ସେଲୁନ ମାଲିକଙ୍କ ଝିଅ ହେଲେ ୟୁଏନ୍‌ଏଡିଏପିର ଗୁଡ୍‌ ଓ୍ବିଲ ଆମ୍ବାସଡର

ଚେନ୍ନାଇ,୬।୬: କରୋନା ଭାଇରସକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଗରିବଙ୍କ ସେବା କରିଥିବା ଜଣେ ସେଲୁନ ମାଲିକଙ୍କ ଝିଅ ଏବେ ୟୁନାଇଟେଡ ନେଶନ୍ସ ଆସୋସିଏଶନ ଫର୍‌ ଡେଭଲପମେଣ୍ଟ ଆଣ୍ଡ ପିସ୍‌(ୟୁଏନ୍‌ଏଡିଏପି)ର ‘ଗୁଡଓ୍ବିଲ ଆମ୍ବାସଡର ଟୁ ଦି ପୁଅର’ ଭାବେ ନିଯୁକ୍ତ ହୋଇଛନ୍ତି। ୧୩ ବର୍ଷର ବାଳିକା ଏମ୍‌. ନେଥ୍ରାଙ୍କ ପିତା ତାମିଲନାଡୁରେ ଏକ ସେଲୁନ କରିଛନ୍ତି। ଲକ୍‌ଡାଉନ ସମୟରେ ନେଥ୍ରାଙ୍କ ପାଠପଢା ପାଇଁ ରଖିଥିବା ୫ ଲକ୍ଷ ଟଙ୍କାରେ ସେ ଗରିବଙ୍କୁ ସାହାଯ୍ୟ କରିଥିଲେ। ନେଥ୍ରାଙ୍କ କହିବା ଅନୁଯାୟୀ ତାଙ୍କ ପିତା ମୋହନ ଗରିବଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ନେଥ୍ରା ଓ ତାଙ୍କ ପିତାଙ୍କର ଏହି କାମ ପାଇଁ ଖୁବ୍‌ ପ୍ରଶଂସା କରିଥିଲେ। ୟୁଏନ୍‌ଏଡିଏପି ଦ୍ୱାରା ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି ଏହି ସ୍ଥିତି ନେଥ୍ରାଙ୍କୁ ବିଶ୍ୱର ରାଜନେତା, ଶିକ୍ଷାବିତ୍‌ ଓ ସାଧାରଣ ଜନତାଙ୍କ ସହ କଥା ହେବାର ସୁଯୋଗ ସୃଷ୍ଟି କରିଛି ଓ ଗରିବଙ୍କୁ ସାହାଯ୍ୟ କରିବାକୁ ପ୍ରୋତ୍ସାହନ ଦେଇଛି। ଏହାସହ ନେଥ୍ରାଙ୍କୁ ଜାତିସଂଘର ସମ୍ମିଳନୀ ଓ ସିଭିଲ ସୋସାଇଟି ମଞ୍ଚରେ କିଛି କହିବା ଓ ସମ୍ମିଳନୀକୁ ସମ୍ବୋଧନ କରିବାକୁ ଅବସର ଯୋଗଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଗୁ ମିଳିଲାନି ଗନ୍‌ କ୍ୟାରେଜ, ଭ୍ୟାନରେ ଗଲା ପୂର୍ବତନ ରାଷ୍ଟ୍ରପତିଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ,୧।୯: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କିଛିଦିନର ଅସୁସ୍ଥତା ପରେ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବ୍ରେନ୍‌ ସର୍ଜରୀ ସହ କରୋନାରେ ଆକ୍ରାନ୍ତ...

କୁକୁର ଭୋକିବାରୁ ମାଲିକଙ୍କୁ ପିଟି ପିଟି ମାରି ଦେଲେ

ନୂଆଦିଲ୍ଲୀ,୨୪।୩: ପୋଷା କୁକୁର ଲଗାତର ଭୋକିବାରୁ ଜଣେ ୧୭ ବର୍ଷୀୟ ନାବାଳକ କୁକୁରର ମାଲିକଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ଦିଲ୍ଲୀ ଜାନାଫଗଡ଼ରେ। ଗତ...

