Posted inଜାତୀୟ

‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ବଡ଼ ଘୋଷଣା କରିପାରନ୍ତି ଟ୍ରମ୍ପ

ନୂଆଦିଲ୍ଲୀ,୧୯।୯: ଆସନ୍ତା ୨୨ରେ ଆମେରିକାର ହ୍ୟୁଷ୍ଟନଠାରେ ପାଖାପାଖି ୫୦ ହଜାର ଭାରତୀୟଙ୍କୁ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଯୋଗ ଦେବେ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବା ସହ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ ଟ୍ରମ୍ପ କହିଛନ୍ତି ମୋଦିଙ୍କ ସହ ତାଙ୍କର ଖୁବ୍‌ ଭଲ ସମ୍ପର୍କ ରହିଛି। ତେଣୁ ହାଓଡି ମୋଦି କାର୍ଯ୍ୟକ୍ରମରେ ସେ ହୁଏତ କିଛି ବଡ ଘୋଷଣା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଦିନରେ ୨୦ କେଜି କୋଭିଡ୍‌ ଔଷଧ ସଂଗ୍ରହ କଲେ ଡାକ୍ତର ଦମ୍ପତି

ମୁମ୍ବାଇ,୧୨।୫: ମୁମ୍ବାଇର ଏକ ଡାକ୍ତର ଦମ୍ପତି କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କଠାରୁ ଔଷଧ ସଂଗ୍ରହ କରି ଗରୀବ କରୋନା ଆକ୍ରାନ୍ତଙ୍କୁ ବାଣ୍ଟୁଛନ୍ତି। ଡ. ମାର୍କସ...

ତୃତୀୟ ପର୍ଯ୍ୟାୟରେ କୋହଳ

ନୂଆଦିଲ୍ଲୀ,୩।୫(ପି.ଟି.): ଦୀର୍ଘ ୪୦ ଦିନ ଧରି ଦେଶରେ ଲକ୍‌ଡାଉନ ଜାରି ରହିବା ସତ୍ତ୍ୱେ କରୋନା ସଂକ୍ରମଣ କମିନାହିଁ। ଲକ୍‌ଡାଉନ ଉଠାଇଦେଲେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ...

ହ୍ବାଟସଆପରେ ସ୍କ୍ରିନ୍‌ଶଟ ମନା…

ନୂଆଦିଲ୍ଲୀ,୪।୧୦ : ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟସଆପ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଉ ଏକ ନୂତନ ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏବେ ଆଉ ମେସେଜ...

ଚୁଲି ପାଉଁଶ ଏବେ ଅନ୍‌ଲାଇନ୍‌ରେ ବିକ୍ରି

ନୂଆଦିଲ୍ଲୀ,୭।୩: କାଠ ଚୁଲିର ପାଉଁଶ ପୁଣି ଇ-କମର୍ସ ବଜାରରେ ମିଳୁଛି। ଏହା ଶୁଣିଲେ ଯେ କେହି ହୁଏତ ଆଶ୍ଚର୍ଯ୍ୟ ହୋଇ ପାରନ୍ତି। ମାତ୍ର ଏହା ସତ।...

ଭାଜପା-ଶିବସେନା ୨୨୫ ଆସନରେ ଜିତିବ ବୋଲି ଦାବି କଲେ ଗୋୟଲ

ମୁମ୍ବାଇ,୨୧।୧୦: ମହାରାଷ୍ଟ୍ର ବିଧାନସଭା ଲାଗି ସୋମବାର ଭୋଟ ଗ୍ରହଣ କରାଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ମହାରାଷ୍ଟ୍ରରେ ଭାଜପା ଓ ଶିବସେନା ମେଣ୍ଟ...

ଗର୍ଲଫ୍ରେଣ୍ଡ ପାଇଁ ସୋନୁଙ୍କୁ ଆଇଫୋନ୍‌ ମାଗିଲେ ଯୁବକ

ନୂଆଦିଲ୍ଲୀ,୨୨।୬: କରୋନା ମହାମାରୀରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରି ଆସୁଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କୁ ଗର୍ଲଫ୍ରେଣ୍ଡଙ୍କ ପାଇଁ ଆଇଫୋନ ମାଗିଛନ୍ତି ଜଣେ ଯୁବକ। ଏହାର...

ଏନ୍‌ସିବିରେ ହାଜର ହେଲେ ସାରା

ମୁମ୍ବାଇ,୨୬ା୯: ‌ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ପଚରାଉଚରା  ପାଇଁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ନାର୍କୋଟିକ୍ସ ସେଣ୍ଟ୍ରାଲ ବ୍ୟୁରୋ (ଏନ୍‌ସିବି)ରେ ହାଜର ହୋଇଛନ୍ତି।...

ଗାଡିରେ ଲେଖାହୋଇଛି ନବାବ-ଦାରୁ: ଚିନ୍ତାରେ ପୋଲିସ, ନମ୍ବର ନ ଥାଇ କିପରି କାଟିବ ଚାଲାଣ

ଆଗ୍ରା,୧୩।୧୨: ଦେଶରେ ନୂଆ ମୋଟରଯାନ ଲାଗୁ ହେବା ପରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହୋଇଛି। ଏଥିସହ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଏକ ଫଟୋ ଚାଲାଣର ବ୍ୟବସ୍ଥା...

Advertisement
Archives

Model This Week