Posted inଖେଳ

ସେମିରୁ ବିଦାୟ ନେଲେ ଶ୍ରୀକାନ୍ତ

ହଂକଂ,୧୬ା୧୧ (ପି.ଟି.): ଭାରତର କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ୪୦୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ହଂକଂ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରୁ ବିଦାୟ ନେଇଛନ୍ତି। ଶନିବାର ସ୍ଥାନୀୟ ଫେରାଇଟ୍‌ ଲି ଚିଅକ୍‌ ୟୁଙ୍କଠାରୁ ସେ ୯-୨୧, ୨୩-୧୫ରେ ହାରିଯାଇଛନ୍ତି। ଏହି ମ୍ୟାଚ ୪୨ମିନିଟରେ ଶେଷ ହୋଇଥିଲା। ଶ୍ରୀକାନ୍ତଙ୍କ ପରାଜୟ ଦ୍ୱାରା ଚାମ୍ପିୟନଶିପ୍‌ରେ ଭାରତୀୟ ଚ୍ୟାଲେଞ୍ଜ ଶେଷ ହୋଇଛି। ଇଣ୍ଡିଆ ଓପନ ସୁପର ୫୦୦ ପ୍ରତିଯୋଗିତା ପରେ ଶ୍ରୀକାନ୍ତଙ୍କର ଏହାଥିଲା ପ୍ରଥମ ସେମିଫାଇନାଲ। ଭାରତୀୟ ଖେଳାଳି ପୂର୍ବରୁ ଥରେମାତ୍ର ଇଣ୍ଡିଆ ଓପନରେ ୨୩ ବର୍ଷୀୟ ଲି’ଙ୍କୁ ଭେଟିଥିଲେ। ଏହି ମ୍ୟାଚରେ ସେ ବିଜୟୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରଣ୍‌ଜୀ ଟ୍ରଫି: ଧାଓ୍ବନଙ୍କ ଶତକ

ନୂଆଦିଲ୍ଲୀ, ୨୫।୧୨: ରଣ୍‌ଜୀ ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତାର ୩ୟ ପର୍ଯ୍ୟାୟ ବୁଧବାରଠାରୁ ଦେଶର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଆହତଜନିତ ସମସ୍ୟା ପରେ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ...

ମେଡିକାଲ ଷ୍ଟାଫଙ୍କୁ ମାଗଣା ରହିବା ସୁବିଧା ଦେବେ ପ୍ୟାଲେସ ଷ୍ଟାର ଜାହା

ଲଣ୍ଡନ, ୨୨।୩(ଏଏଫ୍‌ପି)-କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ମେଡିକାଲ ଷ୍ଟାଫଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କ୍ରିଷ୍ଟଲ ପାଲେସ ଓ୍ବିଙ୍ଗର ଓ୍ବିଲ୍‌ଫ୍ରେଡ ଜାହା। ଲଣ୍ଡନ ସ୍ଥିତ ତାଙ୍କ ହୋଟେଲରେ...

ଗରବା ନାଚିଲେ ନୀରଜ

ବରୋଦା,୨୯।୯: ଅଲିମ୍ପିକ ଗେମ୍ସରେ ଭାରତ ପାଇଁ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରା ଗୁଜରାଟରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର...

ଭାରତୀୟ ଦଳର ବ୍ୟାଟିଂ କୋଚ୍‌ ଦୌଡ଼ରେ ପ୍ରବୀଣ ଆମ୍ରେ

ମୁମ୍ବାଇ, ୩୦।୭ (ପି.ଟି.)- ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ବର୍ତ୍ତମାନ ଆଇପିଏଲ୍‌ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପ୍ରତିଭା ସମ୍ପନ୍ନ ଖେଳାଳି ଖୋଜିବା ଦାୟିତ୍ୱରେ ଥିବା...

ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୬୪…

ଗିଲୋଙ୍ଗ,୧୬।୧୦ : ଟି -୨୦ ବିଶ୍ୱକପର ପ୍ରଥମ ମ୍ୟାଚ ଶ୍ରୀଲଙ୍କା ଏବଂ ନାମ୍ବିଆ ମଧ୍ୟରେ ରବିବାର ଖେଳା ଯାଉଛି। ଅଷ୍ଟ୍ରେଲିଆର ଗିଲୋଙ୍ଗର ସାଇମୋଣ୍ଡସ ଷ୍ଟାଡିୟମରେ ଖେଳାଯାଉଥିବା...

‘ଟି୨୦ ବିଶ୍ୱକପ୍‌ରେ କୋହଲି ଓପନିଂ କଲେ, ୩ୟ କ୍ରମରେ ଖେଳିପାରିବେ ଏହି ବ୍ୟାଟ୍ସମ୍ୟାନ’

ମୁମ୍ବାଇ,୯।୭: ଆଗାମୀ ଟି୨୦ ବିଶ୍ୱକପ୍‌ରେ ରୋହିତ ଶର୍ମାଙ୍କ ସହ ଭାରତୀୟ ଅଧିନାୟକ ବିରାଟ କୋହଲି ଓପନିଂ କରିବାର ବିଶେଷ ସମ୍ଭାବନା ଅଛି। ଏଭଳି ହେଲେ ୩ୟ...

ସାର୍‌ଲର୍‌ ଲକ୍ସ ଓପନରୁ ଓହରିଲେ ଅଜୟ ଜୟରାମ, ଶୁଭଙ୍କର

ସାରବ୍ରକେନ୍ସ (ଜର୍ମାନୀ): କୋଭିଡ୍‌ ଆଶଙ୍କାରେ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଅଜୟ ଜୟରାମ ଏବଂ ଶୁଭଙ୍କର ଦେ ଗୁରୁବାର ସାର୍‌ଲର୍‌ ଲକ୍ସ ଓପନ୍‌ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ଏହି...

ଫାଙ୍କା ସମୟରେ ଏହି ପୁସ୍ତକ ପଢନ୍ତି ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଆଇପିଏଲ୍‌ ଖେଳିବା ପାଇଁ ୟୁଏଇ ଗସ୍ତରେ ଅଛନ୍ତି। ଏଥର ନିଜ ଦଳ ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ବିଜୟ...

Advertisement
Archives

Model This Week