ସୁନା ରେକର୍ଡ ୪୦ ହଜାର ଟପିଲା

ନୂଆଦିଲ୍ଲୀ,୩୦-୮: ସୁନା ଦର ଗୁରୁବାର ପ୍ରତି ୧୦ ଗ୍ରାମ୍‌ ୨୫୦ ଟଙ୍କା ବୃଦ୍ଧି ପାଇ ରେକର୍ଡ ୪୦ ହଜାର ଟଙ୍କା ଟପିଛି। ଅଲ୍‌ ଇଣ୍ଡିଆ ସର୍ରାଫା ଆସୋସିଏଶନର ରିପୋର୍ଟ ଅନୁଯାୟୀ ଗୁରୁବାର ସୁନା ଦର ୪୦,୨୨୦ ଟଙ୍କାରେ କାରବାର ବନ୍ଦ ହୋଇଛି। ବୁଧବାର ସୁନା ଦର ୩୦୦ ଟଙ୍କା ବଢ଼ିଥିଲା। ସେହିପରି ଚାହିଦା ବୃଦ୍ଧି କାରଣରୁ ରୁପା ଦର ମଧ୍ୟ ଦିନେ ଦୁଇଦିନ ଭିତରେ ରେକର୍ଡ ୫୦ ହଜାର ଟଙ୍କା ଛୁଇଁବାକୁ ଯାଉଛି। ଗୁରୁବାର ରୁପା ଦର କେଜି ୨୦୦ ଟଙ୍କା ବଢ଼ି ୪୯,୦୫୦ ଟଙ୍କାରେ କାରବାର ବନ୍ଦ ହୋଇଛି। ବ୍ରେକ୍‌ଜିଟର ଅଗ୍ରଗତି, ଆମେରିକା ଓ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ନେଇ ଆସନ୍ତା ସପ୍ତାହରେ ହେବାକୁ ଥିବା ଆଲୋଚନାରୁ ସୁନା ଦର ଉପରେ ପ୍ରଭାବ ପକାଇବ ବୋଲି ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜର ସିନିୟର ଆନାଲିଷ୍ଟ(କମୋଡିଟି) ତପନ ପଟେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ସରକାରୀ ତୁଳନାରେ ୭ ଗୁଣ ଅଧିକ

ନୂଆଦିଲ୍ଲୀ,୨୫-୧୧: ଘରୋଇ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ସାଧାରଣତଃ ଅଧିକ ରହିଥିବା ପ୍ରାୟ ସମସ୍ତଙ୍କୁ ଜଣା। ଏହି ହସ୍ପିଟାଲଗୁଡିକରେ ହାରାହାରି ଚିକିତ୍ସା ଖର୍ଚ୍ଚ ସରକାରୀ ହସ୍ପିଟାଲ ତୁଳନାରେ...

ଶ୍ରେଷ୍ଠ ୫୦ କର୍ମକ୍ଷେତ୍ର ମଧ୍ୟରେ ଟାଟା ଷ୍ଟିଲ୍‌

ନୂଆଦିଲ୍ଲୀ,୧୬।୨: ଟାଟା ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସ୍ବୀକୃତି ପ୍ରଦାନ କରାଯାଇଛି। ବିଶେଷକରି ଭାରତର ଶ୍ରେଷ୍ଠ କର୍ମକ୍ଷେତ୍ର...

ପାନ୍‌-ଆଧାର ଲିଙ୍କ୍‌ ହୋଇ ନ ଥିଲେ ଜରିମାନା

ନୂଆଦିଲ୍ଲୀ,୩୧।୩(ପି.ଟି.): ମାର୍ଚ୍ଚ ୩୧ ସୁଦ୍ଧା ଟିକସଦାତାମାନେ ସେମାନଙ୍କ ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍‌) ସହ ଆଧାର ନମ୍ବର ଲିଙ୍କ୍‌ କରି ନ ଥିଲେ ୫୦୦ରୁ ୧,୦୦୦...

ଦୁର୍ଦ୍ଦଶା ଲାଗି ଅଟୋ ସେକ୍ଟର ନିଜେ ଦାୟୀ: ରାଜୀବ ବଜାଜ

ମୁମ୍ବାଇ,୧୨-୯: ଗତ କିଛି ମାସ ହେବ ଅଟୋମୋବାଇଲ ସେକ୍ଟରରେ ସଙ୍କଟ ଆସିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏଥିପାଇଁ ଲୋକଙ୍କ ମାନସିକତାକୁ ଦାୟୀ କରିଛନ୍ତି। ଲୋକେ...

ଚିନ୍ତା ବଢାଉଛି ବେକାରୀ

ମୁମ୍ବାଇ,୧୪-୧: ମାନ୍ଦାବସ୍ଥା ଲାଗି ରହିଥିବାରୁ ଏହାର ପ୍ରଭାବ ନିଯୁକ୍ତି ଉପରେ ପଡୁଛି। ଫଳରେ କମ୍ପାନିଗୁଡିକ ଅଧିକ ନିଯୁକ୍ତି ସପକ୍ଷରେ ନାହାନ୍ତି। ଏଥିଯୋଗୁ ୨୦୧୮-୧୯ ଆର୍ଥତ୍କ ବର୍ଷ...

ସୁନା-ରୁପା ଶସ୍ତା

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ସୁନା ଏବଂ ରୁପା ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି। ପୂର୍ବରୁ ଏହା ୧୨.୫ ପ୍ରତିଶତ ଥିବାବେେଳେ ଏବେ ଏହା...

ଡେବିଟ କାର୍ଡ କମିଛି, କ୍ରେଡିଟ କାର୍ଡ ସଂଖ୍ୟା ବଢ଼ିଛି

ନୂଆଦିଲ୍ଲୀ,୧୪-୭: ଡେବିଟ କାର୍ଡ ବ୍ୟବହାର ମାର୍ଚ୍ଚରୁ ମେ’ ମଧ୍ୟରେ ୧୦ ପ୍ରତିଶତ ଅର୍ଥାତ ୧୦ କୋଟି ହ୍ରାସ ପାଇଥିବା ଦେଖାଯାଇଛି। ଏବେ ଏହି କାର୍ଡ ସଂଖ୍ୟା...

ଟାଟା ମୋଟର୍ସକୁ କ୍ଷତି ୯୮୬୪ କୋଟି

ନୂଆଦିଲ୍ଲୀ,୧୬।୬: ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସ ତଥା ଚତୁର୍ଥ ତ୍ରୈମାସରେ ଟାଟା ମୋଟର୍ସର ନେଟ୍‌ କ୍ଷତି ୯୮୬୪ କୋଟି ରହିଛି। କରୋନା ମହାମାରୀ...

Advertisement
Archives

Model This Week