ହ୍ରିତିକ-ଟାଇଗରଙ୍କ ପାଇଁ ବନ୍ଦ ରହିଲା ପର୍ତ୍ତୁଗାଲ ସହର

ମୁମ୍ବାଇ: ବଲିଉଡ୍‌ ନାୟକ ହ୍ରିତିକ ରୋଶନ ଓ ଟାଇଗର ର୍ଶଫଙ୍କ ପାଇଁ ୨ ଦିନ ପର୍ତ୍ତୁଗାଲର ପୋରଟୋ ସହର ବନ୍ଦ ରହିଥିବା ଜଣାପଡିଛି। ତେବେ ଏହା ଅନ୍ୟ କୌଣସି କାରଣ ପାଇଁ ନୁହେଁ ବରଂ ଫିଲ୍ମ ‘ଓ୍ବାର’ର ଶୁଟିଂ ପାଇଁ ଏମିତି ଅନୁମତି ନେଇଥିଲେ ନିର୍ଦ୍ଦେଶକ। କିଛିଦିନ ହେବ ପର୍ତ୍ତୁଗାଲ ସହରରେ ‘ଓ୍ବାର’ ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଏହାର ପୋରଟୋ ସହରରେ ଥିବା ମୁଖ୍ୟ ବ୍ରିଜ୍‌ ଉପରେ ହ୍ରିତିକ ଓ ଟାଇଗରଙ୍କ ଏକ ଲମ୍ବା ତଥା ହାଇସ୍ପିଡ ଆକ୍ସନ୍‌ ସିନ୍‌ ରହିଥିଲା। ସେଥିପାଇଁ ଏହି ବ୍ରିଜ୍‌କୁ ବନ୍ଦ କରିବାକୁ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଅନୁମତି ନେଇଥିବା ପ୍ରକାଶ କରିଛନ୍ତି। ପୂର୍ବରୁ ଏହି ସହର କେବେ ବନ୍ଦ ହୋଇ ନ ଥିବା ବେଳେ ଏଠାକାର ବାସିନ୍ଦା ଉତ୍ସୁକତାର ସହ ଚାହିଁ ରହିଥିଲେ କ’ଣ ପାଇଁ ଏହା ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମେ’ଡେ’ରେ ନଜର ଆସିବେ ରକୁଲ

ମୁମ୍ବାଇ: ଅଜୟ ଦେବଗନଙ୍କ ନିର୍ଦ୍ଦେଶିତ ଫିଲ୍ମ ମେ’ ଡେରେ ରକୁଲ ପ୍ରିତ ସିଂଙ୍କର ଏଣ୍ଟ୍ରି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଏଥିରେ ରକୁଲ ମହାନାୟକ...

ନିଶାଙ୍କ ସମର୍ଥନରେ ବାହାରିଲେ ରାମାୟଣର ‘ସୀତା’: ମୁଣ୍ଡର କ୍ଷତ ଦେଖି କହିଲେ…

ବମ୍ବେ: କିଏ ସତ କହୁଛି ଆଉ କିଏ ମିଛ। କିଛି ଜଣାପଡ଼ୁନାହିଁ। ଏପରିସ୍ଥଳେ ଦିନକୁ ଦିନ ନୂଆ ନୂଆ ବିବାଦ ମୁଣ୍ଡ ଟେକୁଛି। ଆମେ କଥା...

ଅମିତାଭ ବଚ୍ଚନଙ୍କ ଆଖିରେ ଲୁହ

‘କୌନ ବନେଗା କରୋଡପତି’ ହେଉଛି ଟିଭି ଜଗତର ସବୁଠାରୁ ହିଟ ରିଏଲିଟି ଶୋ। ଶୋ’ର ହୋଷ୍ଟ ଅମିତାଭ ବଚ୍ଚନଙ୍କ ଶୈଳୀ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି।...

ସ୍ବାମୀଙ୍କ ମୃତ୍ୟୁ ପରେ ପୁଣି ୫୪ ବର୍ଷରେ ବିବାହ କରିଥିଲେ ଏହି ଅଭିନେତ୍ରୀ

ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ବିଦ୍ୟା ସିହ୍ନା ଅନ୍ୟତମ। ସେ ହିନ୍ଦୀ ସିନେମାର ଜଣେ ପ୍ରମୁଖ ଅଭିନେତ୍ରୀ ଥିଲେ। ଏହାସହ ବିଦ୍ୟା ବହୁତ କମ ବୟସରୁ...

ସବାଙ୍କ ସହ ରିଲେସନଶିପକୁ ସ୍ୱୀକାର କଲେ ହ୍ରିତିକ!

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଆଜିକାଲି ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାକୁ ଆସୁ ନାହାନ୍ତି ତା’ଠାରୁ ଅଧିକ ଚର୍ଚ୍ଚାକୁ ଆସୁଛନ୍ତି ତାଙ୍କ ପର୍ସନାଲ...

ଏହି ଅଭିନେତ୍ରୀଙ୍କ ଆଉଟ୍‌ଫିଟ୍‌ ଦେଖି ପ୍ରଶଂସକ କହିଲେ…

ମୁମ୍ବାଇ: ଅଭିନେତ୍ରୀ ମୌନୀ ରାୟ ଆଜିକାଲି ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହୁଛନ୍ତି। ପ୍ରତିଦିନ ମୌନୀ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଶେୟାର...

କଲର୍ସ ଚ୍ୟାନେଲରେ ପ୍ରସାରିତ ହେବ ‘ମହାଭାରତ’!

ମୁମ୍ବାଇ,୩।୫: କରୋନା ଲକ୍‌ଡାଉନ ପାଇଁ ଏବେ ସବୁ ଶୁଟିଂ ବନ୍ଦ ଥିବାରୁ ଟେଲିଭିଜନରେ ପୁରୁଣା ଧାରାବାହିକ ଗୁଡିକ ପୁଣିଥରେ ଦେଖିବାକୁ ମିଳିଛି। ଘରୋଇ ଚ୍ୟାନେଲର ପ୍ରତିଯୋଗୀତାରେ...

ସଞ୍ଜୟଙ୍କ ଜନ୍ମଦିନରେ ରିଲିଜ ହେଲା ‘କେଜିଏଫ ଚ୍ୟାପ୍ଟର ୨’ ପୋଷ୍ଟର

ବଲିଉଡର ଖ୍ୟାତନାମା ଅଭିନେତା ସଞ୍ଜୟ ଦତ୍ତଙ୍କ ଆଜି ଜନ୍ମଦିନ। ସେ ୬୧ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ଆଗାମୀ ଫିଲ୍ମ ‘କେଜିଏଫ ଚ୍ୟାପ୍ଟର ୨’ରେ...

Advertisement
Archives

Model This Week