ହୋଟେଲରୁ ସାମ୍ପୁ ଚୋରି କରନ୍ତି ଦୀପିକା

ବଲିଉଡର ଆଗଧାଡିର ନାୟିକା ଦୀପିକା ପାଦ୍ୟୁକୋନ୍‌ ହୋଟେଲରୁ ସାମ୍ପୁ ଚୋରି କରିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ତାଙ୍କର ଜଣେ ନିକଟ ବନ୍ଧୁ ସ୍ନେହା ରାମଚନ୍ଦ୍ରର ଏକଥା ଖୁଲାସା କରିଛନ୍ତି। ବନ୍ଧୁତ୍ୱ ଦିବସ ପୂର୍ବରୁ ଦୀପିକାଙ୍କ ପାଇଁ ଲେଖିଥିବା ଚିଠିରେ ସେ କହିଛନ୍ତି, ଦୀପିକାଙ୍କ ଭଳି ବନ୍ଧୁ ଭାଗ୍ୟରେ ଥିଲେ ମିଳେ। ସେ ବହୁତ୍‌ ଦୟାଳୁ। ସାଙ୍ଗ ପାଇଁ ସେ କିଛି ବି କରିପାରନ୍ତି। ଏପରିକି ହୋଟେଲରୁ ମନପସନ୍ଦର ସାମ୍ପୁ ବି ନେଇଆସିପାରନ୍ତି ବୋଲି ସ୍ନେହା କହିଛନ୍ତି। ଦୀପିକା ବିବାହ ପରେ ‘ଛପାକ୍‌’ ଫିଲ୍ମରେ ନଜର ଆସିବେ। ତାଙ୍କ ଅପୋଜିଟ୍‌ ବିକ୍ରାନ୍ତ ମ୍ୟାସି ଅଭିନୟ କରିବେ ବୋଲି ଜଣାପଡିଛି। ଏହି ଫିଲ୍ମଟି ଦୀପିକାଙ୍କ କ୍ୟାରିୟର ସବୁଠୁ ଚ୍ୟାଲେଞ୍ଜିଂ ଫିଲ୍ମ ହେବ ବୋଲି କୁହାଯାଉଛି। କାରଣ ଫିଲ୍ମରେ ସେ ଏସିଡ୍‌ ଆଟାକ୍‌ ଯୁବତୀ ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ନିୟମ ସହ ଏହି ଦିନ ଆରମ୍ଭ ହେବ ବିଗ୍‌ ବସ ସିଜିନ-୧୪

ମୁମ୍ବାଇ: ଟେଲିଭିଜନର ବେଶ୍‌ ଲୋକପ୍ରିୟ ରିୟଲିଟି ଶୋ’ ବିଗ୍‌ ବସର ନୂଆ ସିଜିନ୍‌ ପୁଣି ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଆସୁଛି। ଚଳିତ ବର୍ଷ ସେପ୍ଟେମ୍ବର...

ଆସନ୍ତା ବର୍ଷ ଇଦ୍‌ରେ ରିଲିଜ୍‌ ହେବ ‘ଟାଇଗର ୩’

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ୩’ର ରିଲିଜ୍‌ ତାରିଖକୁ ଅପେକ୍ଷାର ସହ ରହିଛନ୍ତି ଦର୍ଶକ। ଏହି ଫିଲ୍ମରେ ସଲମାନଙ୍କ ସହ କ୍ୟାଟ୍ରିନା...

ଅସଜଡା କେଶ, ଭୟଙ୍କର ଆଖି: କ୍ୱାରାଣ୍ଟାଇନ୍‌ରେ ରଣବୀର

ମୁମ୍ବାଇ: କରୋନା ଭାଇରସ୍‌ କବଳରେ ଏପର୍ଯ୍ୟନ୍ତ ୧୮୮ ଦେଶ ରହିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ଭାଇରସ୍‌ ବିରୋଧରେ ସାରା...

ଗୁଜବକୁ ଖାତିର କରେନି: ଲିପି ମହାପାତ୍ର

ପାଠରେ ଶାଠରେ ପ୍ରେମରେ, ଝିଅ ମୁଁ ଏକ ନମ୍ବର…। ବାସ୍ତବରେ ପାଠରେ ଯେମିତି, ନୃତ୍ୟ ଏବଂ ଅଭିନୟରେ ମଧ୍ୟ ସେପରି ଦକ୍ଷତା ରଖୁଥିବା ବ୍ୟକ୍ତିତ୍ୱ ହେଉଛନ୍ତି...

ଅଡୁଆ କରୁଛି କିସ୍‌

ଦିଶା ପଟାନି ଏବେ ଟେନସନରେ। କାରଣ ଯେଉଁ କେତୋଟି ଅଫର ମିଳୁଛି ସେଥିରେ ଲିପ୍‌-ଲକ୍‌ ସିନ୍‌ ରହୁଛି। ଆଉ ଏକଥା ଶୁଣିବା ପରେ ଦିଶା ପ୍ରଥମେ...

କଡା ସୁରକ୍ଷା ମଧ୍ୟରେ ବିବାହ କରିବେ ସିଦ୍ଧାର୍ଥ-କିଆରା

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟେ ଆସନ୍ତା ୭ ତାରିଖରେ ଜୈଲସଲମେର ସୂର୍ଯ୍ୟଗଡ ପ୍ୟାଲେସ...

ଅନୁରାଗ କଶ୍ୟପଙ୍କ ସହ ସିକ୍ରେଟ୍‌ ଆଫେୟାରକୁ ନେଇ ଏମିତି କହିଲେ ମନ୍ଦାନା

ଅଭିନେତ୍ରୀ ତଥା ମଡେଲ ମନ୍ଦାନା କରିମି କଙ୍ଗନା ରାଣାଓ୍ବତଙ୍କ ଶୋ’ ‘ଲକ୍‌ ଅପ’ରେ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ। ବର୍ତ୍ତମାନ ସେ ଶୋ’ରୁ ବିଦାୟ ନେଇଛନ୍ତି...

ଜେଲେନ୍‌ସ୍କିଙ୍କ ଭିଡିଓ ସମ୍ବୋଧନରୁୁ ଆରମ୍ଭ ହେଲା କାନସ୍ ଫିଲ୍ମ ଫେଷ୍ଟିଭାଲ

ଫ୍ରାନ୍ସ,୧୮ ।୫: ଚଳିତ ବର୍ଷର କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୫ତମ ସଂସ୍କରଣର ଆରମ୍ଭ ରୁଷିଆ ଆକ୍ରମଣକୁ ସାମ୍ନା କରୁଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍‌ସ୍କିଙ୍କ ଭିଡିଓ...

Advertisement
Archives

Model This Week