ହିନ୍ଦୀ ଦିବସକୁ ନେଇ କ’ଣ କହିଲେ ମନୋଜ

ମୁମ୍ବାଇ: ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ହିନ୍ଦୀ ଦିବସକୁ ନେଇ କହିଛନ୍ତି ଏହି ଭାଷା ତାଙ୍କ ପାଇଁ ସବୁଠାରୁ ବଡ ଶକ୍ତି। କାରଣ ସେ ଦୀର୍ଘ ୨୫ ବର୍ଷ ହେବ ବଲିଉଡ୍‌ ଦୁନିଆରେ କାମ କରୁଛନ୍ତି କେବଳ ହିନ୍ଦୀ ପାଇଁ। ରଙ୍ଗମଞ୍ଚରୁ କ୍ୟାରିୟର ଆରମ୍ଭ କରିଥିବା ମନୋଜ କୁହନ୍ତି ଏବେ ମୁଁ ହିନ୍ଦୀ ପଢି ଲେଖି ପାରୁଛି ତା’ମାନେ ନୁହେଁ ଏହା ମୋର ଦୁର୍ବଳତା, ବରଂ ଏହା ମୋର ଶକ୍ତି ବୋଲି ସେ କହିଛନ୍ତି। ତାଙ୍କ ମାତୃଭାଷା ଭୋଜପୁରୀ ହୋଇଥିବା ବେଳେ ଏବେ ମନୋଜଙ୍କର କିନ୍ତୁ ହିନ୍ଦୀ ଭାଷା ଉପରେ ଭଲ ଜ୍ଞାନ ରହିଛି। ସେ କୁହନ୍ତି, ଏବେ ମୋ ଝିଅ ହିନ୍ଦୀ କହି ପାରୁନାହିଁ। କିନ୍ତୁ ମୁଁ ସବୁବେଳେ ଚେଷ୍ଟା କରୁଛି ସେ କେମିତି ହିନ୍ଦୀ କହୁ। ସେଥିପାଇଁ ସେ ସବୁବେଳେ ଝିଅ ସହ ହିନ୍ଦୀରେ କଥା ହୁଅନ୍ତି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କ ସହ ରଣବୀରଙ୍କ ସେଲ୍‌ଫି ସୋସିଆଲ ମିଡିଆରେ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଷ୍ଟାର ରଣବୀର ସିଂ ଏବେ ଲଣ୍ଡନରେ ତାଙ୍କ ଅପ୍‌ କମିଂ ଫିଲ୍ମ ‘୮୩’ ପାଇଁ ବ୍ୟସ୍ତ ଅଛନ୍ତି। ହେଲେ ସେଠାରେ ସେ ତାଙ୍କ...

ଛୋଟ ପିଲା ଭାବି ଇଣ୍ଡଷ୍ଟ୍ରିରେ ମୋତେ ଗୁରୁତ୍ୱ ଦେଉ ନ ଥିଲେ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ମାପିଚୁପି କଥା କହୁ ନ ଥିବା କଳାକାରଙ୍କ ମଧ୍ୟରୁ ବଲିଉଡ୍‌ ଅଭିନେତା ରିଷି କପୁର ଅନ୍ୟତମ। ବଲିଉଡ୍‌ ହେଉ କି ବ୍ୟକ୍ତିଗତ...

ମୁଁ ଜନ୍ମରୁ ମୁସଲମାନ, ଆଗକୁ ବି ରହିବି: ନୁଶରତ୍‌ ଜହାଁ

କୋଲକତା, ୪।୭: ପଶ୍ଚିମବଙ୍ଗର ବସିରହାଟରୁ ନବନିର୍ବାଚିତ ତୃଣମୂଳ ସାଂସଦ ନୁଶରତ୍‌ ଜହାଁ ନିକଟରେ କୋଲକାତାର ଜଣେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ବିହାହ ପରେ...

ପ୍ରଭାସଙ୍କ ମା’ ହେବେ ଭାଗ୍ୟଶ୍ରୀ

ଫିଲ୍ମ ‘ମୈନେ ପ୍ୟାର କିୟା’ ରେ ନିଜର ସୌନ୍ଦର୍ଯ୍ୟ ଓ ସୁନ୍ଦର ଅଭିନୟ ଦ୍ୱାରା ଦର୍ଶକ ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି...

କାର୍ତ୍ତିକଙ୍କ ଭିଡ଼ିଓକୁ ଶେୟାର କଲେ ମୋଦି

ମୁମ୍ବାଇ: କରୋନା ଭାଇରସ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଭଳି ପରିସ୍ଥିତିରେ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଜରୁରୀ ହୋଇପଡିଛି। ବଲିଉଡ୍‌ ମୁଭି...

ବାସ୍ତବ ଜୀବନରେ କୌଣସି ସୁପରହିରୋଙ୍କଠାରୁ କମ୍‌ ନୁହନ୍ତି ବଲିଉଡ୍‌ର ଏହି ‘ସିଙ୍ଗଲ ଫାଦର୍ସ’

ମୁମ୍ବାଇ: ଚଳଚ୍ଚିତ୍ରରେ ବିଭିନ୍ନ ଚରିତ୍ରରେ ଅଭିନୟ କରିବା ହେଉ ଅଥବା ନିର୍ଦ୍ଦେଶନା, ପ୍ରଯୋଜନା କ୍ଷେତ୍ରକୁ ଓହ୍ଲାଇଥିବା ବଲିଉଡ୍‌ କଳାକାରମାନେ ବାସ୍ତବ ଜୀବନରେ କେତେ ସଫଳ ତାହା...

ଆଖିବୁଜିଲେ ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କୁମକୁମଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ୧୯୩୪, ଏପ୍ରିଲ ୨୨ରେ ବିହାରର...

ଆଦିତ୍ୟଙ୍କୁ ଛାଡ଼ି ଛୁଟି ମନାଇବାକୁ ବାହାରିଲେ ନେହା କକ୍କର

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଆଜିକାଲି ରିଲାକ୍ସ ମୁଡ୍‌ରେ। ଇଣ୍ଡିଆନ୍‌ ଆଇଡଲ୍‌ରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟଙ୍କ ସହ ବିବାହ ଡ୍ରାମା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *