୧୩ ମିଲିମିଟର ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ ନିର୍ମାଣ କଲେ ୮ ବନ୍ଧୁ

ସୁରଟ,୧୦।୨: ସୁରଟରେ ୮ଜଣ ବନ୍ଧୁ ମିଳିତ ଭାବେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟ ଅଫ୍‌ ୟୁନିଟ୍‌ର ୧୩ ମିଲିମିଟର ଉଚ୍ଚତା ବିଶିଷ୍ଟ ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ ନିର୍ମାଣ କରିଛନ୍ତି। ଏହା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାର ଓଜନ ୦.୮ ଗ୍ରାମ୍‌ ରହିଛି। ୧୮୨ ମିଟର ଉଚ୍ଚତା ବିଶିଷ୍ଟ ପ୍ରକୃତ ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ର ଏକ ଛୋଟ ନମୂନା ନିର୍ମାଣ ପାଇଁ ସେମାନେ ଚିନ୍ତା କରିଥିଲେ। ତେଣୁ ପ୍ରକୃତ ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ର ଫଟୋ, ୩-ଡି ଫଟୋ, ଡିଜିଟାଲ ଫଟୋ ଆଦି ପ୍ରସ୍ତୁତ କରାଯିବା ପରେ ୮ ବନ୍ଧୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରୁ ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିପାରନ୍ତି ବାହୁବଳୀ ନେତା ଅତିକ ଅହମ୍ମଦ

ପ୍ରୟାଗରାଜ,୨୯।୪: ବାହୁବଳୀ ନେତା ତଥା ଫୁଲପୁରର ଏମ୍‌ପି ଥିବା ଅତିକ ଅହମ୍ମଦଙ୍କୁ ଯଦି କୋର୍ଟ ପାରୋଲରେ ନ ଛାଡନ୍ତି ତେବେ ସେ ଜେଲ୍‌ରେ ରହି ନିର୍ବାଚନ...

ଦିବ୍ୟାଙ୍ଗ ଛାତ୍ରୀଙ୍କ ଏହି ଇଚ୍ଛା ପୂରଣ କଲେ ଶିକ୍ଷକ, ଜାଣିଲେ କରିବେ ପ୍ରଶଂସା

କାହାର ସ୍ବପ୍ନ ପୂରଣ କରିବା ପାଇଁ ନିଜ ସ୍ବପ୍ନ ତିଆରି କରିବା କୌଣସି ସାଧାରଣ କଥା ନୁହେଁ। କିନ୍ତୁ ଯେତେବେଳେ ଜଣେ ଶିକ୍ଷକ ତାଙ୍କ ଛାତ୍ରୀଙ୍କ...

ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍ସ:ଆଖିବୁଜିଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ

ଅହମଦାବାଦ: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ମାଉସୀ ପୁଅ ଭାଇ ଅନିଲଭାଇ ସାଙ୍ଗଭିଙ୍କ ରାଜକୋଟରେ ପରଲୋକ ହୋଇଯାଇଛି। ଏଥିଲାଗି ୧୦୮ ଆମ୍ବୁଲାନ୍ସ ଆସିବାରେ ହୋଇଥିବା ଅହେତୁକ...

ଆଈ ଦୁଃଖରେ ନ ରହିବା ପାଇଁ ନାତୁଣୀ ନେଲେ ଏମିତି ପଦକ୍ଷେପ, କାରଣ ଜାଣିଲେ….

ଚାଇନାର ଜଣେ ଯୁବତୀ ନିଜ ଆଈଙ୍କ ଭାବନାକୁ ନେଇ ଏତେ ସମ୍ବେଦନଶୀଳ ଯେ, ୧୩ ବର୍ଷ ପର୍ଯ୍ୟନ୍ତ ଜଣେ ମହିଳାଙ୍କୁ ମା’ କରି କିଣି ରଖିଥିଲେ।...

କାର୍‌ ପାଲଟିଲା ବରଫ ଗଦା, ଭିଡିଓ ଦେଖିଲେ…

ନ୍ୟୁୟର୍କରେ ବରଫ ଝଡ଼ ଦେଖିବାକୁ ମିଳିଛି। ପରିସ୍ଥିତି ଏପରି ହୋଇଛି ଯେ, ଯେଉଁ ଜିନିଷ ରଖିଲେ ବରଫ ପାଲଟିଯାଉଛି। ଏବେ ସୋସିଆଲ ମିଡିଆରେ ଏକ କାର୍‌ର...

ଆଜି ଦେଶରେ ଦେଢ଼ଲକ୍ଷରୁ ଅଧିକ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୯ା୧: ଦେଶରେ କରୋନା ପ୍ରତି ବିପଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୫୯,୬୩୨ନୂତନ କରୋନା ମାମଲା ରିପୋର୍ଟ ହୋଇଛି।...

ଯୋଗୀଙ୍କ ଟିମ୍‌ ଛାଡ଼ିଲେ ଆଉ ଜଣେ ମନ୍ତ୍ରୀ

ନୂଆଦିଲ୍ଲୀ,୧୨।୧: ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ ଛାଡ଼ିଛନ୍ତି ଆଉ ଜଣେ ମନ୍ତ୍ରୀ ଦାରା ସିଂ ଚୌହ୍ବାନ। ଦୁଇ ଦିନରେ ଭାଜପା...

ବିଏସ୍‌ଏଫ୍‌ ଗୁଳିରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ

ଅମୃତସର,୭।୪: ପଞ୍ଜାବର ଅମୃତସରରେ ଥିବା ଭାରତ-ପାକିସ୍ତାନ ସୀମାରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ବିଏସ୍‌ଏଫ୍‌ ଗୁଳିରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ସ୍ଥାନୀୟ ଲୋପୋକେ...

Advertisement
Archives

Model This Week