ସୌନ୍ଦର୍ଯ୍ୟ ବଢ଼ାଇବାକୁ ଚାହୁଁଥିଲେ…

ଅଦା ସ୍ବାସ୍ଥ୍ୟ ଲାଗି ଲାଭ ଦାୟକ ହୋଇଥାଏ। ଏହାର ଅନେକ ପ୍ରକାର ଚମତ୍କାର ଗୁଣ ସମ୍ପର୍କରେ ଆପଣ ଆଗରୁ ଜାଣିଥିବେ ବା ନିଜେ ମଧ୍ୟ ଅନୁଭବ କରିଥିବେ। ମାତ୍ର କ’ଣ ଆପଣ ଜାଣନ୍ତି ଏହାର ବ୍ୟବହାର ସୁନ୍ଦରତା ବଢ଼ାଇଥା। ଅଦାରେ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ। ଯାହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେବା ସହ ଚେହେରାର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିଥାଏ।
ଅଦା ଖାଇବା ଫଳରେ ରକ୍ତ ସଞ୍ଚାଳନ ବଢ଼ିଥାଏ ଯାହା ଚେହେରାକୁ ଗ୍ଲୋ କରିବା ସହ ଚ୍ଚର୍ମ କୁଞ୍ଚନ ସମସ୍ୟା ଦେଖାଦେଇ ନ ଥାଏ। ଏହା
ଏକ ଆଣ୍ଟି ବ୍ୟାକ୍ଟେରିଆଲ ଓଷଧୀ ହୋଇଥିବା ବେଳେ ଭରପୁର ଆଣ୍ଟି ଅକ୍ସିଡାଣ୍ଟ ଗୁଣ ତ୍ୱଚାକୁ ତରୁଣ ରଖିଥାଏ।

ଅଦା ତେଲ ବା ଅଦାରୁ ପ୍ରସ୍ତୁତ ତେଲକୁ ମୁଣ୍ଡରେ ମାରିବା ଫଳରେ ରୂପି ସମସ୍ୟା ଦୂର ହୋଇଥାଏ। ଅଦା ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ଭଲରେ ହେବା ଫଳରେ କେଶ ବଢ଼ିଥାଏ। ଚନ୍ଦାପଣ ଦୂରଲାଗି ଅଦାରସରେ ଲେମ୍ବୁ ରସ ମିଶାଇ କେଶରେ ଲଗାନ୍ତୁ।

ଫେସ୍‌ ମାର୍କ ସମସ୍ୟା ଲାଗି ଏହାକୁ ଫେସ୍‌ ପ୍ୟକ୍‌ରେ ମିଶାଇ ଲଗାଇ ପାରିବେ।

ଏହାକୁ ଖାଇବା ଫଳରେ ରକ୍ତ ସଞ୍ଚାଳନ ଯୋଗୁ ତ୍ୱଚା ଉଜ୍ଜ୍ୱଳ ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଥାଲାସେମିଆ : କିଛି କଥା

ସାରା ବିଶ୍ୱରେ ଏମିତି କେତେକ ରୋଗ ରହିଛି ଯାହାକି ସମ୍ପୂର୍ଣ୍ଣ ଜନ୍ମଗତ, ବଂଶାନୁକ୍ରମିକ ତଥା ଜଟିଳ ରୋଗ ଅଟେ। ସେଥିମଧ୍ୟରୁ ‘ଥାଲାସେମିଆ’ ନାମକ ରୋଗ ମଧ୍ୟ...

ଏହି ୪ ଜିନିଷ ଯେତେ ଥିଲେ ବି ଲାଗେ କମ୍‌

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶ୍ଲୋକ ମାଧ୍ୟମାର ମନୁଷ୍ୟ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ଯାହାକୁ...

ହାଇଟେକ୍‌ ଡିଭାଇସ୍‌

ଆଜିକାଲି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦିନକୁ ଦିନ ନୂଆ ନୂଆ କଥା ଉଦ୍ଭାବିତ ହେଉଛି। ଫଳରେ ଅନେକ ରୋଗର ଚିକିତ୍ସା ପ୍ରଣାଳୀ ସରଳ ହେବାରେ ଲାଗିଛି।...

ସ୍ମରଣ ଶକ୍ତି ବଢ଼ାଇବା ପାଇଁ…

ସ୍ମରଣ ଶକ୍ତି ଆମର କାର୍ଯ୍ୟଦକ୍ଷତାକୁ ଆହୁରି ତଥା ଅନେକାଂଶରେ ସକ୍ରିୟ କରାଇଥାଏ। ତେବେ ସ୍ମରଣ ଶକ୍ତି ବଢ଼ାଇବାର ସହଜ ଏବଂ ସରଳ ଉପାୟ ହାତ ପାଆନ୍ତାରେ...

ଶରୀର ସକ୍ରିୟ ରହିଲେ ଇନ୍‌ଫେକ୍‌ଶନ ଆଶଙ୍କା କମ୍‌ ଥାଏ

ଆମେ ଯଦି ସନ୍ତୁଳିତ ଖାଦ୍ୟ ଖାଇବା ସହ ଉପଯୁକ୍ତ ବିଶ୍ରାମ ନେବା, ତେବେ ଆମେ ଅନେକାଂଶରେ ସୁସ୍ଥ ରହିପାରିବା। ବେଳେବେଳେ ଶରୀରର କାର୍ଯ୍ୟଧାରାରେ ଶିଥିଳତା ପରିଲକ୍ଷିତ...

ପରଫ୍ୟୁମରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ପ୍ରସାଧନ ସାମଗ୍ରୀ ମଧ୍ୟରେ ଅତର ବା ପରଫ୍ୟୁମ୍‌ ଆମର ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ। ଏହା ଆମକୁ ଦିନ ତମାମ ସତେଜ ରଖିବା ସହ ସୁଗନ୍ଧ...

ସ୍ତନ୍ୟପାନ ଲାଗି ପ୍ରୋତ୍ସାହନ

ମା’ କ୍ଷୀର ମା’ କ୍ଷୀର ସବୁ ମମତାର ଗନ୍ତାଘର ସେ, ସବୁ ସେନେହର ଧାର ମା’ କ୍ଷୀର ମା’ କ୍ଷୀର ପ୍ରଭୁଙ୍କ ଆଶିଷ ଝରିଯାଏ ଯହିଁ...

ବିନା କାରଣରେ ଅପମାନ ସହିବାକୁ ପଡ଼ୁଛି କି.. ଚାଣକ୍ୟଙ୍କଠାରୁ ଶିଖି ନିଅନ୍ତୁ ଜବାବ ଦେବାର ଠିକ୍‌ ଉପାୟ…

ଜୀବନରେ ଅନେକ ଥର ଏପରି ପରିସ୍ଥିତି ଉପୁଜେ ଯେତେବେଳେ ଆମକୁ କାହାର ଅପମାନ ସହିବାକୁ ପଡେ। କେବେ ନିଜର ଭୁଲ ଯୋଗୁ ତ କେବେ ବିନା...

Advertisement
Archives

Model This Week