ହଜିଥିବା ଅର୍ଥ ଫେରିପାଇଲେ ଯୁବକ

ଆରଡି, ୧୦ା୪(ଡି.ଏନ.ଏ.)-ଭଦ୍ରକ ଜିଲା ଧୁଷୁରୀ ଥାନା ଅନ୍ତର୍ଗତ ପାୟାସାହି ଗ୍ରାମର ରାଜେଶ ଖାଁ ଏକ ଘରୋଇ ବ୍ୟାଙ୍କରୁ ୨୫ ହଜାର ଟଙ୍କା ଉଠାଇ ନିଜ ଘରକୁ ସାଇକେଲ ଯୋଗେ ଫେରିଥିଲେ ା ବାଟରେ ଆସିଲା ବେଳେ ସୂର୍ଯ୍ୟପୁର ନିକଟରେ ତାଙ୍କର ମନିପର୍ସ ଗଳି ପଡିଥିଲା ା ସେ ଏ ବିଷୟରେ ଅନଭିଜ୍ଞ ଥିଲେ। ଧୂଷୁରୀ ଯିବା ବାଟରେ ପାଳସାହି ଗ୍ରାମର ଅଜିତ ଦାସ ଓ ପାଳସାହି ସରପଞ୍ଚଙ୍କ ସ୍ବାମୀ ପଣ୍ଡିତ ପଞ୍ଚାନନ ମିଶ୍ର ରାଜେଶଙ୍କ ହଜିଥିବା ପର୍ସ ରାସ୍ତା ଉପରେ ପଡିଥିବା ଦେଖିଥିଲେ। ସେହି ପର୍ସକୁ ନେଇ ସେମାନେ ଧୁଷୁରୀ ଥାନାରେ ଦେଇଥିଲେ। ସବ୍‌ଇନ୍ସପେକ୍ଟର ବିଭୂତିଭୂଷଣ ସ୍ବାଇଁ ବ୍ୟାାଙ୍କ ସହ ଯୋଗାଯୋଗ କରି ରାଜେଶଙ୍କୁ ଥାନାକୁ ଡାକିଥିଲେ। ସେଠାରେ ସେ ଉପଯୁକ୍ତ ପ୍ରମାଣ ଦେଖାଇ ସମସ୍ତ ଟଙ୍କା ଆଣିଥିଲେ ା ୨ ବ୍ୟକ୍ତିଙ୍କ ବଦାନ୍ୟତାରୁ ରାଜେଶ ଟଙ୍କା ଫେରିପାଇଥିବାରୁ କୃତଜ୍ଞତା ଜଣାଇଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ହାତ ଟେକି ଦେଇଛନ୍ତି ସରକାରୀ କର୍ମଚାରୀ

ବାମରା, ୨୯।୩ (ଡି.ଏନ.ଏ.) କରୋନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ପାଇଁ ବିଭିନ୍ନ ପ୍ୟାକେଜ ଓ ସୁବିଧା ଘୋଷଣା କରଛନ୍ତି। ହେଲେ କରୋନାରୁ...

କରୋନା ପଜିଟିଭ୍‌ଙ୍କ ନାଁରେ ଏତଲା

ଛତ୍ରପୁର,୨୨ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଏନ୍‌ଏସିର ଭବାନୀ ଶଙ୍କର ପାତ୍ର ୧୮ ତାରିଖରେ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ୨୮ ଦିନ ହୋମ୍‌...

ଜଙ୍ଗଲ ରାସ୍ତାରୁ ନାବାଳକ ଉଦ୍ଧାର

ପରଜଙ୍ଗ,୨୬।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ପୋଲିସ ସୋମବାର ସାରେ ଜଣେ ନାବାଳକଙ୍କୁ ଗଡ଼ପଳାଶୁଣୀ ନିକଟ କରଡାଖମଣ ଗ୍ରାମ ନିକଟ ଜଙ୍ଗଲ ରାସ୍ତାରୁ...

ଗନ୍ଧମାର୍ଦ୍ଦନ ପାହାଡରେ ନିଆଁ

ଖପ୍ରାଖୋଲ, ୧୫ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ସମୀପ ଗନ୍ଧମାର୍ଦ୍ଦନ ପାହାଡରେ ନିଆଁ ଲାଗିଛି। ବନ ବିଭାଗ ଓ ଖପ୍ରାଖୋଲ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ...

କାଠଯୋଡ଼ିକୁ ଡେଇଁଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ନରାଜ, ୨୩।୧୦ (ଡି.ଏନ.ଏ.): ତ୍ରିଶୁଳିଆ ନିକଟରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ଉପରୁ କାଠଯୋଡ଼ି ନଦୀକୁ ଡେଇଁ ପଡିଥିବା ଯୁବକଙ୍କ ମୃତଦେହ ଉଦ୍ଧାର...

ସିଗାରେଟ୍‌ ଟଣାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଅଭିଯୁକ୍ତ ଫେରାର

ଯୋଡ଼ା,୨୮।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ହୁଡ଼ିସାହିଠାରେ ସିଗାରେଟ୍‌ ଟଣାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଶନିବାର ରାତିରେ ହୁଡ଼ିସାହିର ପ୍ରଶାନ୍ତ...

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡିଏଫ୍‌ଓଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରୁ ଆଜି ପର୍ଯ୍ୟନ୍ତ ପରଦା ହଟିପାରିନାହିଁ।  ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ପୋଲିସ ଏବଂ...

ହୀରାକୁଦରେ ଖୋଲିଲା ଆଉ ୩ ଗେଟ୍‌

ସମ୍ବଲପୁର,୨୧ା୭(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଡ୍ୟାମର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ଗୁରୁବାର ୩ଟି ଗେଟ୍‌ ଖୋଲାଯାଇଛି। ପୂର୍ବରୁ ୫ଟି...

Advertisement
Archives

Model This Week