ହୃଦରୋଗ, କ୍ୟାନସର ଆଶଙ୍କା ଦୂର କରେ କାଙ୍କଡ଼

ବ୍ୟସ୍ତବହୁଳ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ ଆମକୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବାହାର ଖାଦ୍ୟ ଖାଇ ନାନା ରୋଗ ଗ୍ରାସ କରୁଛି । ଏଥିରୁ ମୁକ୍ତି ପାଇବା ବିଭିନ୍ନ ସବୁଜ ପନିପରିବା ଆମେ ଖାଉଥିଲେ ମଧ୍ୟ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଶକ୍ତି ମିଳୁନାହିଁ। କିନ୍ତୁ କାଙ୍କଡ଼ ଏମିତି ଏକ ପରିବା ଯାହା ଖାଇଲେ ଶରୀରକୁ ଶକ୍ତି ମିଳିବା ସହିତ ବିଭିନ୍ନ ରୋଗଠାରୁ ଦୂରେଇ ରଖିଥାଏ। ଏହା ଖାଲି ଏକ ପରିବା ନୁହେଁ, ଏଥିରେ ବହୁ ଔଷଧିୟ ଗୁଣ ମଧ୍ୟ ଭରି ରହିଛି।

ମିଠା କଲରା କୁହାଯାଉଥିବା କାଙ୍କଡ଼ ସ୍ବାସ୍ଥ୍ୟ ପ୍ରତି ବହୁ ଲାଭଦାୟକ। ଏଥିରେ ପ୍ରଚୁର ପରିମାଣର ଫାଇଟୋକେମିକାଲ୍‌ସ, ଆଣ୍ଟିଅକ୍ସିଡେଣ୍ଟ, ମେମୋରେଡିସିନ୍‌ ଏବଂ ଫାଇବର ରହିଛି। ଏହା ଶରୀରରୁ ରକ୍ତ ପରିଷ୍କାର କରିବା ସହିତ ଥଣ୍ଡା କାଶ ପାଇଁ ରାମବାଣ ସଦୃଶ। ଏହା ସହିତ ଭୟଙ୍କର କ୍ୟାନସର ଏବଂ ହୃଦରୋଗ ଜନିତ ସମସ୍ୟା ମଧ୍ୟ ଦୂର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ଶରୀରର ଓଜନ କମ୍‌ କରିଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦୈନନ୍ଦିନ ଖାଦ୍ୟରେ ଏହାକୁ ସାମିଲ କଲେ କ୍ୟାନସର ପରି ମାରାତ୍ମକ ରୋଗ ଆଶଙ୍କା କମ୍‌ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଖାଦ୍ୟ

ଭିଟାମିନ୍‌ ‘ଇ’ : ଭିଟାମିନ୍‌-‘ଇ’ର ରହିଛି ଅତି ଫଳପ୍ରଦ ଆଣ୍ଟିଅକ୍ସିଡାଣ୍ଟ ବା ପ୍ରତିଜାରକ ପ୍ରଭାବ। ତେଣୁ ଏହା ଅତ୍ୟନ୍ତ କ୍ଷତିକାରୀ ମୁକ୍ତମୂଳକ ବା ପ୍ରିରେଡିକାଲଗୁଡ଼ିକ ଅକାମୀ...

ଗୋଲାପ ତେଲର ଉପକାରିତା

ଗୋଲାପ ଫୁଲ ଦେଖିବାକୁ ଯେତିକି ସୁନ୍ଦର ସେତିକି ମନଲୋଭା। ଏହାର ଔଷଧୀୟ ଗୁଣ ବେଳେବେଳେ ଆମର କିଛି ଶାରୀରିକ ସମସ୍ୟାର ସମାଧାନ କରିଥାଏ। ଗୋଲାପ ତେଲ...

ବୁଦ୍ଧିମତ୍ତା ବଢ଼ାଏ ଯୋଗ

ନିୟମିତ ଯୋଗ କରିବା ଦ୍ୱାରା କି ଉପକାର ମିଳେ ତାହା କେବଳ ଅନୁଭବୀ ହିଁ ଜାଣେ। ତେଣୁ ଆଜିକାଲି ଅନେକେ ଏହାକୁ ଦୈନନ୍ଦିନ ଜୀବନ ତାଲିକାରେ...

ଘରୋଇ ଉପଚାରରେ ଦୂର କରନ୍ତୁ ଥଣ୍ଡା ସମସ୍ୟା

ଋତୁ ପରିବର୍ତ୍ତନ ଦ୍ୱାରା ମନୁଷ୍ୟ ଶରୀରରେ ଏହାର ଅନେକ ପ୍ରଭାବ ପଡ଼ିଥାଏ। ଏହି ଦିନଗୁଡ଼ିକରେ ଫ୍ଲ୍ୟୁ, ଭାଇରାଲ ଫିବର ଭଳି ଅନେକ ସମସ୍ୟା ଦେଖାଯାଇଥାଏ। ତେବେ...

କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ ବସୁଥିଲେ ହୋଇପାରେ ଏହି ସମସ୍ୟା

ଆଜିକାଲି ଅଧିକାଂଶ ଲୋକ ଅଫିସରେ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି କାର୍ଯ୍ୟ କରିଥା’ନ୍ତି। ମାତ୍ର ଏହା ଦ୍ୱାରା ଚକ୍ଷୁ ଉପରେ କୁପ୍ରଭାବ ପଡ଼ିଥାଏ। ତେଣୁ...

ଓଜନ କମାଇବାକୁ ଚାହୁଁଥିଲେ…

ଲଣ୍ଡନ: ବ୍ରିଟେନ୍‌ର ବ୍ରିଘମ୍‌ ୟଙ୍ଗ୍‌ ୟୁନିଭର୍‌ସିଟିର ବିଶେଷଜ୍ଞମାନେ ଏକ ଗବେଷଣା କରି କହିଛନ୍ତି, ଓଜନ କମାଇବା ପାଇଁ ବ୍ୟାୟାମ ଜରୁରୀ। ତେଣୁ ବିଶେଷଜ୍ଞମାନେ ୧୨୦ ଛାତ୍ରୀଛାତ୍ରଙ୍କୁ...

ମା’ ଭଳି ବାପା ବି ହୋଇପାରିବେ ଝିଅର ଭଲ ବନ୍ଧୁ…

ଅନେକ ସମୟରେ ଝିଅଟି ତା’ ଜୀବନରେ ଘଟୁଥିବା ପ୍ରତ୍ୟେକ କଥା ବିନା ସଙ୍କୋଚରେ ମା’ଙ୍କୁ କହିବା ଦେଖାଯାଇଥାଏ। ଏପରିକି କେତେକ ସ୍ଥାନରେ ପିତାଙ୍କ ଅନୁମତି ଲାଗି...

କାଶର ଘରୋଇ ଉପଚାର

ଛୋଟ ପିଲାମାଙ୍କୁ କାଶ ହେବା ଫଳରେ ଅନେକ ଯନ୍ତ୍ରଣା ହୋଇଥାଏ। ମା’ ବାପା ଏନେଇ ଅଧିକ ଚିନ୍ତାରେ ପଡ଼ିଯାଇଥାନ୍ତି। ସବୁଠୁ ବଡ ସମସ୍ୟା ହେଉଛି ଦୁଇ...

Advertisement
Archives

Model This Week