Posted inଜାତୀୟ

ୟୁପି ନିର୍ବାଚନ ଫଳାଫଳ ଚକିତ କରିପାରେ

ଭୋପାଳ,୧୦।୧: ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ବେଶ୍‌ ଚକିତ କରିପାରେ। ଏହା ପଛରେ କାରଣ ଭାଜପା ସରକାର ପ୍ରତି ଥିବା ଲୋକମାନଙ୍କ ଅସନ୍ତୋଷ ଏବଂ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଜାରି ରଖିଥିବା ପ୍ରଚାର ଅଭିଯାନ। ଏଭଳି ପୂର୍ବାନୁମାନ କରିଛନ୍ତି ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ।

ଫେବୃୟାରୀ ୧୦ ତାରିଖରୁ ୟୁପିରେ ୭ ପର୍ଯ୍ୟାୟରେ ନିର୍ବାଚନ ହେବ। ମାର୍ଚ୍ଚ ୧୦ରେ ଏହାର ଫଳାଫଳ ଘୋଷଣା କରାଯିବ।

ପ୍ରିୟଙ୍କା ଆରମ୍ଭ କରିଥିବା ‘ଲଡ୍‌କି ହୁଁ ଲଡ୍‌ ସକ୍ତି ହୁଁ’ (ମୁଁ ଝିଅଟେ ଲଢ଼ି ପାରିବି) ଅଭିଯାନକୁ ୟୁପିରେ ପ୍ରତ୍ୟେକ ଧର୍ମ ଓ ଜାତିର ଲୋକ ସ୍ବୀକାର କରିଛନ୍ତି।

“ମୁଁ ନିକଟରେ ୟୁପି ଯାଇଥିଲି। ମୋ ଯୁବ କଂଗ୍ରେସ ବେଳର ସହଯୋଗୀଙ୍କୁ ଭେଟିଥିଲି। ଲୋକେ ଶାସକ ଦଳ ଉପରେ ରାଗିଛନ୍ତି। ଆଉ ପ୍ରିୟଙ୍କାଙ୍କ ଉଦ୍ୟମ ରାଜ୍ୟରେ ପରିବର୍ତ୍ତନ ଆଣିବ। ନିର୍ବାଚନ ଫଳାଫଳ କେବଳ କଂଗ୍ରେସକୁ ନୁହେଁ ପୂରା ରାଜ୍ୟକୁ ଚକିତ କରିଦେବ” ବୋଲି ବରିଷ୍ଠ କଂଗ୍ରେସ ନେତା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଲା ଦୀକ୍ଷିତଙ୍କ ବିୟୋଗ କଂଗ୍ରେସର ଏକ ଅପୂରଣୀୟ କ୍ଷତି

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କର ୮୧ ବର୍ଷ ବୟସରେ ଦିଲ୍ଲୀର ଫୋର୍ଟିସ୍‌ ଏସକର୍ଟସ୍‌ ହାର୍ଟ ଇନଷ୍ଟୁଚ୍ୟୁଟରେ ପରଲୋକ ହୋଇଛି। ଦୀର୍ଘ ୧୫ ବର୍ଷକାଳ...

କହିଥିଲେ, ଦେଲେ ନାହିଁ

ନୂଆଦିଲ୍ଲୀ,୨୬ା୪: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ବିଭିନ୍ନ ରାଜ୍ୟର ଦାବି ପରେ ମେ’ ୧ ତାରିଖରୁ ୧୮-୪୪ ବର୍ଷୀୟଙ୍କୁ କୋଭିଡ୍‌-୧୯ ଟିକା ନେବା ପାଇଁ...

