Posted inଜାତୀୟ

ୟୁପିରେ ୪ ନକଲି ଖବରଦାତା ଗିରଫ

ଲକ୍ଷ୍ନୌ, ୨୫ା୮: ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗରରୁ ପୋଲିସ ୪ ଜଣ ନକଲି ଖବରଦାତାଙ୍କୁ ଗିରଫ କରିଛି। ସେମାନେ ବିଭିନ୍ନ ପୋଲିସ ଅଧିକାରୀଙ୍କୁ ଧମକଚମକ ଦେଇଆସୁଥିଲେ। ସେମାନଙ୍କ ବିରୋଧରେ ପୋଲିସରେ ବିଭିନ୍ନ ଅଭିଯୋଗ କରାଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଏମାନଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସୁଶିଲ ପଣ୍ଡିତ, ଚନ୍ଦନ ରାୟ, ନୀତୀଶ ପାଣ୍ଡେ ଓ ଉଦିତ୍‌ ଗୋଏଲ। ସେମାନେ ଜାଲ୍‌ ଓ୍ବେବସାଇଟ ଓ ମାଗାଜିନ୍‌ ଚଲାଇଥିଲେ ବୋଲି ପୋଲିସ କହିଛି। ପୋଲିସ ଅଧିକାରୀଙ୍କ ବିରୋଧରେ ବିଭିନ୍ନ ଖବର ଛାପିବା ଓ ସେମାନଙ୍କୁ ଧମକାଇ ବ୍ୟବହାର କରୁଥିବା ଜଣାପଡ଼ିଛି। ଗିରଫ ପରେ ସେମାନଙ୍କ ଅସଲ ଚେହେରା ପଦାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ଦୁଇଦିନ ଚେନ୍ନାଇରେ ପ୍ରବଳ ବର୍ଷା ସମ୍ଭାବନା: ସ୍କୁଲ ବନ୍ଦ

ଚେନ୍ନାଇ,୮ ।୧୧: ପ୍ରବଳ ବର୍ଷା ଯୋଗୁ ତାମିଲନାଡୁର ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି । କିଛି ଜିଲାରେ ଏବେବି ପ୍ରବଳ ବର୍ଷା ଜାରି ରହିଛି...

ମୋବାଇଲରେ ଦୈନିକ ୪.୮ ଘଣ୍ଟା ବିତାଉଛନ୍ତି ଭାରତୀୟ

ନୂଆଦିଲ୍ଲୀ,୧୫ା୧୧: ସ୍ମାର୍ଟଫୋନରେ ସବୁଠାରୁ ଅଧିକ ସମୟ ବିତାଉଥିବା କ୍ଷେତ୍ରରେ ଭାରତର ସ୍ଥାନ ୪ର୍ଥରେ ରହିଛି। ମୋବାଇଲ ଆପ୍‌ ଆନାଲିଷ୍ଟ କମ୍ପାନୀ ଏପ୍‌ ଏନି ପକ୍ଷରୁ ପ୍ରକାଶିତ...

ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା, ମାଙ୍କଡ଼ ନାମରେ ମାମଲା

ଭୋପାଳ,୧୧।୩: ମଧ୍ୟପ୍ରଦେଶର ଗୁରୁଜରବର୍ଡିଆ ଗ୍ରାମରେ ଥିବା ଏକ ବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ଅନୁସନ୍ଧାନ ପରେ ପୋଲିସ...

ଟିଏମ୍‌ସି, ସିପିଆଇ ଏବଂ ଏନ୍‌ସିପି ଉପରେ ଝୁଲୁଛି ଖଣ୍ଡା: ରଦ୍ଦ ହୋଇପାରେ ଜାତୀୟ ରାଜନୈତିକ ଦଳ ମାନ୍ୟତା

ନୂଆଦିଲ୍ଲୀ,୨୯।୮: ଟିଏମ୍‌ସି, ସିପିଆଇ ଏବଂ ଏନ୍‌ସିପି ଉପରେ ଜାତୀୟ ରାଜନୈତିକ ଦଳ ମାନ୍ୟତା ହରାଇବା ଖଣ୍ଡା ଝୁଲୁଛି। ଲୋକ ସଭା ନିର୍ବାଚନରେ ଜାତୀୟ ରାଜନୈତିକ ଦଳ...

ମାଟି ତଳେ ପୋତି ହୋଇଛି ଶହଶହ ଗାଡ଼ିମୋଟର

ଜୟପୁର,୨୦ା୮: ୫ ଦିନ ଧରି ଲଗାଣ ବର୍ଷା ଯୋଗୁ ରାଜସ୍ଥାନର ରାଜଧାନୀ ଜୟପୁରରେ ଲୋକେ ବାରହୀନସ୍ତା ଭୋଗ କରୁଛନ୍ତି। ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। କେଉଁଠି...

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ନୂଆ ଦଳର ଏଣ୍ଟ୍ରି

କୋଲକାତା,୨୧।୧- ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନର ମାସେ ପୂର୍ବରୁ ରାଜ୍ୟରେ ଉଭା ହୋଇଛି ଏକ ନୂଆ ରାଜନୈତିକ ଦଳ। ଫୁରଫୁରା ଶରିଫ ଦରଘାର ଧର୍ମ ପ୍ରଚାରକ...

ଥରକରେ ୧୦୦ ଜଣଙ୍କୁ ଦିଆଯିବ କରୋନା ଟିକା: ଜଣଙ୍କ ପାଇଁ ଅଧାଘଣ୍ଟା

ନୂଆଦିଲ୍ଲୀ,୮।୧୨: ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଖୁବ୍‌ ଶୀଘ୍ର ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଜରୁରିକାଳୀନ ସ୍ଥିତିରେ ଭାରତରେ କରୋନା ଟିକା ଦିଆଯିବା...

ପଶ୍ଚିମବଙ୍ଗରେ ଦିଦିଙ୍କୁ ଝଟକା

କୋଲକାତା,୨୩।୫: ପଶ୍ଚିମ ବଙ୍ଗରେ ଭାଜପା ପାଖାପାଖି ୧୭ ଆସନରେ ଆଗୁଆ ଥିବା ବେଳେ ତ୍ରୁଣମୂଳ କଂଗ୍ରେସକୁ ଲାଗିଛି ଝଟ୍‌କା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ସେଠାରେ...

Advertisement
Archives

Model This Week