ବ୍ରିଟେନ୍‌ରେ ମହିଳାଙ୍କ ହର୍ସ ରେସ୍‌: ବଢିବାକୁ ଲାଗିଛି ଲୋକପ୍ରିୟତା

ହର୍ସ ରେସ୍‌ ବା ଘୋଡା ଦୌଡ ସର୍ବଦା ଏକ ପୁରୁଷ ପ୍ରଧାନ ଖେଳ ଭାବେ ପରିଚିତ ହୋଇଆସିଛି। ହେଲେ ୨୦୧୨ ବ୍ରିଟେନ୍‌ରେ ଆରମ୍ଭ ହୋଇଥିଲା ମହିଳାଙ୍କ...

ମମତା-ଶୁଭେନ୍ଦୁଙ୍କ ବିରୋଧରେ ଲଢ଼ିବେ ବସ୍‌ ଡ୍ରାଇଭର ସ୍ବପନ

କୋଲକାତା,୨୪।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ତାତି ବଢ଼ିବାରେ ଲାଗିଛି। ନନ୍ଦିଗ୍ରାମରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତାଙ୍କ ବିରୋଧରେ ଭାଜପା ପକ୍ଷରୁ ଶୁଭେନ୍ଦୁ...

ସ୍ତ୍ରୀ ହେଲେ ଗର୍ଭବତୀ ସ୍ବାମୀ କରନ୍ତି ବିବାହ…

ଦେଶରେ ପୁରୁଷ ବହୁ ବିବାହ ନେଇ ନାନା ଆଲୋଚନା ଜାରି ରହିଛି। ତେବେ ରାଜସ୍ଥାନରେ ବାଡ଼ମେର ଜିଲାରେ ଦ୍ୱିତୀୟ ବିବାହ କରିବା ଏକ ପରମ୍ପରା ଭାବେ...

ଓ୍ବାଙ୍ଖଡେ ଷ୍ଟାଡିୟମରେ ଫାଇନାଲ ଖେଳିବ ଭାଜପା

ମୁମ୍ବାଇ,୨୬।୧୧: ସୁପ୍ରିମକୋର୍ଟର ରାୟ ପରେ ମହାରାଷ୍ଟ୍ର ରାଜନୀତିରେ ପରିବର୍ତ୍ତନ ଲକ୍ଷ୍ୟ କରାଗଲାଣି। ବୁଧବାର ସନ୍ଧ୍ୟା ୫ଟା ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱାଧିନ ସରକାର ସଂଖ୍ୟା...

ଜେଲେନସ୍କିଙ୍କ ଆମେରିକା ଗସ୍ତ ପୂର୍ବରୁ ରୁଷିଆ-ଚାଇନା ଏକଜୁଟ…

ଓ୍ବାଶିଂଟନ,୨୧।୧୨ : ଫେବୃଆରୀରେ ରୁଷିଆର ଆକ୍ରମଣ ଆରମ୍ଭ ହେବା ଦିନଠାରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଯାଉଛନ୍ତି। ସେ ଆମେରିକା...

ପ୍ରଧାନମନ୍ତ୍ରୀ ପଞ୍ଜାବର ଅପମାନ କରିଛନ୍ତି: ସିଦ୍ଧୁ

ଚଣ୍ଡିଗଡ଼,୭ ।୧: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ନେଇ ଲଗାତାର ଭାବେ ରାଜନୈତିକ ସରଗରମ ଲାଗି ରହିଛି । ଇତିମଧ୍ୟରେ ଶୁକ୍ରବାର ପଞ୍ଜାବ ପ୍ରଦେଶ...

Advertisement
Archives

Model This Week