ସୋନମ୍‌ ଶେୟାର କଲେ ମୋଶନ ପୋଷ୍ଟର

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନମ୍‌ କପୁର ତାଙ୍କ ଅପ୍‌ କମିଂ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହାର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଥିବା ବେଳେ ଦର୍ଶକମାନେ ଏହାକୁ ବେଶ୍‌ ପସନ୍ଦ କରିଥିଲେ। ଗତ ବୁଧବାର ଏହାର ଏକ ମୋଶନ ପୋଷ୍ଟର ଶେୟାର୍‌ କରିଛନ୍ତି ସୋନମ୍‌। ଆଉ ଏହି ପୋଷ୍ଟର୍‌କୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଆଗ୍ରହ ବଢିଥିବା ଦେଖାଯାଇଛି। ଏହି ଫିଲ୍ମରେ ସେ ଦଲକିର ସଲମାନଙ୍କ ସହ ନଜର ଆସିବେ। ଦଲକିରଙ୍କର ଏହା ଡେବ୍ୟୁ ଫିଲ୍ମ ହୋଇଥିବା ବେଳେ ଏହା ଅନୁଜା ଚୌହାନଙ୍କ ସବୁଠାରୁ ଅଧିକ ବିକ୍ରି ହୋଇଥିବା ଉପନ୍ୟାସ ‘ଦ ଜୋୟା ଫ୍ୟାକ୍ଟର’ ଉପରେ ଆଧାରିତ। ଅଭିଶେକ ଶର୍ମା ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ଏହା ଆସନ୍ତା ସେପ୍ଟେମ୍ବର ୨୦ରେ ରିଲିଜ ହେବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଲୋକପ୍ରିୟ ଅଭିନେତାଙ୍କୁ ସମଲିଙ୍ଗୀ ଭାବୁଥିଲେ ଶାଶୁ

ଖିଲାଡି ହିରୋ ଅକ୍ଷୟ କୁମାର ବଲିଉଡ୍‌ର ଆଗଧାଡିର ଅଭିନେତାଙ୍କ ମଧ୍ୟରେ ଜଣେ। ତାଙ୍କର ପ୍ରକୃତ ନାମ ରାଜିବ ଭାଟିୟା। ଅନେକ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିସାରିଥିବା...

‘ହାଥୀ ମେରେ ସାଥୀ’ରେ ନଜରକୁ ଆସିବେ ରାଣା ଦଗ୍ଗୁବତୀ, ଶେୟାର କଲେ ନୂଆ ପୋଷ୍ଟର

ବମ୍ବେ: ବ୍ଲକବଷ୍ଟର ଚଳଚ୍ଚିତ୍ର ‘ବାହୁବଲୀ’ରେ ଭଲ୍ଲାଲଦେବ ଚରିତ୍ରରେ ନଜରକୁ ଆସି ବାହାବାଃ ସାଉଁଟିଥିଲେ ଅଭିନେତା ରାଣା ଦଗ୍ଗୁବତୀ। ଫିଲ୍ମରେ ତାଙ୍କ ଚରିତ୍ରଠାରୁ ଆରମ୍ଭ କରି ଟ୍ରାନ୍ସଫର୍ମେଶନ...

ଟ୍ରାଡିସ୍‌ନାଲ ଲୁକ୍‌ରେ ଆଲିଆ-ରଣବୀର

ମୁମ୍ବାଇ,୮।୬: ବି ଟାଉନର ଚର୍ଚ୍ଚିତ ଯୋଡି ଆଲିଆ ଭଟ୍ଟ ଓ ରଣବୀର କପୁର ଏବେ ବାରଣାସୀରେ ଅଛନ୍ତି। ସେଠାରେ ସେମାନେ ନିଜର ଅପ୍‌ କମିଂ ଫିଲ୍ମ...

ଗଙ୍ଗାରେ ହେଲା ସୁଶାନ୍ତଙ୍କ ଅସ୍ଥି ବିସର୍ଜନ

ପାଟନା, ୧୮।୬: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଅସ୍ଥି ଗୁରୁବାର ଗଙ୍ଗାରେ ବିସର୍ଜନ କରାଯାଇଛି। ତାଙ୍କ ପିତା ଓ ପରିବାର ସଦସ୍ୟ ମିଶି ଗଙ୍ଗାରେ...

ରିଷି କପୁରଙ୍କୁ ଭେଟିଲେ ନିତା-ମୁକେଶ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କପୁର ବେଶ୍‌ କିଛି ଦିନ ହେବ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରି ବଲିଉଡ୍‌ର ବହୁ...

ଆଶାରେ ଶିବ୍‌

ସଦାଶିବ ନାୟକ ଓରଫ ଶିବ୍‌। ନିଜର ବଡ଼ ପରଦା କ୍ୟାରିୟରକୁ ନେଇ ସେ ବେଶ୍‌ ସଚେତନ। ଆସନ୍ତା ମାସରେ ରିଲିଜ ହେବାକୁ ଯାଉଥିବା ଓଡ଼ିଆ ସିନେମା...

୫୫ ବର୍ଷରେ ଆମିର ଖାଁ: ରୀନାଙ୍କ ପାଖକୁ ଲେଖିଥିଲେ ରକ୍ତରେ ଚିଠି

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ଆମିର ଖାଁ ଶନିବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ମାର୍ଚ୍ଚ ୧୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ କୟାମତ୍‌...

ଦୀପକ ଯାହା ଚାହୁଁଥିଲେ..

ବେଳେ ବେଳେ ଖୋଜିବା ଚିଜ ବି ହାତପାହାନ୍ତାରେ ମିଳିଯାଏ। ୨୦୦୬ରୁ ତାଙ୍କର ଆକ୍ଟିଂ କ୍ୟାରିୟର ଆରମ୍ଭ ହୋଇଥିଲା। ହେଲେ ତାଙ୍କ ଅଭିନୀତ ‘ହର୍‌ କିସେ କି...

Coronavirus Update


Archives

Model This Week

Why Dharitri