Posted inVideo

ହାରିଲା କରୋନା, ଜିତିଲେ ବୃଦ୍ଧ ଦମ୍ପତି | Elderly couple wins over corona

Featured Video Play Icon

ଦୃଢ ମନୋବଳ ଓ ଇଚ୍ଛାଶକ୍ତି ଆଗରେ ହାର ମାନିଛି କରୋନା । ଯାହାର ଉଦାହରଣ ହେଉଛନ୍ତି କେରଳର ଏହି ବୟସ୍କ ବ୍ୟକ୍ତି । କାରଣ ଏମାନେ ପୂର୍ବରୁ ହୃଦଘାତ ଏବଂ ୟୁରିନ୍ ଇନଫେକସନରେ ପୀଡିତ ଥିଲେ । କରୋନକୁ ହରାଇଥିବା କେରଳର ଏହି ବୃଦ୍ଧ ଦମ୍ପତିଙ୍କ ମଧ୍ୟରୁ ବୃଦ୍ଧଙ୍କ ବୟସ ୯୩ ବର୍ଷ ହୋଇଥିବା ବେଳେ ବୃଦ୍ଧାଙ୍କର ବୟସ ୮୩ବର୍ଷ । କରୋନା ଭୂତାଣୁକୁ ହରାଇ ଏହି ଦୁଇ ଜଣ ଏବେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ବାଣ୍ଟିଲେ ସାନିଟାଇଜର, କଲେ ସଚେତନ

ଏବେ ସାରା ଦେଶ ମାରାତ୍ମକ କରୋନା ସହ ଲଢେଇ କରୁଛି । ଏହି ସମୟରେ ମହିଳାମାନଙ୍କୁ ସଚେତନ କରାଇଛନ୍ତି ଟ୍ରାଫିକ୍ ଡିସିପି ସାଗରିକା ନାଥ ଓ...

‘ଦିଲ୍ ବେଚାରା’ ଫିଲ୍ମ ଦେଖି ଦର୍ଶକଙ୍କ ପ୍ରତିକ୍ରିୟା କଣ ରହିଛି ଦେଖନ୍ତୁ..

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ପ୍ରଶଂସକ ମାନେ ତାଙ୍କର ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’କୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ତେବେ...

Featured Video Play Icon

Papu Pom Pom makes fun of Ranu Mondal | ରାନୁ ମଣ୍ଡଳଙ୍କୁ କମେଡି କରି ଫସିଲେ ପପୁ ପମ୍‌ପମ୍‌

Just a few days after hurling sexist slurs on sprint queen Dutee Chand, comedian Papu Pom Pom landed himself...

Featured Video Play Icon

ଭୁବନେଶ୍ୱର ଶଟ୍‌ଡାଉନ, ଲୋକେ କେତେ ସଚେତନ

୧୧ଟି ଜିଲ୍ଲାରେ ସପ୍ତାହକ ଶଟଡାଉନର ଆଜି ଶେଷ ଦିନ | ଆଗକୁ କଣ ରହିବ ସରକାର ପଦକ୍ଷେପ, ତାଉପରେ ସମସ୍ତଙ୍କ ନଜର ରହିଛି | ଗଜପତି,...

Featured Video Play Icon

ରିୟାଙ୍କୁ ସପୋର୍ଟ କରି ଏମିତି କହିଲେ ତାପସି

ଏହି ଏପିସୋଡରେ ଦେଖିବା କାହିଁକି କମୁଛି କଙ୍ଗନାଙ୍କ ପ୍ରଶଂସକଙ୍କ ସଂଖ୍ୟା । କାହିଁକି ସିଲ୍ ହେଲା ଲତାଙ୍କ ଘର । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି...

Featured Video Play Icon

ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ | First case of coronavirus in Odisha

ଓଡ଼ିଶାରେ ଚିହ୍ନଟ ହୋଇଛି ପ୍ରଥମ କରୋନା ଭାଇରସ୍ ପଜିଟିଭ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସଂପୃକ୍ତ ଯୁବକଙ୍କ ଚିକିତ୍ସା କରାଯାଉଛି । ସଂପୃକ୍ତ ଯୁବକ ଜଣକ...

Featured Video Play Icon

ବାବୁ ମହଲ: ସନିଆର ଆଖିଦୋଷ

ଦୈନନ୍ଦିନ ଜୀବନରେ ସୁସ୍ଥ ରହିବା ପାଇଁ ସବୁଜ ପନିପରିବା ଖାଇବା ନିହାତି ଦରକାର, କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଖାଇବା ଦ୍ଵାରା ତାହା ଆମ ଶରୀର...

Featured Video Play Icon

Monsoon plays hide and seek in Odisha || ଲୁଚକାଳି ଖେଳୁଛି ମୌସୁମୀ

Even though meterologists suggest that monsoon has covered entire Odisha, lack of rainfall has brought back memories of summer....

Coronavirus Update


Archives

Model This Week

Why Dharitri