Posted inଜାତୀୟ

ସ୍କୁଲରେ ଶୌଚାଳୟ ସଫା କରୁଛନ୍ତି ଛାତ୍ରୀଛାତ୍ର: ପ୍ରଶଂସା କଲେ ଜିଲାପାଳ

ଭୋପାଳ,୨୯।୮: ମଧ୍ୟପ୍ରଦେଶ ଖଣ୍ଡଓ୍ବା ଜିଲାରେ ଏକ ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର ଶୌଚାଳୟ ସଫା କରୁଥିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିଭିନ୍ନ ବର୍ଗ ପକ୍ଷରୁ ଭିନ୍ନ ଭିନ୍ନ କମେଣ୍ଟ ଦିଆଯାଇଛି। ତେବେ ଏହାକୁ ଜିଲାପାଳ ତନଭୀ ସୁନ୍ଦରୀୟାଲ ଛାତ୍ରୀଛାତ୍ରଙ୍କ ଏଭଳି କାର୍ଯ୍ୟକୁ ସମର୍ଥନ କରିବା ସହିତ ବେଶ୍‌ ପ୍ରଶଂସା ମଧ୍ୟ କରିଛନ୍ତି। ଏହାଦ୍ୱାରା ସେମାନଙ୍କ ମଧ୍ୟରେ ସ୍ବଚ୍ଛତା ପ୍ରତି ସଚେତନତା ସୃଷ୍ଟି ହେବ ବୋଲି ସେ କହିଛନ୍ତି। ଏଥିରେ ସ୍କୁଲ କର୍ତ୍ତୃପକ୍ଷଙ୍କର କୌଣସି ଭୁଲ୍‌ ନ ଥିବା ସେ କହିଛନ୍ତି। ସ୍ଥାନୀୟ ସିନହାରା ଗାଁରେ ଥିବା ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର ନିଜ ହାତରେ ଶୌଚାଳୟ ସଫା କରୁଥିବା ଭିଡ଼ିଓରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନାଓ ମାମଲାରେ ନ୍ୟାୟ ଦାବି: ବିଧାନସଭା ସମ୍ମୁଖରେ ଧାରଣାରେ ବସିଲେ ଅଖିଳେଶ

ଲକ୍ଷ୍ନୌ,୭।୧୨: ଉତ୍ତରପ୍ରଦେଶ ଉନ୍ନାଓ ଘଟଣାରେ ଇତିମଧ୍ୟରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ତେବେ ନ୍ୟାୟ ଦାବି କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଧାନସଭା ସମ୍ମୁଖରେ ଧାରଣା...

ଇ-ଭୋଟର ପରିଚୟପତ୍ର ଜାରି

ନୂଅ।ଦିଲ୍ଲୀ, ୨୬ା୧ (ପି.ଟି.): ଭାରତର ନିର୍ବାଚନ କମିଶନ ସୋମବାର ଭୋଟର ଫଟୋ ପରିଚୟପତ୍ରର ଇଲେ୍ରୋନିକ୍ ଭର୍ସନ (ଇ-ଭୋଟର କାର୍ଡ) ଜାରି କରିଛନ୍ତି। ଏହି ଡିଜିଟାଲ ପରିଚୟପତ୍ରକୁ...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୦।୭: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପୁଞ୍ଚ୍‌ ଜିଲାର ମେଣ୍ଡାର ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଶନିବାର ପୂର୍ବାହ୍ନ...

ପ୍ରଥମଥର ଭୋଟ ଦେଇ ଅନୁଭୂତି କହିଲେ ପ୍ରିୟଙ୍କାଙ୍କ ପୁଅ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ କରାଯାଇଛି। ଏଥିରେ ଅନେକ ନୂଆ ଭୋଟର ନିଜର ମତ ସାବ୍ୟସ୍ତ କରିଥିବା ବେଳେ କଂଗ୍ରେସ...

ସନ୍ନି-ଧର୍ମେନ୍ଦ୍ରଙ୍କ ସହ ସେଲଫି ଦେଖାଇ ଲୋକଙ୍କୁ ଠକୁଥିଲେ ଟେଲର

ଚଣ୍ଡିଗଡ଼,୧୮।୬: ବଡ଼ ବଡ଼ ଫିଲ୍ମ ଷ୍ଟାର ଓ ଅଧିକାରୀଙ୍କ ସହ ସେଲଫି ଦେଖାଇ କିଛି ଲୋକ ଚତୁରତାର ସହ ସାଧାରଣ ଲୋକଙ୍କୁ ନିଜର ଠକେଇର ଶୀକାର...

ପ୍ରାର୍ଥିପତ୍ର ଦାଖଲ କରେ ଉଦ୍ଧବ

ମୁମ୍ବାଇ,୧୧।୫: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆସନ୍ତା ୨୧ ତାରିଖରେ ଏହି ନିର୍ବାଚନ କରାଯିବ।...

ଶହେ ଦିନିଆ ରିପୋର୍ଟ କାର୍ଡ ପରେ ଭାଜପାକୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୮।୯: ଭାଜପା ସରକାର ଶହେ ଦିନ ପୂରଣ କରିବା ଅବସରରେ ଏହାର ଏକ ରିପୋର୍ଟ କାର୍ଡ ରବିବାର ପ୍ରଦାନ କରିଛି। ଏହି ରିପୋର୍ଟ କାର୍ଡରେ ମୋଦି...

ରୁଷିଆ ଭ୍ୟାକ୍ସିନକୁ ନେଇ ବଢୁଛି ଚିନ୍ତା: ସାତ ଜଣରେ ଜଣେ ହେଉଛନ୍ତି ଅସୁସ୍ଥ

ନୂଆଦିଲ୍ଲୀ,୧୮ ।୯: ସାରା ବିଶ୍ୱରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି ଏବେ ସମସ୍ତଙ୍କ ନଜର ରହିଛି କରୋନା ଭ୍ୟାକ୍ସିନ ବା ଟିକା ଉପରେ ।...

Advertisement
Archives

Model This Week