ହୋଟେଲରେ ଚାଲିଥିଲା ଜୁଆଆଡ୍ଡା: ଚଢ଼ାଉ କରି ୮ଜଣଙ୍କୁ ଗିରଫ କଲା ରାୟଗଡ଼ା ପୋଲିସ

ରାୟଗଡ଼ା ଅଫିସ,୨୯। ୧୦-ରାୟଗଡ଼ା ଏସପି ଶର୍ବଣା ବିବେକଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ନିଆର ରନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍‌ କୌଣସି ସୂତ୍ରରୁ ଖବର ପାଇ ଏକ ହୋଟେଲ ରୁମ୍‌ରେ ଚାଲିଥିବା ଜୁଆଅଡ୍ଡା ଉପରେ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ କରିଥିଲେ। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି ା ଗିରଫ ଅଭିଯୁକ୍ତମାନେ ହେଲେ ଭାନୁପ୍ରସାଦ ମାଝୀ (୩୫), ଗୈାତମ ଜେନ (୪୩), ମନୋଜ କୁମାର ରଥୀ (୪୪), ମୁକେଶ ଜେନ (୩୯) ଆନନ୍ଦା ଜେନ (୪୫) ସାଇଳେସ କୁମାର( ୪୬)ସାଜନ ଜେନ (୪୯) ଦୀପକ ଜେନ (୪୪) ଘଟଣାସ୍ଥଳରୁ ୧ ଲକ୍ଷ ୩୫ ହଜାର ୧୦୦ ଟଙ୍କା , ତାସର ୧୦୪ ପତା ,ବିଭିନ୍ନ କମ୍ପାନୀର ୮ ଟି ମୋବାଇଲ ଫୋନ , ୪ ଟି ମୋଟର ସାଇକଲ ବାଇକ ଉଦ୍ଦାର କରାଯାଇଛି ା କେସ ନମ୍ବର ୩୮୫/୧୯ ରେ ଏକ ମାମଲା ରୁଜୁ କରାଯାଇ ଏମାନଙ୍କୁ ଗିରଫ କରାଯାଇଥିବା ଏସ୍‌ଡିପିଓ ତପନ ନାରାୟଣ ରଥ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସଦାଚରଣ ଅଭିଯୋଗର ନିରପେକ୍ଷ ତଦନ୍ତ ଦାବି: ଥାନା ଆଗରେ ଛାତ୍ରୀଙ୍କ ବିକ୍ଷୋଭ, ରାସ୍ତା ଅବରୋଧ

ରାଇରଙ୍ଗପୁର,୫ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳର ଜନୈକା କଲେଜ ଛାତ୍ରୀ ଟ୍ୟୁଶନ ଯାଇଥିବାବେଳେ ମଙ୍ଗଳବାର ଜଣେ କମ୍ପ୍ୟୁଟର ଶିକ୍ଷକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।...

ପୂଜାରେ ଭାଙ୍ଗିବ ପରମ୍ପରା

ଭୁବନ, ୧୯।୧୦ (ବିପିନ ବିହାରୀ ସେଠୀ) : ସ୍ଥିତି ସ୍ବାଭାବିକ ଥିଲେ ଏତେବେଳକୁ ଆରମ୍ଭ ହୋଇସାରନ୍ତାଣି ଗହଳଚହଳ। ମେଢ଼, ମୂର୍ତ୍ତି, ସାଜସଜ୍ଜା ପାଇଁ ଚାଲିଥାନ୍ତା ପ୍ରତିଯୋଗିତା। ବଳଦଙ୍କୁ...

ବିଦ୍ୟୁତ ତାର ଲଗି ବୃଦ୍ଧଙ୍କ ଜୀବନ ଗଲା

ତିହିଡି,୧୭।୪(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡି ଥାନା ଅଧୀନ ବାହାବଳପୁର ଗ୍ରାମର ଦୀନବନ୍ଧୁ ବେହେରା(୮୧) ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ବାଡିରେ କାମ...

ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରସଙ୍ଗ:ରାଜ୍ୟ ଜଣାଇଲେ ପଦକ୍ଷେପ ନେବ କେନ୍ଦ୍ର

ପୁରୀ ଅଫିସ, ୧।୩: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଶନିବାର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ଜାତୀୟ କର୍ମଶାଳାରେ ଯୋଗଦେବାକୁ...

ପାରାଦୀପ-ହରିଦାସପୁର ରେଳପଥ : କାର୍ଯ୍ୟରେ ଅଙ୍କୁଶ ଲଗାଇଲେ ଏନ୍‌ଜିଟି

ପାରାଦୀପ,୨୩।୮(ସ୍ବ.ପ୍ର.): ପାରାଦୀପ-ହରିଦାସପୁର ରେଳପଥ ନିର୍ମାଣକୁ ନେଇ ଏବେ ପୁଣି ବିବାଦ ସୃଷ୍ଟି ହୋଇଛି। ଏହି ରେଳପଥ ନିର୍ମାଣ କ୍ଷେତ୍ରରେ ଅନିୟମିତତା ଏବଂ ଇଆଇଏ (ଏନଭର୍ନମେଣ୍ଟ ଇମ୍ପ୍ୟାକ୍ଟ...

ମୋବାଇଲ ବ୍ୟାଟେରୀ ଫାଟି ଛାତ୍ର ଗୁରୁତର

ଭଦ୍ରକ ଅଫିସ,୧୭।୨: ଭଦ୍ରକ ଜିଲା ତିହିଡ଼ି ବ୍ଲକ ମହରମପୁର ତାରାଶୁଣି ଗାଁରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସୁଲେଖ ସାହୁ ନାମକ...

ପୋଲିସଙ୍କୁ ଛତା ପ୍ରଦାନ

ଛେଣ୍ଡିପଦା, ୬।୪(ସ୍ବ.ପ୍ର.)-କରୋନା ମୁକାବିଲା ଲାଗି ପରିବାରକୁ ଭୁଲି ଦିନରାତି ଖଟୁଛନ୍ତି ପୋଲିସ କର୍ମଚାରୀ। କେତେକ ସ୍ଥାନରେ ଅମାନିକ ଯୁବକମାନେ ପୋଲିସ ଉପରକୁ ଆକ୍ରମଣ କରିବା ଭଳି...

ନକଲି ଚେକ୍‌ରେ ବ୍ୟାଙ୍କରୁ ୨.୮୭ କୋଟି ଠକେଇ

ଭୁବନେଶ୍ୱର, ୯।୧(ବ୍ୟୁରୋ): ନକଲି ଚେକ୍‌ରେ ବ୍ୟାଙ୍କରୁ ୨.୮୭ କୋଟି ଟଙ୍କା ଉଠାଇ ନେଇଥିବା ଜଣେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି।...

Advertisement
Archives

Model This Week