରଣ କରିଥାନ୍ତି। ସେମିତି ଏକ ଘଟଣା କାନାଡ଼ା ସହରରେ ଦେଖିବାକୁ ମିିଳିଛି। ୨ ବର୍ଷର ଜଣେ ଛୋଟ ପିଲାର ଇଚ୍ଛା ପୂରଣ କରିବାକୁ ଯାଇ ପରିବାର ଲୋକେ ହାରୀ ପୋଟରଙ୍କ କାହାଣୀ ଶୈଳୀରେ ଘର ନିର୍ମାଣ କରିଛନ୍ତି। ହ୍ୟାରୀ ତାଙ୍କ କାହାଣୀରେ ଘରର ବର୍ଣ୍ଣନା ଯେପରି କରିଥାନ୍ତି ଠିକ୍‌ ସେହିପରି ଏହି ଘରେ ଜେଜେମା, ଜେଜେବାପାଙ୍କ ପାଇଁ ସ୍ବତନ୍ତ୍ର କୋଠରୀ ରହିଛି।

ଘର ପଛପଟେ ୩୫୦ ମିଟରର ସ୍କାଏର ତିଆରି କରାଯାଇଛି। ଘରେ ବାଲ୍‌କୋନି, ଦୋଳି, ସ୍ଲାଇଡ୍‌, ଗୁପ୍ତ କୋଠରୀ, ଝାଡୁ ସହିତ ଏକ ଲୁହାର ଖୁଣ୍ଟ ମଧ୍ୟ ରହିଛି। ଏଠାରେ ଖେଳିବା ପାଇଁ ଏକ ଘର ରହିଛି।

ଗରମ ଦିନରେ ଥଣ୍ଡାରେ ଶୋଇବା ପାଇଁ ମଧ୍ୟ ଏକ ବିଛଣା ପଡ଼ିଛି। ସେହିପରି ଥଣ୍ଡା ଦିନରେ ଘର ଗରମ ରହିବା ପାଇଁ ଇଲେକ୍ଟ୍ରିକ୍‌ ଚୁଲା ରହିଛି। ଲୁଚାଲୁଚି ଖେଳିବା ପାଇଁ ଶିଡ଼ି ତଳେ ଆଲମାରୀ ବି ରହିଛି। ଏହି ଘର ତିଆରି ପାଇଁ ୬ ସପ୍ତାହ ଅର୍ଥାତ ୪୨ଦିନ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍‌ଙ୍କଠାରୁ ଧନୀ ବୁଶାରା

ଇସ୍‌ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ପୂର୍ବତନ ସ୍ତ୍ରୀ ବୁଶାରା ବିବି ଇମ୍ରାନଙ୍କ ତୁଳନାରେ ଅଧିକ ସମ୍ପତ୍ତିର ମାଲିକାଣୀ। ପାକିସ୍ତାନ ନିର୍ବାଚନ କମିଶନରଙ୍କ ପକ୍ଷରୁ...

ବିଶ୍ୱର ରହସ୍ୟମୟୀ ଦ୍ୱୀପ : ଯେଉଁଠି ମହିଳାଙ୍କୁ ଯିବା ମନା

ବିଶ୍ୱର ପ୍ରାୟ ସମସ୍ତ ଦେଶରେ କିଛି ନା କିଛି ନିୟମ ରହିଛି। କେଉଁଠି ମହିଳା-ପୁରୁଷଙ୍କୁ ଯିବା ପାଇଁ ହକ୍‌ ଦିଆଯାଇଛି ତ ଆଉ କେଉଁଠି ମହିଳାଙ୍କୁ...

ବିବାହ ନ କଲେ ଏଠି ଦେବାକୁ ପଡୁଥିଲା ଟ୍ୟାକ୍ସ

ସରକାର ବିଭିନ୍ନ ପ୍ରକାରର ଟ୍ୟାକ୍ସ ଆଦାୟ କରିଥାଆନ୍ତି। ହେଲେ ଆମେରିକାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବିବାହ ନକଲେ ଟ୍ୟାକ୍ସ ଦେବାକୁ ପଡୁଥିଲା। ଇତିହାସ କହେ ୧୮୨୧...

ଚିନ୍ମୟ ଚିନ୍ତନ: ଟୁଉକୁ ମୂଷିଲୋ ଟୁଉକୁ ମୂଷି..

‘ଟୁଉକୁ ମୂଷିଲୋ ଟୁଉକୁ ମୂଷି ଧାନ ଭରଣକ ଖାଉଥା ବସି ତୁ ଥା ମୁଁ ଯାଉଛି ରୁଷି’ ଦୁଇ ତିନି ବର୍ଷ ବୟସର ଶିଶୁ। ଲମ୍ବା...

ଲୋକେ କହୁଥିଲେ ବ୍ୟକ୍ତିଙ୍କ ପେଟରେ ଅଛି ପିଲା, ଅପରେଶନ ପରେ ଯାହା ବାହାରିଲା ଜାଣିଲେ…

ଦୁନିଆରେ ଏପରି କିଛି ଘଟଣା ଘଟେ, ଯାହା ଉପରେ ବିଶ୍ୱାସ କରିବା ମୁସ୍କିଲ ହୋଇଯାଏ। ସେଭଳି ଏକ ଘଟଣା କୋଲକାତାରେ ଘଟିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ...

ପ୍ରଜାପତିର ଡେଣା

ସୂର୍ଯ୍ୟକିରଣରେ ସବୁ ଜିନିଷ ଗରମ ହୋଇଯାଏ। ଏକଥା ଆମେ ସମସ୍ତେ ଜାଣୁ। ହେଲେ ସୂର୍ଯ୍ୟକିରଣ ପ୍ରଜାପତିର ଡେଣାକୁ ଗରମ କରିପାରେନା। ପ୍ରଜାପତିର ଡେଣା ସବୁବେଳେ ଥଣ୍ଡା...

ଜାତୀୟ ପଞ୍ଚାୟତିରାଜ ଦିବସ

ଭାରତର ଗ୍ରାମାଞ୍ଚଳରେ ସ୍ବାୟତ୍ତ ଶାସନ ସହ ପଞ୍ଚାୟତ ଏବଂ ଗ୍ରାମ ସଭା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ୨୪ରେ ଜାତୀୟ ପଞ୍ଚାୟତିରାଜ...

୫ ଶହ ବର୍ଷ ତଳର ଭୟଙ୍କର ଖେଳ: ଘୋଡ଼ାର ଶୁଦ୍ଧିକରଣ ପାଇଁ ନିଆଁରେ ପ୍ରବେଶ କରନ୍ତି ଘୋଡ଼ା ସବାର

ମାଦ୍ରିଦ୍‌: ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ସ୍ପେନ୍‌ରେ ଘୋଡ଼ାର ଶୁଦ୍ଧିକରଣ ପାଇଁ ଏକ ଭୟଙ୍କର ଖେଳ ହୋଇଥାଏ। ଗତ ୫ ଶହ...

Advertisement
Archives

Model This Week