Posted inଫୁରସତ

ସ୍ମାର୍ଟ ଡଷ୍ଟବିନ୍‌ ତିିଆରି କଲେ ୧୨ ବର୍ଷର ବାଳକ, ଆବର୍ଜନା ପୂରଣ ହେଲେ ଖାଲି କରିବାକୁ ପଠାଇବ ସନ୍ଦେଶ

ହାଇଦ୍ରାବାଦର ମହମ୍ମଦ ହସନ ନାମକ ଜଣେ ୧୨ ବର୍ଷୀୟ ବାଳକ ଏକ ସ୍ମାର୍ଟ ଡଷ୍ଟବିନ୍‌ ତିଆରି କରିଛନ୍ତି। ଏହି ଡଷ୍ଟବିନ୍‌ର ଖାସ୍‌ କଥା ହେଲା ଆବର୍ଜନା ପୂରିଯିବା ପରେ ଖାଲି କରିବାକୁ ସନ୍ଦେଶ ପଠାଇବ। ଏହାକୁ ଓ୍ବାଇ-ଫାଇରେ ସଂଯୋଗ କରାଯାଇପାରିବ। ହସନ କୁହନ୍ତି, ତାଙ୍କର ଏପରି ଧାରଣା ସ୍ବଚ୍ଛ ଭାରତ ଅଭିଯାନ ସହିତ ଯୋଡ଼ା ଏକ ଭିଡିଓ ଦେଖିବା ପରେ ଆସିଛି।

ଡଷ୍ଟବିନ୍‌ରେ ଲାଗିଥିବା ଅଲଟ୍ରାସୋନିକ୍‌ ସେନ୍‌ସର ଜଣାଇଦେବ ଏଥିରେ କେତେ ଅଳିଆ ପୂରଣ ହେଲାଣି। ସେନ୍‌ସର ଡଷ୍ଟବିନ୍‌ରେ ଲାଗିଥିବା ଏଲ୍‌ସିଡିରେ ଦେଖାଯିବ। ଯେତେବେଳେ ଡଷ୍ଟବିନ୍‌ ଆବର୍ଜନାରେ ପୂରଣ ହୋଇଯିବ ସେତେବେଳେ ମ୍ୟୁନିସପାଲିଟିକୁ ଅଳିଆ ଉଠାଇବା ପାଇଁ ବାର୍ତ୍ତା ଯିବ। ଏହି ଡଷ୍ଟବିନ୍‌ରେ ଅଲ୍‌୍‌ଟ୍ରାସୋନିକ୍‌ ସେନ୍‌ସର, ସର୍ଭମୋଟୋ, ବଜର ଏବଂ ଏଲ୍‌ସିଡି ଲାଗିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ହସନ୍‌ ଏହା ପୂର୍ବରୁ ସର୍ଭିଂ ରୋବଟ୍‌ ତିଆରି କରିସାରିଛନ୍ତି। ଯାହାକୁ ମାତ୍ର ୧୫ ଦିନରେ ତିଆରି କରିଥିଲେ। ହସନ୍‌ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି ସତ କିନ୍ତୁ ସେ ଇଞ୍ଜିନିୟରିଂ ଛାତ୍ରଙ୍କୁ ପାଠ ବି ପଢ଼ାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ୭୫ ଲକ୍ଷ ଟଙ୍କାର ଉପହାର ଦେବାରୁ ପ୍ରବଳ ରାଗିଗଲେ ପୁଅ; ଜାଣନ୍ତୁ କାହିଁକି

ସାଧାରଣତଃ ପିଲାମାନେ ମା’ ବାପାଙ୍କଠାରୁ ଉପହାର ନେବାକୁ ଚାହିଁ ବସିଥାନ୍ତି। କେହି କେହି ପିଲା ଉପହାର ନେବାକୁ ଅଳି ମଧ୍ୟ କରନ୍ତି। କିନ୍ତୁ ଜଣେ ଯୁବକ...