ଡାକ୍ତରଙ୍କୁ ଦରମା ନ ମିଳିବା ନେଇ ମତ ରଖିଲେ ସୁପ୍ରିମକୋର୍ଟ: କହିଲେ, ଯୁଦ୍ଧରେ ସୈନ୍ୟଙ୍କୁ କରିପାରିବ ନାହିଁ ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୧୨।୬: କରୋନା ଭାଇରସ୍‌ ବିରୋଧରେ ଯୋଦ୍ଧା ସାଜିଥିବା ଡାକ୍ତରଙ୍କ ଦରମା ନ ମିଳିବା ଏବଂ ତାଙ୍କର ଉପଯୁକ୍ତ ରହଣୀ ବ୍ୟବସ୍ଥାକୁ ନେଇ ଶୁକ୍ରବାର କଡ଼ା ଆଭିମୁଖ୍ୟ...

କୃଷିମନ୍ତ୍ରୀଙ୍କୁ ଦିଗ୍‌ବିଜୟଙ୍କ ପ୍ରଶ୍ନ: ଗୋଧ୍ରା କାଣ୍ଡ କ’ଣ ଥିଲା

ନୂଆଦିଲ୍ଲୀ,୫ ।୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଛନ୍ତି କୃଷକ । ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଶୁକ୍ରବାର...

‘ଏ ସବୁ ବନ୍ଦ କର ନଚେତ…’, ସୀମା ହଇଦରଙ୍କ ଉପରେ ନିର୍ମାଣ ହେଉଥିବା ଫିଲ୍ମକୁ ନେଇ ଚେତାବନୀ ଦେଲା ରାଜ ଠାକରେଙ୍କ ଦଳ

ମୁମ୍ବାଇ,୧୩।୮: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ରାଜ ଠାକରେଙ୍କ ପାର୍ଟି ମହାରାଷ୍ଟ୍ର ନବନିର୍ମାନ ସେନା (ଏମଏନଏସ)ର ଜଣେ ନେତା ଚେତାବନୀ ଦେଇଛନ୍ତି। ସୀମା ହାଇଦାର...

ଦେଶର ୨୫୭ ଥାନାରେ ନାହିଁ ଗାଡ଼ି, ୬୩୮ରେ ନାହିଁ ଫୋନ!

ନୂଆଦିଲ୍ଲୀ,୧୧ ।୨: ସଂସଦର ଏକ ସ୍ଥାୟୀ ସମିତି ଗୁରୁବାର ସଂସଦରେ ପ୍ରସ୍ତୁତ ନିଜ ରିପୋର୍ଟରେ ଦର୍ଶାଇଛି କି ଦେଶର ୨୫୭ ଥାନରେ କୌଣସି ଗାଡ଼ି ନାହିଁ...

ପାଞ୍ଚ କୋଟିରୁ ଅଧିକ ଜିଏସଟି ଚୋରି ଅଭିଯୋଗ ହେଲେ ତାକୁ ଅଭ୍ୟାସଗତ ଚୋର ବୋଲି ବିବେଚନା କରାଯିବ, ନିଆଯିବ କଡା କର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୩ ।୯: ଟିକସ ଫାଙ୍କିବା, ଇନପୁଟ ଟ୍ୟାକ୍ସ କ୍ରେଡିଟ(ଆଇଟିସି) କିମ୍ବା ରିଫଣ୍ଡ ରାଶି ୫ କୋଟିରୁ ଅଧିକ ହୋଇଥିବା ସେ କ୍ଷେତ୍ରରେ ଜିଏସଟି ଅଧିକାରୀମାନେ ଆଇନଗତ...

ରାହୁଲଙ୍କୁ ଖାଲି କରିବାକୁ ପଡ଼ିବ ସରକାରୀ ବଙ୍ଗଳା: ଜାରି ହେଲା ନୋଟିସ୍‌

ନୂଆଦିଲ୍ଲୀ,୨୭।୩: ସଂସଦରୁ ସଦସ୍ୟତା ପଦ ଯିବା ପରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିଜର ସରକାରୀ ବଙ୍ଗଳା ଛାଡ଼ିବାକୁ ପଡ଼ିବ। ସୋମବାର ଏଥିପାଇଁ ଲୋକ...

Advertisement
Archives

Model This Week