Posted inଜାତୀୟ

ହରିୟାଣା ସ୍କୁଲରେ ବଢିଲା ଗ୍ରୀଷ୍ମକାଳୀନ ଛୁଟି ଅବଧି

ପଞ୍ଚକୁଲା,୧।୭: ହରିୟାଣାରେ ଗ୍ରୀଷ୍ମର ପ୍ରବାହ କମି ନ ଥିବା ବେଳେ ସୋମବାର ସରକାର ସ୍କୁଲର ଗ୍ରୀଷ୍ମ ଛୁଟିକୁ ଜୁଲାଇ ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ଉଭୟ ସରକାରୀ ଓ ବେସରକାରୀ ସ୍କୁଲ କ୍ଷେତ୍ରରେ ଲାଗୁ ହେବ। ଫଳରେ ଜୁଲାଇ ୧ରେ ଖୋଲିବାକୁ ଥିବା ସ୍କୁଲ ଜୁଲାଇ ୮ରେ ଖୋଲିବ। ସୂଚନାଯୋଗ୍ୟ, ରବିବାର ହରିୟାଣାର ସର୍ବୋଚ୍ଚ ତାପମାତ୍ରା ଥିଲା ୪୨ ଡିଗ୍ରୀ ସେଲସିୟସ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଗତିପଥ ବଦଳାଇଲା ବାତ୍ୟା: ଓଡ଼ିଶାର ଏହି ସ୍ଥାନରେ କରିବ ଲ୍ୟାଣ୍ଡଫଲ! ଆସିଲା ବଡ଼ ସୂଚନା

ଭୁବନେଶ୍ୱର, ୧୮।୧୧: ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ‘ଅକ୍ୱାନ’। ବୁଧବାର ସକାଳ ୫ଟା ୩୦ ମିନିଟରେ ପର୍ଯ୍ୟବେକ୍ଷଣ ଅନୁଯାୟୀ, ଏହା ଭୀଷଣ ବାତ୍ୟାରେ ପରିଣତ…

ଶନିଙ୍କ ମାର୍ଗୀ ଚଳନ: ୨୦୨୭ ପୂର୍ବରୁ ୪ ରାଶିଙ୍କ ଘରକୁ ଆସିବ ଧନର ସୁଅ! ଚାକିରି-ବ୍ୟବସାୟରେ…

ଶନିଦେବଙ୍କୁ ନ୍ୟାୟ ଓ କର୍ମଫଳର ଦେବତା ବୋଲି ମାନାଯାଏ। ବ୍ୟକ୍ତିଙ୍କ କର୍ମ ଅନୁସାରେ ଶନିଦେବ ତାଙ୍କୁ ଫଳ ପ୍ରଦାନ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଦେବ ଯେତେବେଳେ…

ଟିମ ଇଣ୍ଡିଆରେ ଫେରିବେ ଦୁଇ ଷ୍ଟାର୍‌ ଖେଳାଳି, ଆସନ୍ତାକାଲି ନ୍ୟୁଜିଲାଣ୍ଡ ସହ ଲଢ଼େଇ; ୯ ନୂଆ ମୁହଁଙ୍କୁ ସୁଯୋଗ!

ନୂଆଦିଲ୍ଲୀ, ୧୮।୧୧: ଟି-୨୦ ଓ ଦିନିକିଆ ସିରିଜ ଜିତିବା ପରେ ଏବେ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ। ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର, ୧୯ ନଭେମ୍ବରରୁ…

ତାମିଲନାଡ଼ୁରେ ବନ୍ଧକ ଥିବା ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲେ ସ୍ବାସ୍ଥ୍ୟମନ୍ତ୍ରୀ: ପରିବାରରେ ଖୁସିର ଲହରୀ

କେସିଙ୍ଗା,୧୮।୧୧(ତୁମେଶ୍ୱର ସାହୁ): ଦୀର୍ଘଦିନ ଧରି ତାମିଲନାଡ଼ୁର ଏକ ଡିଟରଜେଣ୍ଟ କାରଖାନାରେ ବନ୍ଧକ ଥିବା କଳାହାଣ୍ଡି ଜିଲାର ଦାଦନ ଶ୍ରମିକ ଦିନେଶ ମାଝୀ ଶେଷରେ ଉଦ୍ଧାର ହୋଇ ନିଜ…

ଚାଲାଣ ବେଳେ ୫୦ କଇଁଛ ଜବତ, ୨ ଗିରଫ

କାଲିମେଳା, ୧୯।୧୧ (ଜୀବନ କୃଷ୍ଣ ଦାସ): ବେଆଇନ ଭାବେ କଇଁଛ ଚୋରା ଚାଲାଣ ବେଳେ ମାଲକାନଗିରି ଜିଲା କାଲିମେଳା ବନ ବିଭାଗ ଟିମ୍‌ ଚଢ଼ାଉ କରି ୫୦ଟି…

ଶୋକ ପ୍ରସ୍ତାବରୁ ଆରମ୍ଭ ହେଲା ବିଧାନସଭା, ପରେ କମ୍ପିଲା ଗୃହ, ଆଉ ତା’ ପରେ…

ଭୁବନେଶ୍ୱର,୧୮ା୧୧: ବୁଧବାର ଆରମ୍ଭ ହୋଇଛି ଶୀତ ଅଧିବେଶନ। ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ଚାଲିବ। ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି। ଆରମ୍ଭରେ ମୁଖ୍ୟମନ୍ତ୍ରୀ ମୋହନ…

୫୭ ବର୍ଷର ଅପେକ୍ଷାର ହେବ କି ଅନ୍ତ! ଚିନ୍ତାଜନକ ଭାରତୀୟ ଦଳର ଟେଷ୍ଟ ରେକର୍ଡ

ନୂଆଦିଲ୍ଲୀ,୧୮।୧୧:ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି ଭାରତୀୟ କ୍ରିକେଟ ଦଳ। ଟି-୨୦ ଓ ଦିନିକିଆ ସିରିଜ୍‌ର ରୋମାଞ୍ଚ ଶେଷ ହେବା ପରେ ଏବେ ଆରମ୍ଭ ହେବ ଟେଷ୍ଟ ସିରିଜ୍‌ର ଲଢ଼େଇ।…

ଘରବାରଣ୍ଡାରେ ସିନ୍ଦୂରଲଗା ମଣିଷ ଖପୁରି

ନୟାଗଡ଼/ଭାପୁର, ୧୮।୧୧(ଲୋକନାଥ ମିଶ୍ର/ପ୍ରଭାତ ବରାଡ): ବାରିପଟ ଘର ବାରଣ୍ଡାରେ ପଡିଥିଲା ସିନ୍ଦୂର ଲାଗିଥିବା ମଣିଷ ଖପୁରି। ପ୍ରାୟ ୨ମାସ ହେଲା ବିଷ୍ଠା ଓ ଆବର୍ଜନା ବାରଣ୍ଡାରେ ପଡୁଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?