ଏମିତି ଦେଶ, ଯେଉଁଠି ଛାଡ଼ପତ୍ରକୁ କୁହାଯାଏ କଳଙ୍କ

ବିଶ୍ୱରେ ଅନେକ ଦେଶରେ ଅନେକ ରୀତିନୀତି ଚାଲିଚଳଣି ରହିଛି। ପ୍ରତ୍ୟେକ ଦେଶର ନିୟମ ପରମ୍ପରା ମଧ୍ୟ ଅଲଗା ଅଲଗା। ଆପଣ ନିଶ୍ଚିତ ଜିମ୍ବାଓ୍ବେ ଦେଶର ନାମ...

ମଶା କାମୁଡ଼ାରୁ ରକ୍ଷା କରିବ ଏହି ମାଛ

ଏବେ ମଶା କାମୁଡ଼ାରୁ ରକ୍ଷା କରିବ ମାଛ। ମଶାଠାରୁ ଦୂରେଇ ରହିବା ପାଇଁ ଗାମ୍ବୁଜିଆ ମାଛକୁ ବାହାରୁ ଅଣାଯାଇ ପୋଖରୀ ଏବଂ ଡ୍ରେନରେ ଛଡାଯାଉଛି। ବିହାରର...

ବେଦାନ୍ତର ‘ମେଟାଲ ଓ୍ବିମେନ୍‌’

ଭୁବନେଶ୍ୱର, ୮।୩(ବ୍ୟୁରୋ): ମହିଳାମାନେ ଯେକୌଣସି କାମକୁ ସଫଳତାର ସହ କରିପାରିବେ। କେବଳ ସଫ୍ଟଓ୍ବେର୍‌ ଇଞ୍ଜିନିୟର, ଶିକ୍ଷକ ଓ ଡାକ୍ତର ନୁହେଁ, ମେକାନିକାଲ ଇଞ୍ଜିନିୟର, ଓ୍ବେଲ୍ଡର, ସିକ୍ୟୁରିଟି,...

ବକେଟ୍‌ ଟ୍ରକ୍‌ରେ ଗଲେ ମା’ ପାଖକୁ

ଓହିଓ: ମା’ର ମମତାରେ ଏତେ ଆକର୍ଷଣ ଅଛି ଯେ, ବେଳେବେଳେ ଅସମ୍ଭବ ମନେ ହେଉଥିବା କାମ ବି ସହଜରେ ହୋଇଯାଏ। ଏହାର ଏକ ନିଛକ ଉଦାହରଣ...

ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି: ଚିନ୍ତାରେ ବୈଜ୍ଞାନିକ

ଓ୍ବାଶିଂଟନ,୬।୧: ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି। ୫୦ ବର୍ଷ ତଳେ ଥିବା ପୃଥିବୀର ଘୂରିବା ବେଗ ଏବଂ ବର୍ତ୍ତମାନ ବେଗ ମଧ୍ୟରେ ପାର୍ଥକ୍ୟ ରହିଛି।...

ଲକ୍‌ଡାଉନ୍‌ ସମୟରେ ଘରେ ମଦ ପହଞ୍ଚାଉଛି କୁକୁର, ଭିଡିଓ ଭାଇରାଲ

ଓ୍ବାଶିଂଟନ୍‌: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏହାକୁ ରୋକିବା ପାଇଁ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିରୁ ମଧ୍ୟ ବାଦ୍‌...

ଶୁଆ ପାଳିଲେ ଜେଲଦଣ୍ଡ

ଲକ୍ଷ୍ନୌ: ଆପଣ ଶୁଆ ପାଳିଛନ୍ତି କି? ତା’ହେଲେ ସାବଧାନ ହୋଇଯାଆନ୍ତୁ, ଆପଣଙ୍କୁ ଜରିମାନା ତ ଦେବାକୁ ପଡ଼ିବ ତା’ ସହ ୩ ବର୍ଷ ଜେଲ ଦଣ୍ଡ...

Advertisement
Archives

Model This Week