ସ୍ବା ସ୍ଥ୍ୟ ସୂ ଚ ନା

ବିଛଣାରୁ ଉଠିବା ପୂର୍ବରୁ କିଛି ସମୟ ଷ୍ଟ୍ରେଚିଙ୍ଗ ଏକ୍ସରସାଇଜ କରନ୍ତୁ। ଏହାଦ୍ୱାରା ରକ୍ତ ସଞ୍ଚାଳନ ଏବଂ ପାଚନକ୍ରିୟା ଆହୁରି ସକ୍ରିୟ ହୋଇଥାଏ। କେବଳ ସେତିକି ନୁହେଁ ଏହାଦ୍ୱାରା ଅଣ୍ଟା ଦରଜ ଭଳିି ସମସ୍ୟାରୁ କେତେକାଂଶରେ ଉପଶମ ମିଳିଥାଏ।
ଦୈନନ୍ଦିନ କାମକୁ ନେଇ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସକାଳେ ବ୍ରେକ୍‌ଫାଷ୍ଟ କରିବାକୁ ଭୁଲନ୍ତୁ ନାହିଁ। କାରଣ ଏହା ମାନସିକତାକୁ ସକାରାତ୍ମକ ରଖିବାରେ ଅନେକାଂଶରେ ସାହାଯ୍ୟ କରିଥାଏ।
ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଜଙ୍କ ଫୁଡ୍‌ ଖାଇବା ଯଦି ଅଭ୍ୟାସରେ ପରିଣତ ହୋଇଯାଇଛି ତେବେ ଏଭଳି ଅଭ୍ୟାସ ବଦଳାଇବାକୁ ଚେଷ୍ଟା କରନ୍ତୁ। କାରଣ ଜଙ୍କ୍‌ ଫୁଡ୍‌ଜାତୀୟ ଖାଦ୍ୟ ଯେତେ କମ୍‌ ଖାଇବେ ତାହା ଶରୀର ପାଇଁ ସେତେ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଦିନରେ ହେବେ ସ୍ଲିମ୍‌….

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ସକାଳେ ଅଧଗ୍ଲାସେ ସ୍କିମଡ୍‌ ମିଲ୍କ ପିଇବା ସ୍ବାସ୍ଥ୍ୟ ଲାଗି...

ଡେଙ୍ଗୁର କାରଣ ଓ ନିରାକରଣ

ଡେଙ୍ଗୁ ହେଉଛି ଏକ ମଶାବାହିତ ଭୂତାଣୁଜନିତ ରୋଗ। ଏହା ସଂକ୍ରମିତ ମାଈ ଏଡିଶ ମଶା ସୁସ୍ଥ ଲୋକକୁ କାମୁଡିବା ଦ୍ୱାରା ବ୍ୟାପିଥାଏ। ସଂକ୍ରମିତ ମଶା କାମୁଡ଼ିବାର...

ସ୍ନେହ, ଯତ୍ନ ଅପେକ୍ଷା ପ୍ରେମିକାଙ୍କଠାରେ ଏହି ଗୁଣକୁ ଅଧିକ ପସନ୍ଦ କରନ୍ତି ପୁଅ, ଜାଣନ୍ତୁ…

ଯେପରି ଝିଅମାନେ ଜୀବନସାଥୀଙ୍କୁ ନେଇ ସ୍ବପ୍ନ ଦେଖିଥାନ୍ତି, ସେ ଗୁଣର ହୁଅନ୍ତୁ ବୋଲି ଚାହାନ୍ତି ସେହିପରି ପୁଅମାନେ ମଧ୍ୟ ସେମାନଙ୍କ ଜୀବନସାଥୀ ଉପରେ ଆଶା ରଖିଥାନ୍ତି।...

ଚନ୍ଦନରେ ରହିଛି ଏସବୁ ଉପକାରୀ ଗୁଣ

ଅନିୟମିତ ଜୀବନଶୈଳୀ ସହ ପ୍ରଦୂଷିତ ବାୟୁମଣ୍ଡଳ ଯୋଗୁ ଆଜିକାଲି ଅଧିକାଂଶ ଲୋକଙ୍କ ତ୍ୱଚାରେ ସମସ୍ୟା ଦେଖାଦେଉଛି। ତେବେ ତ୍ୱଚା ପାଇଁ ଚନ୍ଦନ ସବୁଠୁ ଉପକାରୀ ବୋଲି...

ଘରେ ଅର୍ଥାଭାବ, ସ୍ତ୍ରୀସ୍ବାମୀ ଭିତରେ ମତଭେଦ ଲାଗି ରହୁଛି କି? ଏଭଳି ଉପାୟରେ କର୍ପୂର ବ୍ୟବହାର କରି ଦେଖନ୍ତୁ ପରିଣାମ

ସାଧାରଣତଃ କର୍ପୁରର ବ୍ୟବହାର ପୂଜା ସମୟରେ କରାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ କର୍ପୂର ଘରେ ଥିବା ନକରାତ୍ମକ ଶକ୍ତିକୁ ଶେଷ କରିଥାଏ। ଏହାଦ୍ୱାରା ପରିବାରରେ ହସଖୁସିର ପରିବେଶ...

ଏହି ୪ଟି ଜିନିଷରେ ଖର୍ଚ୍ଚ କରିବା ଦ୍ୱାରା ଧନ ବଢ଼େ: ଜାଣନ୍ତୁ କାହାକୁ ଏଭଳି କହିଛନ୍ତି ଚାଣକ୍ୟ

ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ ଜୀବନର ବିଭିନ୍ନ ସ୍ଥିତିକୁ ନେଇ ନୂଆ ବିଚାରଧାରା ସମ୍ପର୍କରେ ସୂଚନା ଦେଇଛନ୍ତି। କୁହାଯାଏ ଜୀବନ ସହ ଜଡ଼ିତ ସମସ୍ତ ବିଷୟର...

ଫ୍ୟାଶନେବଲ୍‌ ପୋଟ୍‌ଲି ବ୍ୟାଗ୍‌

ପାର୍ଟି ଫଙ୍କ୍‌ସନଗୁଡ଼ିକରେ ଟ୍ରାଡିଶ୍‌ନାଲ ହେଉ ଅବା ଏଥିନିକ୍‌ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ହାତରେ ହ୍ୟାଣ୍ଡବ୍ୟାଗ୍‌ କିମ୍ବା କ୍ଲଚ୍‌ ନ ଧରିଲେ ଲୁକ୍‌ କେମିତି ଫିକା...

ଉପକାରୀ ଶିମ୍ବ: ଚର୍ମରୋଗ ସହ ନାନାଦି ସମସ୍ୟାରୁ ମୁକ୍ତି ଦିଏ

ବର୍ତ୍ତମାନର ଜୀବନଶୈଳୀ ଏବଂ ପ୍ରଦୂଷଣ ଲାଗି ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ତନ୍ମଧ୍ୟରୁ ଚର୍ମ ରୋଗ ଅନ୍ୟତମ। ଏହା ପ୍ରଦୂଷଣ ଜଳ ଓ ବାୟୁ ସଂସ୍ପର୍ଶରେ...

Advertisement
Archives

Model This Week