ସେହି ତିନି ବର୍ଷ

ବିଦ୍ୟା ବାଲାନ ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ। ‘ଡାର୍ଟି ପିକ୍ଚର୍ସ’ ଏବଂ ‘କାହାନୀ’ ପରି ଚଳଚ୍ଚିତ୍ର ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଥିଲା। ବିଦ୍ୟାଙ୍କ ଅଭିନୟ ଜୀବନର ପ୍ରଥମାର୍ଦ୍ଧ ସଂଘର୍ଷମୟ ଥିଲା। ଏକତା କପୁରଙ୍କ ଟେଲିଭିଜନ ଶୋ’ ‘ହମ୍‌ ପାଞ୍ଚ୍‌’ରୁ ଆରମ୍ଭ ହୋଇଥିଲା ତାଙ୍କ ଅଭିନୟ ଜୀବନ। ସେତେବେଳେ ତାଙ୍କୁ ହୋଇଥିଲା ମାତ୍ର ୧୬ ବର୍ଷ। ହେଲେ ବଲିଉଡ୍‌ରେ ପାଦ ଦେବା ପରେ ତିନି ବର୍ଷ ତାଙ୍କୁ ବେଶ୍‌ ପରିଶ୍ରମ କରିବାକୁ ପଡିଥିଲା। ସେହି ସମୟକୁ ଏବେ ମଧ୍ୟ ସେ ମନେପକାନ୍ତି। ଏ ବିଷୟରେ ସେ କହନ୍ତି, ‘ବଲିଉଡ୍‌ରେ ଆକ୍ଟିଂ ଲାଇନ୍‌କୁ କେତେକେ ହାଲ୍‌କା ଭାବେ ନେଇଥାଆନ୍ତି। ହେଲେ ପରିଶ୍ରମ ବିନା ସଫଳତା ମିଳି ନ ଥାଏ। ତେଣୁ ନିଜ ଉପରେ ମୁଁ ସବୁବେଳେ ଶତ ପ୍ରତିଶତ ବିଶ୍ୱାସ ରଖିଥାଏ। ମୁଁ ସବୁବେଳେ ନିଜ ମାନସିକତାକୁ ସକାରାତ୍ମକ ରଖିବାକୁ ଚେଷ୍ଟାକରେ। ତେଣୁ ମୋ କ୍ୟାରିୟର ଭିତରେ ବେଶ୍‌ କେତୋଟି ଭଲ ସିନେମାରେ ମୁଁ ଅଭିନୟ କରିପାରିଛି।’ ଅବସର ସମୟରେ ନାମୀ ଲେଖକଙ୍କ ରଚିତ ବହି ପଢ଼ିବାକୁ ସେ ଭଲ ପାଆନ୍ତି। ବିଦ୍ୟାଙ୍କ ପ୍ରିୟ ଅଭିନେତା ହେଲେ ଚାର୍ଲି ଚାପ୍‌ଲିନ୍‌। ନିଜ ଆକ୍ଟିଂ କ୍ୟାରିୟରର ଆଦର୍ଶ ହେଲେ ସବାନା ଆଜ୍‌ମୀ ଏବଂ ମାଧୁରୀ ଦୀକ୍ଷିତ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ମା’ବାପା ଉଭୟ ଏବେ ମୁଁ, ତାଙ୍କ ପାଇଁ ବଞ୍ଚିଛି: ମନ୍ଦିରା

ବମ୍ବେ: ସ୍ବାମୀ ରାଜ୍‌ କୌଶଲଙ୍କୁ ହରାଇ ଏକାକୀ ହୋଇଯାଇଛନ୍ତି ମନ୍ଦିରା ବେଦୀ। ଜୁନ୍‌ ୩୦ରେ ହୃଦ୍‌ଘାତରେ ରାଜ୍‌ଙ୍କ ମୃତ୍ୟୁ ଘଟିଥିଲା। ପଛରେ ରହିଯାଇଥିଲେ ମନ୍ଦିରାଙ୍କ ସହ...

୨ ମାସ ପୂର୍ବରୁ ଲୁଚାଛପାରେ ବିବାହ କରିଥିଲେ ଏହି ଅଭିନେତ୍ରୀ, ଏବେ ହେବାକୁ ଯାଉଛନ୍ତି ମା’

‘ନୌଟଙ୍କି ସାଲା’, ‘ଏ ଜଓ୍ବାନି ହେ ଦିଓ୍ବାନି’, ‘ୟାରିୟାଁ’ ଭଳି ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ଏଭିଲିନ୍‌ ଶର୍ମା ଓ ତାଙ୍କ ସ୍ବାମୀ ତୁଷାନ ଭିଣ୍ଡି...

ହିନ୍ଦୀ ହିଟ୍‌, ତାମିଲ ଫ୍ଲପ୍‌

ଥରେ ମନେପକାନ୍ତୁ ନା ସେହି ଶ୍ରୋତାଦୃତ ଗୀତ ‘ପ୍ୟାର କିୟା ତୋ ଡର୍‌ନା କ୍ୟା’କୁ। ୧୯୬୦ରେ ନିର୍ମିତ ବଲିଉଡ୍‌ର ବ୍ଲକବଷ୍ଟର ହିନ୍ଦୀ ସିନେମା ‘ମୁଗଲ-ଏ-ଆଜାମ’ରେ ଦୃଶ୍ୟାୟିତ...

ବଦଳୁଛି ସାମନ୍ଥାଙ୍କ ହାବଭାବ: ବିବାହ ବିଚ୍ଛେଦ ପରେ ହେବ କି …

ସାଉଥ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ପୂର୍ବେ ସାଉଥର ଏହି ସୁପରହିଟ...

ସଞ୍ଜୟଙ୍କୁ ଭେଟିଲେ କଙ୍ଗନା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ତାଙ୍କ କାମ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏବେ ସେ ତାଙ୍କ...

ନବାଗତା ଅମ୍ରିତା

ଆଉ ଜଣେ ବଙ୍ଗୀୟ ସୁନ୍ଦରୀ ଓଡ଼ିଆ ସିନେମାରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସେ ହେଲେ ଅମ୍ରିତା। ତାଙ୍କୁ ଏଭଳି ବ୍ରେକ୍‌ ଦେଇଛନ୍ତି ପ୍ରଯୋଜକ...

ଝିଅକୁ କିଛି ସମୟରେ ଶାନ୍ତ କରିଦେଉଛନ୍ତି ନିକ୍‌, ପ୍ରିୟଙ୍କା କହିଲେ…

ଉଭୟ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସ ଚଳିତ ବର୍ଷ ଆରମ୍ଭରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ସୁଖ ଉଭୟଙ୍କ ଜୀବନରେ ସରୋଗେସି...

କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ଏହି ଅଭିନେତ୍ରୀ; ଅନେକ ସହରରେ ଘର, ଦାମୀ ଗାଡ଼ିର ସଉକ

ହାଇଦ୍ରାବାଦ: ଅଭିନୟ ସାଙ୍ଗକୁ ନିଜର ଚୁଲ୍‌ବୁଲି ସ୍ବଭାବକୁ ନେଇ ପ୍ରଶଂସକଙ୍କ ଗହଣରେ ବେଶ ପରିଚିତ ରଶ୍ମିକା ମନ୍ଧାନା। ଆଜି ହେଉଛି ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଜନ୍ମଦିନ।...

Advertisement
Archives

Model This Week