ସାମସଙ୍ଗ ଆଣିଲା ନୂଆ ଗାଲାକ୍ସି ନୋଟ ୧୦

ମୁମ୍ବାଇ, ୨୯-୮: ସାମସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ନୋଟ ୧୦ ଏବଂ ୧୦ ପ୍ଲସ ସ୍ମାର୍ଟଫୋନ ବଜାରକୁ ଆସିଛି। ଯୁବବର୍ଗଙ୍କ ଚାହିଦାକୁ ଧ୍ୟାନରେ ରଖି କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଛି। ନୂଆ ସ୍ମାର୍ଟଫୋନରେ ଆକର୍ଷଣୀୟ ଡିଜାଇନ, ଶକ୍ତିଶାଳୀ ପରଫରମାନ୍ସ, ଏବଂ ଉତ୍ପାଦକତା ଟୁଲ ଗ୍ରାହକ ଲାଭ କରିପାରିବେ। ଏଥିରେ ଥିବା ସ୍ବତନ୍ତ୍ର ଏସ୍‌ ପେନ ଏବଂ ଅନ୍ୟ ଆକର୍ଷଣୀୟ ଫିଚର ଗ୍ରାହକଙ୍କ ପସନ୍ଦ ଆସିବ ବୋଲି ସାମସଙ୍ଗ ସଭାପତି ଏଚ୍‌ସି ହଙ୍ଗ କହିଛନ୍ତି। ଏସ୍‌ପେନ ସହାୟତାରେ ହାତଲେଖାକୁ ଡିଜିଟାଲ ଟେକ୍ସଟରେ ରୂପାନ୍ତର କରାଯାଇ ପାରିବ। ସେହିଭଳି ୭ ଏନ୍‌ଏମ୍‌ ପ୍ରୋସେସର ଏଥିରେ ସ୍ଥାନୀତ କରାଯାଇଛି। ୧୨ ଜିବି ଏବଂ ୮ ଜିବି ରାମରେ ଏହା ଆସୁଛି। ପ୍ରୋଗ୍ରେଡ କ୍ୟାମେରା, ଭିଡିଓ ଏଡିଟିଂ, ଏଆର୍‌ ଡୁଡୁଲ, ୩ ଡି ସ୍କାନର ଗ୍ରାହକ ଏଥିରେ ଲାଭ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ଆଇସି ପଲିସିଧାରୀଙ୍କ ସ୍ବାର୍ଥକୁ ସୁରକ୍ଷା ଦିଆଯିବ

ନୂଆଦିଲ୍ଲୀ,୪-୨: ଏଲଆଇସି ପଲିସିଧାରୀଙ୍କ ସ୍ବାର୍ଥକୁ ସରକାର ସୁରକ୍ଷା ପ୍ରଦାନ କରିବେ। ଆସନ୍ତା ଆର୍ଥତ୍କ ବର୍ଷ ଏଲ୍‌ଆଇସିର ଆଇପିଓ ଆସିପାରେ ବୋଲି ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି।...

୭ ଲକ୍ଷ କୋଟି ଟଙ୍କା ବଢିଲା ଆଲଫାବେଟର ବଜାର ପୁଞ୍ଜୀକରଣ

ନୂଆଦିଲ୍ଲୀ,୧୯-୧: ଗୁଗଲର ମୂଳ କମ୍ପାନୀ ଆଲ୍‌ଫାବେଟର ବଜାର ପୁଞ୍ଜୀକରଣ ପ୍ରଥମଥର ଲାଗି ୧ ଟ୍ରିଲିୟନ ଡଲାର(୭୧ ଲକ୍ଷ କୋଟି ଟଙ୍କା) ଟପିଛି। ପ୍ରବାସୀ ଭାରତୀୟ ସୁନ୍ଦର...

୬.୩% ବଢ଼ିଲା ବିମାନ ଇନ୍ଧନ

ନୂଆଦିଲ୍ଲୀ : ଆଭିଏଶନ ଟର୍ବାଇନ ଫୁଏଲ (ଏଟିଏଫ୍‌) ବା ବିମାନ ଇନ୍ଧନ ୬.୩% ବୃଦ୍ଧି ଘଟିଛି। ଏହା କିଲୋଲିଟର ପିଛା ୨୯୪୧.୫ ଟଙ୍କା ବଢ଼ିବାରୁ ନୂଆଦିଲ୍ଲୀରେ...

ବନ୍ଦେ ଭାରତ ଟ୍ରେନ୍‌ରେ ଉପଲବ୍ଧ ହେବ ସ୍ଲିପର୍‌ କୋଚ୍‌ ସୁବିଧା! ସରକାର କରୁଛନ୍ତି ପ୍ରସ୍ତୁତି…

ନୂଆଦିଲ୍ଲୀ,୨୦।୧: ଦେଶରେ ଏବେ ୮ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଚଳାଚଳ କରୁଛି। ୧୫ ଅଗଷ୍ଟ, ୨୦୨୩ ସୁଦ୍ଧା ଦେଶରେ ୭୫ ଟି ଟ୍ରେନ୍‌ ଚଳାଚଳ...

ଗୋଦ୍‌ରେଜ୍‌ ଇଣ୍ଟେରିଓର ଆଉଟ୍‌ଲେଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୩୦।୧୨:ଓଡ଼ିଶା ବଜାରରେ ଗୋଦ୍‌ରେଜ୍‌ ଇଣ୍ଟେରିଓର ଆଉ ଏକ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଏପରିକି ଗୁରୁବାର ସ୍ଥାନୀୟ ପଟିଆ ଛକଠାରେ ଗୋଦ୍‌ରେଜ୍‌ ଇଣ୍ଟେରିଓର ନୂତନ ଆଉଟ୍‌ଲେଟ୍‌ ଉଦ୍‌ଘାଟିତ...

ଶୀଘ୍ର ଆସିବ ଷ୍ଟାଣ୍ଡାର୍ଡ କୋଭିଡ ବୀମା

ନୂଆଦିଲ୍ଲୀ,୨୯।୬ : ଜୁଲାଇ ୧୦ ସୁଦ୍ଧା କୋଭିଡ ଷ୍ଟାଣ୍ଡାର୍ଡ ଚିକିତ୍ସା ବୀମା ଆଣିବାକୁ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆର୍‌ଡିଏଆଇ) ପକ୍ଷରୁ ବୀମା...

ଅର୍ଥ କମିଶନ ସର୍ତ୍ତ ପ୍ରସଙ୍ଗରେ ସରକାର ମୁଖ୍ୟମନ୍ତ୍ରୀମାନଙ୍କ ସହ ପରାମର୍ଶ କରନ୍ତୁ: ମନମୋହନ

ନୂଆଦିଲ୍ଲୀ,୧୫-୯: ମୋଦି ସରକାର ୧୫ତମ ଅର୍ଥ କମିଶନଙ୍କ ବିଷୟ ଓ ସର୍ତ୍ତରେ ପରିବର୍ତ୍ତନ କରିବା ଲାଗି ଏକତରଫା ପଦକ୍ଷେପ ନେଉଛନ୍ତି ବୋଲି ଅଭିଯୋଗ କରି ପୂର୍ବତନ...

କିଆ ଇଣ୍ଡିଆର ଦି ନ୍ୟୁ ସେଲ୍‌ଟସ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୫।୭: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ମିଡ୍‌ ସାଇଜ ଏସ୍‌ୟୁଭି ‘ଦି ନ୍ୟୁ କିଆ...

Advertisement
Archives

Model This Week