Posted inଜାତୀୟ

ୟେଦୁରପ୍ପାଙ୍କୁ ମିଳିପାରନ୍ତି ୩ ଉପ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୬।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କୁ ୩ ଉପ ମୁଖ୍ୟମନ୍ତ୍ରୀ ମିଳି ପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି। ସୋମବାର ଏହାର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ତେବେ ଏହା ଦଳର ହାଇକମାଣ୍ଡ ଉପରେ ନିର୍ଭର କରେ ବୋଲି ମଧ୍ୟ କୁହାଯାଉଛି। ସୂଚନାଯୋଗ୍ୟ, କର୍ନାଟକରେ ମେଣ୍ଟ ସରକାର ଭାଙ୍ଗିବା ପରେ ଭାଜପା ସଂଖ୍ୟା ଗରିଷ୍ଠତା ବଳରେ ଶାସନ କ୍ଷମତା ହାତକୁ ନେବା ସହ ବିଏସ୍‌ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ମନ୍ଦିର ନିର୍ମାଣ ପାଇଁ ୫ କୋଟି ଟଙ୍କା ଦାନ କଲେ ମୋରାରି ବାପୁ

ନୂଆଦିଲ୍ଲୀ,୨୮।୭: ଦୀର୍ଘ ୫ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ରାମ ମନ୍ଦିର। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ...

ଭାରତରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୭୪ କୋଟି ଟପିଲା

ନୂଆଦିଲ୍ଲୀ, ୨୦।୯: ଦେଶରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୭୪ କୋଟି ୩୦ ଲକ୍ଷରୁ ଅଧିକରେ ପହଞ୍ଚିଛି। ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ଏଭଳି ହୋଇଥିବା ଟ୍ରାଇ...

ଡ୍ରୋନ୍‌ରେ ପଠାଗଲା ବ୍ଲଡ ସାମ୍ପଲ: ବିଚ୍ଛିନ୍ନାଞ୍ଚଳ ରୋଗୀଙ୍କ ପାଇଁ ସହାୟକ ହେବ

ଡେରାଡୁନ,୮।୬: ଉତ୍ତରାଖଣ୍ଡ ନନ୍ଦଗାଓଁ ଜିଲା ହସ୍ପିଟାଲରୁ ତେହରି ଜିଲା ହସ୍ପିଟାଲକୁ ପରୀକ୍ଷା ମୂଳକ ଭାବେ ଡ୍ରୋନ୍‌ ଯୋଗେ ପ୍ରଥମ କରି ଶୁକ୍ରବାର ବ୍ଲଡ ସାମ୍ପୁଲ ପଠାଯାଇଛି।...

‘ମାର୍ଚ୍ଚ ସୁଦ୍ଧା ଭାରତରେ କରୋନା ଟିକା’

ନୂଆଦିଲ୍ଲୀ,୨୯।୯: ମହାମାରୀ କରୋନାର ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ି ଚାଲିଥିବାବେଳେ ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ଭାରତରେ ପ୍ରଥମ କରୋନା ଟିକା ଉପଲବ୍ଧ ହେବ ବୋଲି...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଶୀତ ଦିନେ ଖାଆନ୍ତୁ ଏହି ସାଲାଡ୍‌…

ମୂଳାର ଅନେକ ଔଷଧୀୟ ଗୁଣ ରହିଛି। ଶୀତଦିନେ ମୂଳା ସାଲାଡ୍‌ ଖାଇଲେ ବହୁ ସିଜିନାଲ୍‌ ରୋଗରୁ ମୁକ୍ତି ମିଳିଥାଏ। ଏଥିରେ ଫ୍ୟାଟ ନ ଥିବାରୁ ଏହା...

ଇଡୁକ୍କି ଭୂସ୍ଖଳନ: ମୃତକଙ୍କ ସଂଖ୍ୟା ୪୨ରେ ପହଞ୍ଚିଲା, ଏବେବି ଅନେକ ନିଖୋଜ

ବେଙ୍ଗାଲୁରୁ,୯।୮: ପ୍ରବଳ ବର୍ଷା ଓ ବନ୍ୟା ଫଳରେ କେରଳର ଉଡୁକ୍କି ଜିଲାରେ ହୋଇଥିବା ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି। ରବିବାର ୧୬ ଜଣଙ୍କ ମୃତଦେହ...

କାହିଁକି ଗିରଫ ହେଲେ ହରିୟାଣା ପୋଲିସ ଆଇଜି

ଚଣ୍ଡିଗଡ଼, ୨୨।୮: ଜବରଦସ୍ତି ଘରେ ପଶି ୨ଜଣ ମହିଳାଙ୍କ ସହ ଖରାପ ବ୍ୟବହାର କରିବା ଅଭିଯୋଗରେ ହରିୟାଣା ପୋଲିସର ଜଣେ ବରିଷ୍ଠ ଆଇଜି ଗିରଫ ହୋଇଛନ୍ତି।...

କଂଗ୍ରେସକୁ ଝଟ୍‌କା: ଦଳ ଛାଡି ଆପ୍‌ରେ ଯୋଗଦେଲେ ପ୍ରହ୍ଲାଦ ସିଂ

ନୂଆଦିଲ୍ଲୀ,୬।୧୦: କଂଗ୍ରେସକୁ ପୁଣି ଝଟକା ଲାଗିଛି। ଦିଲ୍ଲୀର ବରିଷ୍ଠ କଂଗ୍ରେସ ନେତା ପ୍ରହ୍ଲାଦ ସିଂ ସାହଣୀ ରବିବାର ଆମ ଆଦମି ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀ...

Coronavirus Update

Archives

Model This Week

Why Dharitri