ହିନ୍ଦୀ ଦିବସକୁ ନେଇ କ’ଣ କହିଲେ ମନୋଜ

ମୁମ୍ବାଇ: ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ହିନ୍ଦୀ ଦିବସକୁ ନେଇ କହିଛନ୍ତି ଏହି ଭାଷା ତାଙ୍କ ପାଇଁ ସବୁଠାରୁ ବଡ ଶକ୍ତି। କାରଣ ସେ ଦୀର୍ଘ ୨୫ ବର୍ଷ ହେବ ବଲିଉଡ୍‌ ଦୁନିଆରେ କାମ କରୁଛନ୍ତି କେବଳ ହିନ୍ଦୀ ପାଇଁ। ରଙ୍ଗମଞ୍ଚରୁ କ୍ୟାରିୟର ଆରମ୍ଭ କରିଥିବା ମନୋଜ କୁହନ୍ତି ଏବେ ମୁଁ ହିନ୍ଦୀ ପଢି ଲେଖି ପାରୁଛି ତା’ମାନେ ନୁହେଁ ଏହା ମୋର ଦୁର୍ବଳତା, ବରଂ ଏହା ମୋର ଶକ୍ତି ବୋଲି ସେ କହିଛନ୍ତି। ତାଙ୍କ ମାତୃଭାଷା ଭୋଜପୁରୀ ହୋଇଥିବା ବେଳେ ଏବେ ମନୋଜଙ୍କର କିନ୍ତୁ ହିନ୍ଦୀ ଭାଷା ଉପରେ ଭଲ ଜ୍ଞାନ ରହିଛି। ସେ କୁହନ୍ତି, ଏବେ ମୋ ଝିଅ ହିନ୍ଦୀ କହି ପାରୁନାହିଁ। କିନ୍ତୁ ମୁଁ ସବୁବେଳେ ଚେଷ୍ଟା କରୁଛି ସେ କେମିତି ହିନ୍ଦୀ କହୁ। ସେଥିପାଇଁ ସେ ସବୁବେଳେ ଝିଅ ସହ ହିନ୍ଦୀରେ କଥା ହୁଅନ୍ତି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲ୍‌ ପନାଗ ଗୁପ୍ତ ରଖିଥିଲେ ଏସବୁ କଥା: ୬ ମାସ ପରେ ପଡ଼ିଥିଲା ଧରା…

ମୁମ୍ବାଇ, ୩।୧: ମିସ୍‌ ୟୁନିଭର୍ସରୁ ବଲିଉଡ୍‌ ଅଭିନେତ୍ରୀ ପାଲଟି ଥିବା  ଗୁଲ୍‌ ପନାଗ‌ ରବିବାର ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୯ ଜାନୁୟାରୀ ୩ରେ...

ଶାହରୁଖଙ୍କ ଝିଅକୁ କଳା କହିବାରୁ, ଦେଲେ ଏମିତି ଜବାବ

ଦେଶ ତଥା ବିଶ୍ୱରେ ରଙ୍ଗଭେଦ ଏକ ବଡ ପ୍ରସଙ୍ଗ। ବିଶେଷକରି ଏହାର ପ୍ରଭାବ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିଛି। ଏବେ ଫିଲ୍ମ ତାରକାମାନେ ମଧ୍ୟ ଏହା...

ଖବରଦାତାଙ୍କୁ ଫୋନ୍‌କରି ଗାଳିଗୁଲଜ କରିଥିଲେ ଏହି ସୁପରଷ୍ଟାର

ଭୋଜପୁରୀ ସୁପରଷ୍ଟାର ଦୀନେଶ ଲାଲ ଯାଦବ ଓରଫ୍‌ ନିରହୁଆ ମଙ୍ଗଳବାର ନିଜର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ଫେବୃଆରୀ ୨, ୧୯୭୯ରେ ଉତ୍ତରପ୍ରଦେଶ ଗାଜିପୁରର ଟଣ୍ଡଓ୍ବା...

ସଲମାନ ଖାଁ ନୁହେଁ ବରଂ ଆମିର ଖାଁଙ୍କ ଏହି ମୁଭି ପ୍ରଥମ ଥର ଛୁଇଁଥିଲା ୧୦୦ କୋଟି

ମୁମ୍ବାଇ: ହିନ୍ଦୀ ସିନେମାର ଦୁଇ ମେଗା ସୁପରଷ୍ଟାରଙ୍କ ବିଷୟରେ କହିବାକୁ ଗଲେ ସଲମାନ ଖାନ ଏବଂ ଆମିର ଖାନଙ୍କ ନାମ ନିଶ୍ଚିତ ଭାବରେ ଏଥିରେ ଅନ୍ତର୍ଭୂକ୍ତ...

ପୁଅର ଫଟୋ ଶେୟାର କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ପୁଣି ଥରେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୁଅର ଏକ ସୁନ୍ଦର ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ତାଙ୍କ ପୁଅ ଆଭିଆନ...

ଜ୍ୟାକଲିନଙ୍କ ଇମୋଶନାଲ ପୋଷ୍ଟ

ମୁମ୍ବାଇ: ମହଙ୍ଗା ମାଡରେ ଭାଙ୍ଗି ପଡିଥିବା ଶ୍ରୀଲଙ୍କା ପରିସ୍ଥିତି ଦେଖି ଦୁଃଖ ପ୍ରକାଶ କରିଛନ୍ତି ବଲିଉଡ ନାୟିକା ଜ୍ୟାକଲିନ ଫର୍ନାଡିଜ । ସେ ତାଙ୍କ ଇନଷ୍ଟାଗ୍ରାମରେ...

ଉଲଗ୍ନ ଭିଡିଓ ଶେୟାର କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଆମେରିକୀୟ ଗାୟିକା, ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ଜେନିଫର୍‌ ଲୋପେଜ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ...

କଳସ ପୂଜା କଲେ ଅମିର

ବଲିଉଡ୍‌ର ମିଷ୍ଟର ପଫେକ୍ଟନିଷ୍ଟ ଅମିର ଖାନ୍‌ ‘ଲାଲ ସିଂ ଚଢା’ ଫ୍ଲପ୍‌ ହେବା ପରେ ଫିଲ୍ମରୁ କିଛି ଦିନ ବିରତି ନେଇଛନ୍ତି। ନିକଟରେ ସେ ପୂର୍ବତନ...

Advertisement
Archives

Model This Week