Posted inଜାତୀୟ

ହେଲମେଟ୍‌ ନ ଥିଲେ ମିଳିବନି ପେଟ୍ରୋଲ: ଜୁନ୍‌ ୧ରୁ ନିୟମ ହେବ ଲାଗୁ

ନୋଏଡ଼ା,୧୫ା୫: ସଡ଼କ ଦୁର୍ଘଟଣା ରୋକିବା ପାଇଁ ଉତ୍ତରପ୍ରଦେଶ ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ା ପ୍ରଶାସନ ପକ୍ଷରୁ ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଏଣିକି ହେଲମେଟ୍‌ ପିନ୍ଧି ନ ଥିବା ଦୁଇ ଚକିଆ ଗାଡି ଚାଳକଙ୍କୁ ପେଟ୍ରୋଲ ପମ୍ପ୍‌ରେ ପେଟ୍ରୋଲ ମିଳିବନି। ଏହି ନିୟମ ଜୁନ୍‌ ୧ ଠାରୁ ଲାଗୁ ହେବ ବୋଲି ଜିଲାପାଳ ବୃଜେଶ ନାରାୟଣ ସିଂ ଏନେଇ ସୂଚନା ଦେଇଛନ୍ତି। ଏନେଇ ସହରର ସମସ୍ତ ପେଟ୍ରୋଲ ପମ୍ପ୍‌ ମାଲିକଙ୍କ ସହିତ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ କ୍ୟାଣ୍ଟିନରେ ପ୍ରଥମ ଭେଟ…କିଏ ଏହି ଏହି ଶ୍ରୀନାଥ? ଯାହାଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତି ବିଜୟ

ଥିରୁଭାନନ୍ତପୁରମ,୨୨।୫: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥଲାପତି ବିଜୟ ଗୁରୁବାର ତାଙ୍କ କ୍ୟାବିନେଟର ବିସ୍ତାର କରିଛନ୍ତି। ଏହି ସମାରୋହରେ ୨୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ରାଜ୍ୟପାଳ…

ହର୍ମୁଜରେ ବଢି ଚାଲିଛି ସମସ୍ୟା ଉପରେ ସମସ୍ୟା, ଦେଖି ଚାହିଁ ଖର୍ଚ୍ଚ କରନ୍ତୁ LPG

ନୂଆଦିଲ୍ଲୀ/ତେହରାନ,୨୨।୫: ଇରାନ ସହିତ ସଂଘର୍ଷ ଯୋଗୁ ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ଆଉ ଏକ ନିରାଶାଜନକ ଖବର ସାମ୍ନାକୁ ଆସିଛି। ଏହି ସମୟରେ, ସମସ୍ତଙ୍କ…

ପଛରେ ପଡିଗଲେ କୋହଲି: ଜାଣନ୍ତୁ କାହା ପାଖରେ ଅଛି ଅରେଞ୍ଜ-ପର୍ପଲ କ୍ୟାପ୍‌

ନୂଆଦିଲ୍ଲୀ,୨୨।୫: ଇଣ୍ଡିଆନ ପ୍ରିମିୟର ଲିଗ (IPL 2026) ର ୧୯ତମ ସଂସ୍କରଣରେ ୬୬ଟି ମ୍ୟାଚ ଖେଳାଯାଇଛି। ଲିଗ ପର୍ଯ୍ୟାୟରେ ଆଉ ୪ଟି ମ୍ୟାଚ ବାକି ଅଛି। ତିନୋଟି…

୨୦୨୯ ନିର୍ବାଚନରେ ଭାଜପା-କଂଗ୍ରେସକୁ ଟକ୍କର ଦେବ କକ୍‌ରୋଚ ଜନତା ପାର୍ଟି! ରାତାରାତି ବଢିଗଲା…

ନୂଆଦିଲ୍ଲୀ,୨୨।୫: ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ଦ୍ୱାରା ଦିଆଯାଇଥିବା ‘କାକରୋଚ’ (ଅସରପା) ବୟାନ ପରଠାରୁ ସୋସିଆଲ ମିଡିଆରେ ଏକ ନୂଆ ବିତର୍କ ଆରମ୍ଭ ହୋଇଯାଇଛି। ଏହି ବୟାନର…

୧୨ ଦିନ ମଧ୍ୟରେ ଶୁଭେନ୍ଦୁ ସରକାରଙ୍କ ପ୍ରଥମ ୟୁ-ଟର୍ଣ୍ଣ, ଗଣମାଧ୍ୟମକୁ ନେଇ ନେଲେ ଏଭଳି ନିଷ୍ପତ୍ତି

କୋଲକାତା,୨୨।୫: ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଭାଜପା ସରକାର ପଶ୍ଚିମବଙ୍ଗରେ ଦାୟିତ୍ୱ ଗ୍ରହଣ କରିବାର ୧୨ ଦିନ ବିତିଗଲାଣି। ଏହି ସମୟ ମଧ୍ୟରେ ପ୍ରଶାସନ ଦ୍ରୁତ ଗତିରେ ନିଷ୍ପତ୍ତି…

ଜାରି ହେଲା ପେଟ୍ରୋଲ-ଡିଜେଲର ନୂଆଦର, କେଉଁଠି କମିଲା ତ କେଉଁଠି ବଢ଼ିଲା?

ନୂଆଦିଲ୍‌ଲୀ,୨୨।୫: ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ଅସ୍ଥିରତା ମଧ୍ୟରେ, ଦେଶର ସରକାରୀ ତୈଳ କମ୍ପାନୀଗୁଡ଼ିକ ଆଜି ପେଟ୍ରୋଲ ଏବଂ ଡିଜେଲର ନୂତନ ଦର ପ୍ରକାଶ କରିଛନ୍ତି।…

୨୪ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା: ଏହି ଦିନ ହେବ ଭୋଟିଂ

ନୂଆଦିଲ୍ଲୀ,୨୨।୫: ଜୁନ-ଜୁଲାଇରେ ଖାଲି ପଡୁଥିବା ୨୪ଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଏହା ସହିତ ମହାରାଷ୍ଟ୍ର ଏବଂ ତାମିଲନାଡୁର ଦୁଇଟି…

ଇନ୍‌ଷ୍ଟାଗ୍ରାମରେ ଭାଜପାକୁ ପଛରେ ପକାଇଲା ‘କକ୍‌ରୋଚ ଜନତା ପାର୍ଟି’: ନୂଆ ଆକାଉଣ୍ଟ ସହ ଫେରିଲେ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୨୨ା୫(ପି.ଟି.):ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି କରିଥିବା ବ୍ୟଙ୍ଗାତ୍ମକ ଡିଜିଟାଲ ଆନ୍ଦୋଳନ ‘କକ୍‌ରୋଚ ଜନତା ପାର୍ଟି’ (ସିଜେପି) ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୁରୁବାର ଏହି ପାର୍ଟିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri