୧୩ ବର୍ଷ ପରେ ବଲିଉଡ୍‌ ଫେରିବେ ଶିଳ୍ପା

କିଛିବର୍ଷ ହେବ ଶିଳ୍ପା ଶେଟ୍ଟୀ ବଲିଉଡ୍‌ଠାରୁ ଦୂରେଇ ଯାଇଛନ୍ତି। କେବଳ ରିୟଲିଟି ଶୋ’ରେ ଯାହା ତାଙ୍କୁ ଦେଖିବାକୁ ମିଳୁଛି। ୯୦ ଦଶକରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଶିଳ୍ପା ବେଶ୍‌ କିଛିବର୍ଷ ଧରି କୌଣସି କାରଣରୁ ଫିଲ୍ମରୁ ଦୂରେଇ ଯାଇଥିଲେ।

ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ଦୀର୍ଘ ୧୩ ବର୍ଷ ପରେ ଶିଳ୍ପା ପୁଣି ବଲିଉଡ୍‌ ଫେରୁଛନ୍ତି। ସବୀର ଖାନ୍‌ଙ୍କ ଫିଲ୍ମ ‘ନିକମା’ରେ ସେ ନଜର ଆସିବେ। ଏହି ଫିଲ୍ମର ପ୍ରଥମ ଦିନ ଶୁଟିଂର ଏକ ଫଟୋ ସୋସିିଆଲ ମିଡିଆରେ ଶିଳ୍ପା ଶେୟାର କରିଛନ୍ତି।

ଏହି ଫଟୋରେ ଶିଳ୍ପା, ଅଭିମନ୍ୟୁ ଦଶାନୀ ଏବଂ ସବୀରଙ୍କୁ ଦେଖିବାକୁ ମିଳିଛି। ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ଶିଳ୍ପା ଲେଖିଛନ୍ତି, ‘ସେଟ୍‌କୁ ପୁଣି ଥରେ ଫେରିଛି। ଫିଲ୍ମ ‘ନିକମା’ରେ ଅବନୀ ଭୂମିକାରେ ଅଭିନୟ କରୁଛି। ବହୁତ ମିସ୍‌ କରୁଥିଲି ଏସବୁ। ଏବେ ବହୁତ ଖୁସି। କହିରଖୁଛୁ, ୨୦୦୭ ପରଠାରୁ ଶିଳ୍ପା ଫିଲ୍ମଠାରୁ ଦୂରେଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୂମିହୀନ କୃଷକଙ୍କୁ ନିଜ ଫାର୍ମ ହାଉସରେ କାମ କରିବାର ସୁଯୋଗ ଦେଲେ ଜୁହି

ମୁମ୍ବାଇ: ପରିବେଶ ପ୍ରେମୀ କଳାକାରଙ୍କ ଭିତରେ ଜଣେ ହେଉଛନ୍ତି ବଲିଉଡ୍‌ ନାୟିକା ଜୁହି ଚାଓ୍ବଲା। ଏବେ କରୋନା ଭାଇରସ ପାଇଁ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା...

ଆଖିବୁଜିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

କଳାଜଗତ ପାଇଁ ୨୦୨୦ ମସିହା କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତବର୍ଷ ଜଣେ ପରେ ଜଣେ କଳାକାରଙ୍କ ମୃତ୍ୟୁ ଘଟୁଛି। ଏହି କ୍ରମରେ...

ତକିଆ ତଳେ ଜୋତା ରଖି ଶୋଉଥିଲେ ଏହି ପ୍ରସିଦ୍ଧ ଅଭିନେତା, ଜାଣନ୍ତୁ କାହିଁକି

ଛୋଟ ପରଦାର ବଡ ରିଏଲିଟ ଶୋ’ ‘କୌନ ବନେଗା କରୋଡ ପତି’କୁ ହୋଷ୍ଟ କରୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଏହି ଶୋ’ରେ ଭାଗ ନେଉଥିବା...

ଏହି ଅଭିନେତ୍ରୀଙ୍କ ଆବ୍ସ ଦେଖି ଏମିତି କହିଦେଲେ ଅର୍ଜୁନ

‘ଖତ୍‌ରୋଂ କେ ଖିଲାଡି ୧୧’ ଶୁଟିଂ ପାଇଁ ଏବେ କିଛି ଟେଲି ଅଭିନେତା/ଅଭିନେତ୍ରୀ କେପଟାଉନରେ ଅଛନ୍ତି। ସେଠାରେ ସେମାନେ ନେ ଅନେକ ଫଟୋସୁଟ ମଧ୍ୟ କରୁଛନ୍ତି।...

ପରିଣତ ବୟସରେ ମା’ଙ୍କ ସହ ଝୁମିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ୍‌ ଅଭିନେତା ଅନୁପମ ଖେର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି। ସେ ମା’ ଦୁଲାରୀଙ୍କ ଅତି ନିକଟତର ହୋଇଥିବା ବେଳେ ଅନୁପମ...

ଦୀର୍ଘ ୯ ବର୍ଷ ପରେ କରନଙ୍କ ସହ କାମ କରିବେ ଶାହାରୁଖ!

ମୁମ୍ବାଇ: ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖ କିଛିଦିନ ହେବ ବଡ ପରଦାରୁ ଏକ ପ୍ରକାର ଦୂରେଇ ରହିଛନ୍ତି କହିଲେ ଚଳେ। ‘ଜିରୋ’ରେ ସଫଳତା ମିଳି ନ...

ଏହି ଅଭିନେତାଙ୍କୁ ଲୋକେ ସ୍ବୟଂ ଭଗବାନ ଭାବି କରୁଥିଲେ ପୂଜା

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁଣି ଥରେ ଟିଭିରେ ପ୍ରସାରିତ ହେଉଛି। ଏଥିରେ କୁଶ ଭୂମିକାରେ ଅଭିନୟ କରିଥିବା ଅଭିନେତା ମଧ୍ୟ ‘ଶ୍ରୀକୃଷ୍ଣ’ ସିରିଏଲରେ ଶ୍ରୀକୃଷ୍ଣ...

ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨୦ ।୯: ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ କୋର୍ଟରୁ ଆସ୍ୱସ୍ତି ମିଳିଛି । ପୋର୍ନୋଗ୍ରାଫି ମାମଲାରେ...

Advertisement
Seven Jackpot


Archives

Model This Week