Posted inଫୁରସତ

ସେନ୍‌ସରରୁ ଜାଣିହେବ ହୃଦ୍‌ରୋଗ

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି, ହାଇଦ୍ରାବାଦର ଗବେଷକମାନେ ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଗବେଷଣା ସଂସ୍ଥାମାନଙ୍କ ସହଯୋଗରେ ଏବେ ବିକାଶ କରିଛନ୍ତି ଏକ ନୂତନ ସେନ୍‌ସର। ଏହା ଶୀଘ୍ର ଓ ଠିକ୍‌ ଭାବେ ହୃଦ୍‌ରୋଗ ନିରୂପଣ କରିପାରୁଛି। ଏହି ସେନ୍‌ସର ସମ୍ବନ୍ଧରେ ଜର୍ନାଲ ଅଫ୍‌ ମ୍ୟାଟେରିଆଲ କେମେଷ୍ଟ୍ରୀ-ବି’ରେ ପ୍ରକାଶପାଇଛି। ଗବେଷଣା ଟିମ୍‌ ତଥା ବାୟୋମେଡିକାଲ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ରେଣୁ ଜନ୍‌ କହନ୍ତି ଏହି ସେନ୍‌ସର ଏକ ମିନିଟ୍‌ ମଧ୍ୟରେ ହୃଦ୍‌ରୋଗ ଜଣାଇ ଦେଇପାରୁଛି। ଏହା ମାଧ୍ୟମରେ କିଭଳି ଅନ୍ୟସବୁ ରୋଗ ନିରୂପଣ କରାଯିବ ତାହା ଉପରେ ବି ଅନୁଧ୍ୟାନ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟ ଖେଳପଡ଼ିଆ ନୁହେଁ

ଓଡ଼ିଆ ସାହିତ୍ୟର ଜଣେ ପରିଚିତ ଲେଖିକା ଯଶୋଧାରା ମିଶ୍ର। ୧୯୫୧ ମସିହାରେ ସମ୍ବଲପୁରରେ ଜନ୍ମିତ ଏହି ସାହିତ୍ୟ ସାଧିକା ପେସାରେ ଥିଲେ ଇଂରାଜୀ ପ୍ରାଧ୍ୟାପିକା। ଓଡ଼ିଆ,...

ଅଜବ ମ୍ୟୁଜିୟମ୍‌ : ସଂରକ୍ଷିତ ରହିଛି ୪ ହଜାର ବାସନ

ଯଦି କେବେ ମ୍ୟୁଜିୟମ ଯାଇଥିବେ ତେବେ ନିଶ୍ଚିତ ଇତିହାସ ସହିତ ଜଡ଼ିତ କିଛି ସାମଗ୍ରୀ, ବିଲୁପ୍ତ ପଶୁପକ୍ଷୀଙ୍କ କଙ୍କାଳ, ମହାପୁରୁଷମାନେ ବ୍ୟବହାର କରୁଥିବା ଜିନିଷ ଦେଖିଥିବେ।...

ପିତାଙ୍କ ମୃତଦେହ ସାମ୍ନାରେ ବିବାହ କଲେ ଯୁବକ

ବିବାହ ଏକ ଶୁଭ ଅବସର ବୋଲି କୁହାଯାଏ। ହେଲେ ଜଣେ ପିତାଙ୍କ ଇଚ୍ଛା ପୁରଣ କରିବାକୁ ଯାଇ ପୁଅ ପିତାଙ୍କ ମୃତଦେହକୁ ସାମ୍ନାରେ ରଖି ବିବାହ...

ଜାଲରେ ଫସିଥିଲା ହଂସଛୁଆ, ଉଦ୍ଧାର ସମୟରେ ନରହଂସ କଲା ଏମିତି; ଦେଖନ୍ତୁ ଏହି ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜାଲରେ ଫସିଥିବା ଏକ ହଂସ ଛୁଆକୁ ଜଣେ ବ୍ୟକ୍ତି ଉଦ୍ଧାର କରୁଥିବାବେଳେ ନରହଂସଟି...

ମନ୍ଦିର ମରାମତି ସମୟରେ ମିଳିଲା ୫ଶହ ଗ୍ରାମ ସୁନା, ଆଉ ତା’ ପରେ…

କର୍ନାଟକର କାଞ୍ଚତ୍ପୁରମ୍‌ ଅଞ୍ଚଳରେ ଥିବା ଏକ ପ୍ରାଚୀନ ମନ୍ଦିରର ମରାମତି ସମୟରେ ୫ଶହ ଗ୍ରାମ ସୁନା ମିଳିଥିଲା। ଏହାକୁ ଜବତ କରିବା ପାଇଁ ଆସିଥିବା ଜିଲା...

ବିଶ୍ୱର ସବୁଠାରୁ ଦାମୀ ପାଣି ବୋତଲ

କୁହାଯାଏ ଜଳ ବିନା ଜୀବନ ଅସମ୍ଭବ। ଗବେଷକଙ୍କ ମତରେ ଜଣେ ବ୍ୟକ୍ତି ଖାଦ୍ୟ ବିନା ପାଖାପାଖି ୪ ସପ୍ତାହ ବଞ୍ଚି ପାରିବ ହେଲେ ପାଣି ବିନା...

ସ୍ମାର୍ଟଫୋନ୍‌ ବ୍ୟାଟେରୀ-ଡାଟା ଶୀଘ୍ର ସରୁଛି କି, ହ୍ୟାକିଂ ପ୍ରତି ରୁହନ୍ତୁ ସତର୍କ…

ନୂଆଦିଲ୍ଲୀ,୧୨।୭: ଏବେ ଡିଜିଟାଲର ଯୁଗ। ପ୍ରତିଟି କାର୍ଯ୍ୟ ଅନ୍‌ଲାଇନ୍‌ରେ ସମ୍ପନ୍ନ ହେଉଛି। ବ୍ୟାଙ୍କ କାରବାରଠାରୁ ଆରମ୍ଭ କରି ଅନ୍‌ଲାଇନ୍‌ରେ ଜିନିଷପତ୍ର କିଣା ସବୁ ସମ୍ଭବ ହେଉଛି।...

ଜାଣନ୍ତୁ କୁକୁର କାନ୍ଦିବା ପଛରେ କ’ଣ ରହିଛି କାରଣ

ପ୍ରତି ଧର୍ମରେ ଭିନ୍ନ ଭିନ୍ନ କଥା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। କିଛି କଥା ମଣିଷ ଉପରେ ଆଧାରିତ ହୋଇଥିବାବେଳେ ଆଉ କିଛି ପଶୁପକ୍ଷୀଙ୍କ ଉପରେ। ଏଥିମଧ୍ୟରୁ...

Advertisement
Archives

Model This Week